ଭାଇରାଲ ଭିଡ଼ିଓରେ ଦେଖାଯାଉଛି କି କୋରିଅନ ଷ୍ଟିଟ ଫୁଡ଼ ବ୍ରେଡ଼ର ଦିନ ହବା କ୍ଷଣି ଗ୍ରାହକଙ୍କ ପାଇଁ ଆମଲେଟ କରିବା ଆରମ୍ଭ କରିଦେଇଥାଏ। ଏହି ବିଶାଳ ଆମଲେଟ ରେସିପି ପୋଷ୍ଟ ହେବା କ୍ଷଣି ହିଁ ସୋସିଆଲ ମିଡ଼ିଆରେ ଭାଇରାଲ ଭି ହୋଇଗଲା।

ଦୁନିଆସାରା ଖାଇବା ପ୍ରସ୍ତୁତ କରିବାର ଅଭିଳାଷ ରଖୁଥିବା ଲୋକ ସବୁବେଳେ ନୂଆ ନୂଆ ରେସିପିର ସନ୍ଧାନ କରିଥାନ୍ତି।ଓ ଲୋକଙ୍କୁ ନିଜ ସୁନ୍ଦର ଖାଇବା ମାଧ୍ୟମରେ ଦିବାନା କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ୬୦ ଅଣ୍ଡାରେ ପ୍ରସ୍ତୁତ ବିଶାଳ ଆମଲେଟ ର ଭିଡ଼ିଓ ବହୁତ ଭାଇରାଲ ହେଉଛି।
ରେସିପି ପୋଷ୍ଟ କରିବା କ୍ଷଣି ଭାଇରାଲ:
ଭାଇରାଲ ଭିଡ଼ିଓରେ ଦେଖାଯାଉଛି କି କୋରିଅନ ଷ୍ଟିଟ ଫୁଡ଼ ବ୍ରେଡ଼ର ଦିନ ହବା କ୍ଷଣି ଗ୍ରାହକଙ୍କ ପାଇଁ ଆମଲେଟ କରିବା ଆରମ୍ଭ କରିଦେଇଥାଏ।ଏହି ବିଶାଳ ଆମଲେଟର ରେସିପି ପୋଷ୍ଟ କରିବା କ୍ଷଣି ଭି ଭାଇରାଲ ହୋଇଯାଇଛି।ଏହି ଆମଲେଟକୁ ତିଆରି କରିଥିବା ସୈଫ ୟୁଜର୍ସ ବହୁତ ପ୍ରଶଂସା କରୁଛନ୍ତି।
ଏହିପରି ପ୍ରସ୍ତୁତ କରାଗଲା ବିଶାଳ ଆମଲେଟ:
ଭିଡ଼ିଓରେ ଦେଖାଯାଉଛି କି ସୈଫ ପ୍ରଥମେ ଏକ ବଡ଼ ପାତ୍ରରେ ସବୁ ୬୦ ଅଣ୍ଡାକୁ ଫଟାଉଛନ୍ତି।ଏହା ପରେ ସେଥିରେ ଲୁଣ ମିଶାଇ ଭଲସେ ଫେଣ୍ଟୁଛନ୍ତି।ସେ ସେଥିରେ କଟାଯାଇଥିବା ପିଆଜ, ଗାଜର, ପିଆଜ ପତ୍ର, ଓ ମାଂସର ଛୋଟ ପିସ ପକାଉଛନ୍ତି। ଏହା ପରେ ସେ ଏକ ପ୍ଲେଟ ତାୱା ବସାଇ ସେଥିରେ ଆମଲେଟ କରିବା ପରେ ବଡ଼ ବ୍ରେକରେ ରୋଲ କରିଦେଉଛନ୍ତି। ଏହି ଭିଡ଼ିଓରେ ସବୁଠୁ ସୁନ୍ଦର ପାର୍ଟ ହେଉଛି ଯେବେ ସୈଫ ସେହି ଆମଲେଟକୁ କାଟୁଛନ୍ତି ସବୁ ଲେୟାର ଦେଖାଯାଉଛି। ଏହା ପରେ ଏହାକୁ ପ୍ୟାକ କରିଦିଆଯାଇ ଝରକା ସେଲ୍ଫ ରେ ରଖିଦିଆଯାଉଛି।

ୟୁଟୁବ ଚ୍ୟାନେଲରେ ପୋଷ୍ଟ କରାଗଲା ଭିଡ଼ିଓ:
ଏହି ଭାଇରାଲ ଭିଡ଼ିଓକୁ ୟୁଟୁବ ଚ୍ୟାନେଲ “ୟାମି ବଏ” ରେ ପୋଷ୍ଟ କରାଯାଇଥିଲା ,”street food in deapth and not boring” ଚ୍ୟାନେଲ ଆମଲେଟ ରୋଲର ପ୍ରଣାଳୀ ମଧ୍ୟ ଛାଡିଛି। ଯାହାକୁ KRW ୨୦୦୦, (USD ୧.୭) ରେ ରଖାଯାଇଛି ଓ ଯେଉଁ ସ୍ଥାନରେ ଏହି ଆମଲେଟ ପ୍ରସ୍ତୁତ କରାଯାଇଛି ସେହି ସ୍ଥାନ ବିଷୟରେ ମଧ୍ୟ କୁହାଯାଇଛି। (Pyeongtaek Tongbok Market Gyeonggi-do korea)। ଜଣାପଡିଛି କି ଏହି ଭିଡିଓ କୁ ଏବେ ପର୍ଯ୍ୟନ୍ତ ୧୮ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି ଓ ୬ ହଜାରରୁ ଅଧିକ କମେଣ୍ଟ କରାଯାଇସାରିଲାଣି ।
ଭିଡିଓ ଦେଖନ୍ତୁ:
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।