ବିରାଟ କୋହଲି ଅନୁଷ୍କା ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କଲେ,ପ୍ରଶଂସକ ହେଲେ ଦିୱାନା।

ଭାରତୀୟ କ୍ରିକେଟର ବିରାଟ କୋହଲି ସୋସିଆଲ ମିଡିଆରେ ଅନୁଷ୍କା ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଦୃଶ୍ୟର ପୃଷ୍ଠ ଭୂମିରେ ସୂର୍ଯ୍ୟ ଅବତରଣ କରୁଥିଲେ ଏବଂ ଦୁଇଜଣ ଯାକ ସ୍ୱିମିଙ୍ଗ ପୁଲରେ ରୋମାନ୍ସ ପୋଜ ଦେଉଥିବାର ନଜରକୁ ଆସିଥିଲେ ।କହିଦେଉଛୁ କି ଅନୁଷ୍କା ଶର୍ମା ଏବେ ଏବେ ଗର୍ଭବତୀ ଥିବାର ସୂଚନା ଦେଇଥିଲେ। ତାଙ୍କ ଘରେ ଛୋଟ କୁଣିଆ ଆସୁଛନ୍ତି। ଅନୁଷ୍କା ଏହିଦିନରେ ନିଜର ଗର୍ଭବତୀ ପିରିୟଡ଼ ଉପଭୋଗ କରୁଛନ୍ତି। ସେ ଛୁଆର ବାପାଙ୍କ ସହିତ ନିଜର ଫଟୋ ଶେୟାର କରୁଛନ୍ତି।

Google

ନୂଆ କୁଣିଆକୁ ନେଇ ଉତ୍ତେଜିତ ଅଛନ୍ତି ବିରାଟ କିଛିଦିନ ପୂର୍ବରୁ ବିରାଟଙ୍କୁ ପଚରାଗଲାକି ଜାନୁଆରୀରେ ଆପଣଙ୍କ ଘରକୁ ନୂଆ କୁଣିଆ ଆସୁଛନ୍ତି ତେବେ ଆପଣଙ୍କୁ କିପରି ଲାଗୁଛି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରାଟ କହିଥିଲେକି ଯେବେଠୁ ତାଙ୍କୁ ଏହି କଥା ବିଷୟରେ ଜଣା ପଡ଼ିଲାଣି ସେବେଠୁ ତାଙ୍କ ଖୁସିର ଠିକଣା ନାହିଁ। ସେ କହିଥିଲେ,’ଏହା ଅବିଶ୍ୱାସନୀୟ ଅନୁଭୂତି ଅଟେ । ମୁଁ କିପରି ଅନୁଭବ କରୁଛି , ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ।”

Google

ଅନୁଷ୍କାଙ୍କ ଫିଲ୍ମ ‘ଜିରୋ’ରେ ନଜରକୁ ଆସିଥିଲେ। ଫିଲ୍ମରେ ତାଙ୍କ ସହିତ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କ୍ୟାଫ ଲିଡ଼ ରୋଲରେ ଥିଲେ। ଫିଲ୍ମ ଫ୍ଲପ ହୋଇଥିଲା। ଏହି ଫିଲ୍ମ ପରଠୁ ଏବେ ଯାଏଁ ଅନୁଷ୍କା କୌଣସି ଫିଲ୍ମ ସାଇନ କରିନାହାନ୍ତି। ଯାହା ହେଉ,ଏପରି ଖବର ଅଛି କି ଛୁଆ ହେବାପରେ ସେ ନୂଆ ପ୍ରୋଜେକ୍ଟରେ ସାଇନ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *