ମିଷ୍ଟ୍ରି ଗାର୍ଲଙ୍କ ନାମ ଆସିଲା ସାମ୍ନାକୁ, ହୃତିକ ରୋସନଙ୍କ ସହ ଚାଲିଛି ଲଭ! ଦେଖନ୍ତୁ ଫଟୋ

ବ୍ୟୁରୋ ରିପୋର୍ଟ: ହୃତିକ ରୋସନ ଅନେକ ସମୟରୁ ମିଡ଼ିଆରୁ ଦୂରରେ ନିଜର ଜୀବନ ବିତାଉଛନ୍ତି। ସେ କେଉଁଠି ଥିଲେ କାହାକୁ ଜଣାନଥିଲା କିନ୍ତୁ ଅଳ୍ପ ଦିନ ତଳେ ତାଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ସ୍ପୋର୍ଟ କରାଯାଇଛି। ଏହା ପରେ ମିଡ଼ିଆରେ ଏହି ଖବର ବ୍ୟାପିଗଲାକି ହୃତିକ ରୋସନଙ୍କ ସହ ସେ ଝିଅ କିଏ?ଆମେ ଏବେ ସେହି ଝିଅର ପରିଚୟ ପାଇଛୁ ଯିଏକି ରିତିକ ରୋସନଙ୍କ ସହ ଥିଲା।କଣ ଆପଣ ମଧ୍ୟ ସେହି ଝିଅକୁ ଦେଖିଛନ୍ତି?କହିରଖିବି ସେହି ଝିଅ ଆଉ କେହି ନୁହେଁ ବରଂ ଅଭିନେତ୍ରୀ ସବା ଆଜାଦ ଥିଲେ ଯିଏକି “ଦିଲ କବଡି” ଓ “ମୁଜସେ ଦୋଷୀ କରୋଗି” ଭଳି ଫିଲ୍ମରେ କାମ କରିଛନ୍ତି।ସମସ୍ତେ ଏହା ଭାବୁଛନ୍ତିକି କାମ ରିତିକଙ୍କୁ ମଧ୍ୟ ତାଙ୍କ ପୂର୍ଵ ପତ୍ନୀ ସୁଜୈନ ଖାନଙ୍କ ଭଳି କେହି ଭଲ ପାଉଥିବା ମିଳିଯାଇଛି? ନା ହୃତିକ ଓ ସବା ସାଙ୍ଗଭଳି ଡିନରରେ ଯାଇଥିଲେ?ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଥିଲା।

Google
ହୃତିକ ରୋସନଙ୍କ ସହିତ ଥିଲେ ସବା ଆଜାଦ:

କଣ ହୃତିକଙ୍କ ଚାଚା ସଙ୍ଗୀତକାର ରାଜେଶ ରୋସନଙ୍କର ଝିଅ ଏହି ଫଟୋରେ ଥିଲା। ଯେପରି ଜଣେ ବା ଦୁଇ ଜଣ ପ୍ରସଂସକ ସୋସିଆଲ ମିଡ଼ିଆରେ ଅନୁମାନ କରିଥିଲେ। କଣ ହୃତିକଙ୍କ କେଉଁ ପାଖ ଲୋକ ତାଙ୍କୁ ଏହା ସବୁ କହିଥିଲା ଯାହାର ଅର୍ଥ ହେଉଛି “କପଲ” ଏହାକୁ ସାର୍ଵଜନିକ କରିବାକୁ ଚାହୁଁଥିଲେ? କଣ ଆମେ ଜଲ୍ଦି ରିତିକ ରୋସନ ଓ ସବାଙ୍କୁ ଆଉଥରେ ଦେଖିପାରିବା? ସେ କିପରି ଭେଟିଲେ ଯେବେ ସେ ସାଙ୍ଗ ହୋଇ କାମକରିନାହାଁନ୍ତି?

ଟାଇମ୍ସରେ ଛପାଯାଇଥିବା ଖବର ଅନୁସାରେ ଯେବେ ସେ ପରିଚୟ ଦେଲେ ସବା ଶାନ୍ତ ଓ ଧର୍ଯ୍ୟବାନ ଥିଲେ। କିନ୍ତୁ ଯେବେ ହୃତିକଙ୍କ ସହ ତାଙ୍କ ଫଟୋ ବିଷୟରେ ପଚରାଗଲା ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି ସେବେ ସବା ଜଲ୍ଦି ବଦଳିଗଲେ। ସେ ତରତରରେ କହିଲେ,”କ୍ଷମା କରିବେ ମୁଁ କେଉଁ କଥା ମଝିରେ ଅଛି। ମୁଁ ଆପଣଙ୍କୁ ଆଉଥରେ ଡକାଇବି”।

Google
ଦୁହିଁଙ୍କୁ ରେଷ୍ଟୁରାଣ୍ଟ ବାହାରେ ସ୍ପଟ କରାଯାଇଥିଲା:

ଯେବେ ତାଙ୍କୁ ଏହା ପଚାରିବା ପାଇଁ କୁହାଗଲା ସେ କମ ସେ କମ କହିପାରିଥାନ୍ତେ କି କଣ ସେ ଓ ରିତିକ କେବଳ ସାଙ୍ଗ ଅଟନ୍ତି?କିନ୍ତୁ ସେ କହିଲେ ସେ ପୁଣି ଡକାଇବେ ମାନେ ସେ ରିତିକଙ୍କ ସହ ସମ୍ପର୍କକୁ ଖରାଜ ଏବେ ପର୍ଯ୍ୟନ୍ତ କରିନାହାଁନ୍ତି। ଏବେ ଏହା ନିଧିଷ୍ଟ ହୋଇଗଲା କି ସେ ମିଷ୍ଟ୍ରି ଗାର୍ଲ ଆଉ କିଏ ନୁହେଁ ବରଂ ସବା ଖାନ ଅଟେ। ଯାହାଙ୍କୁ ରିତିକଙ୍କ ସହ ରେଷ୍ଟୁରାଷ୍ଟ ବାହାରେ ସ୍ପୋର୍ଟ କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *