IPL ୨୦୨୧:କଣ ପାଇଁ ରୟାଲ ଚାଲେଞ୍ଜରର୍ସ ବାଙ୍ଗାଲୋର ହୋଇପାରେ ଚାମ୍ପିୟାନ? ବିରାଟ କୋହଲି କହିଲେ କାରଣ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଆଇପିଏଲରେ ଆରସିସି ସବୁ ସଂସ୍କରଣରେ ଭଲ ଖେଳାଳିଙ୍କ ସହ ଓହ୍ଲାଇଥାଏ କିନ୍ତୁ ଭଲ ଖେଳାଳି ଥାଇ ମଧ୍ୟ ଏହି ଟିମ ଏବେ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହିଁ। ଆଇପିଏଲ ୨୦୨୧ରେ ବିରାଟ କୋହଲିଙ୍କୁ ଟିମ ସହ ଭଲ ପ୍ରଦର୍ଶନର ଆଶା ଅଛି। ଏଥିପାଇଁ ସେ ଉଦଘାଟିତ ମ୍ୟାଚ ପୂର୍ବରୁ କହିଛନ୍ତି। ଆରସିବି ଟିମରେ ୱାସିଙ୍ଗଟନ ସୁନ୍ଦର ଓ ମହମ୍ମଦ ସିରାଜଙ୍କ ଭଳି ଯୁବ ଖେଳାଳି ଅଛନ୍ତି ଯିଏକି ଭାରତ ପାଇଁ ଖେଳି ନିଜର ବିଶ୍ୱାସ ଲାଭ କରିବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି। ଯାହାର ଫାଇଦା ଆଇପିଏଲରେ ତାଙ୍କ ଟିମ ଆରସିବିକୁ ମିଳିବ।

Google

ଆଇପିଏଲର ୧୪ ତମ ସଂସ୍କରଣ ପୂର୍ବରୁ ଏହି ବିଷୟରେ କଥା ହୋଇ ବିରାଟ କୋହଲି କହିଛନ୍ତି ଯେବେ ସେ ଯୁବ ଖେଳାଳି ଥିଲେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବା ଦ୍ଵାରା ଏହାର ଫାଇଦା ତାଙ୍କୁ ଆଇପିଏଲରେ ମିଳିଥିଲା। ଏବେ ଏହି ଫାଇଦା ୱାସିଙ୍ଗଟନ ସୁନ୍ଦର ଓ ମହମ୍ମଦ ସିରାଜଙ୍କୁ ମିଳିପାରେ। କାରଣ ଅଳ୍ପ ଦିନ ତଳେ ସେ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ବାଙ୍ଗାଲୋର ଟିମ ଶୁକ୍ରବାରକୁ ପୂର୍ବ ବର୍ଷ ଚମ୍ପିୟାନ ମୁମ୍ବାଇକୁ ଭେଟିବ। ବିରାଟ କୋହଲି କହିଛନ୍ତି,”ଯେବେ ମୁଁ ଯୁବ ଖେଳାଳି ଥିଲି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବା ପରେ ମତେ ବହୁତ କିଛି ଅନୁଭବ ମିଳିଥିଲା। ସିରାଜ ଓ ସୈନି ଭଲ ପ୍ରଦର୍ଶନ କରିବା ଓ କିଛି ସମୟ ପାଇଁ ମଧ୍ୟ ଚାହାଲ ଏଥିରେ ସାମିଲ ଥିଲେ। ଏହା ଆମ ଟିମକୁ ଆହୁରି ମଜବୁତ କରିବ ଓ ଆଗକୁ ବଢିବାରେ ସହଯୋଗ କରିବ”।

ଯୁବ ଖେଳାଳି ବିପକ୍ଷ ଟିମ ପାଇଁ ଚିନ୍ତାର କାରଣ ହେବେ- ବିରାଟ:

ବିରାଟ ସବୁଠୁ ଅଧିକ ସନ୍ତୁଷ୍ଟି ଏଥିରେ ଦେଖାଇଛନ୍ତିକି ତାଙ୍କ ଯୁବ ଖେଳାଳି ବିପକ୍ଷ ଖେଳାଳିଙ୍କ ପାଇଁ ଚିନ୍ତା ସୃଷ୍ଟି କରିବେ।ବିରାଟ କହିଛନ୍ତି,”ଏବେ ଆମ ଯୁବ ଖେଳାଳି ଅନୁଭୁବ ହାସଲ କରିସାରିଛନ୍ତି ଓ ସେ ଏବେ କୌଣସିବି ପରିସ୍ଥିତିକୁ ସାମ୍ନା କରିପାରିବେ। କୋହଲି ଆଗକୁ କହିଛନ୍ତିକି,”ଚିନାସ୍ୱାମୀରେ ଖେଳିବା ଠୁ ଭଲ କିଛି ନାହିଁ ହେଲେ ଭଲ କଥା ଏହାକି ଆମେ ଭାରତରେ ଖେଳୁଅଛୁ ଓ ଏଥର କାହାକୁ ମଧ୍ୟ ଘରୋଇ ଗ୍ରାଉଣ୍ଡର ଫାଇଦା ମିଳିବନି”।

Google

କୋହଲି କହିଲେ କି ,”ସବୁ ଟିମ ତଟସ୍ତ ସ୍ଥଳରେ ଖେଳୁଛନ୍ତି ଓ ଏଥୁରୁ ଟିମର ମଜବୁତ ଦେଖାଯାଇଥାଏ। ଏଥିପାଇଁ ପୂର୍ଵ ଆଇପିଏଲରେ ବହୁତ କଡା ଟକର ଥିଲା। ଶେଷ ତିନି ଚାରୋଟି ମ୍ୟାଚକୁ ଛାଡିଦେଲେ ସବୁ ଟିମ ପ୍ଲେଅଫରେ କ୍ୟାଲିଫାଏ କରିବାର ଆଶା ଦେଖାଯାଉଥିଲା। ଯାହାକି ଟୁର୍ଣ୍ଣାମେଣ୍ଟ ପାଇଁ ଭଲ ଅଟେ। କାରଣ ପୂର୍ବ ବର୍ଷ ଦର୍ଶକଙ୍କ ମ୍ୟାଚ ଦେଖିବା ସଂଖ୍ୟା ବହୁତ ରହିଥିଲା। ବିରାଟ କହିଛନ୍ତି ଏହିପରି ଦେଖି ପୂର୍ଵ ବର୍ଷ ଭଲ ପ୍ରଦର୍ଶନ କରି ମତେ ଭରସା ଅଛି ଏଥର ଆମେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବୁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *