ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବିରାଟ ଦେଲେ ଟେନ୍ସନ, ରୋହିତ ଶର୍ମା କରିପାରନ୍ତି ଟେନ୍ସନକୁ ଦୂର ।

Virat Kohli gave tension before tour of Australia which will be overcome by Rohit Sharma

ଆଇପିଏଲ ୨୦୨୦ ର ଫାଇନାଲକୁ ଏବେ ଆଉ କିଛି ସମୟ ବାକି ଅଛି । ତାରିଖ ବଦଳିଲେ ଜଣା ପଡିଯାଇଥିବା କିଏ ଚମ୍ପିୟାନ। ତାପରେ ସିଧା ଅଷ୍ଟ୍ରେଲିଆ ଦୌଡରେ ଯିବେ ଖେଳାଳି। ଯେଉଁଥି ଟି-୨୦, ଏକଦିବସୀୟ,ଟେଷ୍ଟ ମ୍ୟାଚ ଖେଳିବେ । ଏହି ଖବର ବିରାଟ ଏବଂ ରୋହିତଙ୍କ ସହ ଯୋଡ଼ା ଅଟେ । ତେବେ ଏହା ଖୁସି କି ଦୁଃଖ ଖବର ଆଗକୁ ପଢିଲେ ଜାଣିବେ ।

Google

କିଛି ଦିନ ପୂର୍ବରୁ ଭାରତୀୟ ଦଳ ଘୋଷିତ ହୋଇଥିଲା । ଯେଉଁଥିରେ ରୋହିତ ଶର୍ମାଙ୍କ ନାଁ ନଥିଲା । ବିସିସିଆଇ ସୋମବାର ଦିନ କିଛି ବଦଳେଇ ନୂଆ ଅପଡେଟ କରିଛି । ଏକଦିବାସୀୟ ଦଳରେ ସଂଜୁ ସାମସନଙ୍କ ଏଣ୍ଟ୍ରି ହୋଇଛି । ଟି-୨୦ରେ ବରୁଣ ଚକ୍ରବର୍ତ୍ତୀଙ୍କ ଜାଗାରେ ଟି ନଟରାଜନଙ୍କୁ ସ୍ଥାନ ମିଳିଛି । ଚାରିଟି ଟେଷ୍ଟ ଏଡିଲେଡ଼ ( ଡେ ନାଇଟ ୧୭- ୨୧ ଡିସେମ୍ବର), ମେଲବର୍ଣ (୨୬-୩୦ ଡିସେମ୍ବର ),ସିଡ୍ନୀ (୭-୧୧ ଜାନୁଆରୀ) ଏବଂ ବ୍ରିସବେନ(୧୫-୧୯ ଜାନୁଆରୀ) ରେ ଖେଳାଯିବ।

ବିରାଟଙ୍କ ବାପା ଅବକାଶ ମଞ୍ଜୁର:-

ବିସିସିଆଇ ଏହା କହିଛି ଯେ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ କେବଳ ଗୋଟିଏ ଟେଷ୍ଟ ଖେଳିବେ। ଏହା ପରେ ଭାରତ ଫେରିଆସିବେ । ବିରାଟ ଜାନୁଆରୀରେ ବାପା ହେବାକୁ ଯାଉଛନ୍ତି । ସେଥିପାଇଁ ତାଙ୍କ ଛୁଟିକୁ ମଞ୍ଜୁରୀ ମିଳିଛି । ହେଲେ ବିରାଟଙ୍କ ଅନୁପସ୍ଥିତ ଦେଖାଯିବ ଏବଂ ଦଳ ତାଙ୍କର ଭରପାଇ କରିବାକୁ ଚେଷ୍ଟା କରିବ ।

Google
ରୋହିତ ଫେରିଲେ:-

ପ୍ରଥମରୁ ରୋହିତ ଦଳରେ ନଥିଲେ ହେଲେ ଏବେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୧ ନଭେମ୍ବର ଦିନ ଭାରତ ଅଷ୍ଟ୍ରେଲିଆ ଯିବ। ହେଲେ ରୋହିତ ୧୧ ନଭେମ୍ବରରେ ଯିବେନି, ସେ ପରେ ଟିମ ସହ ଯୋଗ ଦେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *