ଆଜିଙ୍କ୍ୟ ରାହାଣେଙ୍କର ଅଧିନାୟକତ୍ତ୍ୱ ଉପରେ କୋହଲି ଦେଲେ ବଡ଼ ବୟାନ। କହିଦେଲେ ଏହି ବଡ଼ କଥା…

ଭାରତୀୟ ଅଧିନାୟକ ବିରାଟ କୋହଲି କହିଲେ କି ଆଜିଙ୍କ୍ୟ ରାହାଣେଙ୍କ ସହ ତାଙ୍କର ସମ୍ପର୍କ ପରସ୍ପର ଭରସା ଉପରେ ଅଛି। କୋହଲି ଅଷ୍ଟ୍ରେଲିଆରେ ତାଙ୍କ ଟିମର ଦାୟିତ୍ତ୍ୱ ବହୁତ ଭଲ ଭାବରେ ନିଭେଇବା ପାଇଁ ତାଙ୍କର ପ୍ରଶଂସା କଲେ। ଏଡିଲେଡ଼ରେ ବିପଦଜନକ ହାର ପରେ କୋହଲିଙ୍କର ପ୍ୟାଂଟର୍ନୀଟି ଲିଭ ହେଲା ଆଉ ତା ପରେ ଆଜିଙ୍କ୍ୟ ରାହାଣେ ଆହତ ଭାରତୀୟ ଟିମର ଭଲ ଭାବରେ ତଦାରଖ କଲେ ଆଉ ତାକୁ ନେଇ ସିରିଜ ଜିତିଲେ।

Google

ବୁଧବାର ଦିନ ଆଜିଙ୍କ୍ୟ ରାହାଣେ କହିଲେ ,” ମୁଁ ପଛରୁ ସାହାଯ୍ୟ କରିବା ପାଇଁ ବହୁତ ଖୁସି ଅଛି।” ଆଉ ଏହା ପରେ ଗୋଟେ ଦିନ ଗଲା ଆଉ କୋହଲି କହିଲେ ” କେବଳ ମୋର ଆଉ ରାହାଣେଙ୍କର ନୁହଁ ବରଂ ପୁରା ଟିମର ସମ୍ପର୍କ ପରସ୍ପର ଭରସା ଉପରେ ଅଟକିଛି ଆଉ ଆମେ ମିଳି ମିଶି କେବଳ ଗୋଟେ ହିଁ ଦିଗରେ କାମ କରି ଥାଉ ଆଉ ତାହା ହେଉଛି ଟିମକଁ ଭଲ କ୍ରିକେଟ ଖେଳିକି ଜୀତ ଦେବା।” କୋହଲି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ପୂର୍ବରୁ ଭାରଚୁଆଲ ମିଡିଆ କଂଫେରେନ୍ସରେ କହିଲେ ,” ମୁଁ ଏହା କହିବାକୁ ଚାହିଁବି କି ତାର ଟିମରେ ରହିବା ବହୁତ ଜରୁରୀ। ସେ ଅଷ୍ଟ୍ରେଲିଆରେ ନିଜର ଦାୟିତ୍ତ୍ୱ ବହୁତ ଭଲ ଭାବରେ ନିଭେଇଲେ ଆଉ ତାଙ୍କୁ ଟିମକୁ ଜୀତ ଦେବାରେ ଦେଖିବା ବହୁତ ଉନ୍ନତ ମନୋଭାବ ଥିଲା। ଏହା ସବୁବେଳେ ଆମର ଲକ୍ଷ ରହିଛି।”

କୋହଲି କହିଲେ କି ମୈଦାନ ବାହାରେ ଥିବା ତାଳମେଳ ସେ ଦୁଇ ଜଣଙ୍କୁ ମୈଦାନ ଭିତରେ ଥିବା ତାଳମେଳ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସେ ଆଗକୁ କହିଲେ ,” ମୋତେ ଆଉ ଜୀଙ୍କସଙ୍କୁ ସର୍ବଦା ନିଜ ନିଜ ସହ ବ୍ୟାଟିଂ କରିବାକୁ ଭଲ ଲାଗେ। ମୈଦାନ ଭିତରେ ସଫା ସଫା ଦେଖାଯାଏ କି ଆମେ ନିଜ ନିଜର ସମ୍ମାନ କରିଥାଉ ମାତ୍ର ମୈଦାନ ବାହାରେ ବି ଏହି ମନୋଭାବ ଆମର ସାହାଯ୍ୟ କରିଥାଏ। ଆମେ ବହୁତ କଥାବାର୍ତ୍ତା କରୁ ଆଉ ନିଜ ନିଜ ସମ୍ପର୍କରେ ଥାଉ। ତେଣୁ ଏହି ସମ୍ପର୍କ ଭରସାରେ ଅଟକିଛି।”

Google

କୋହଲି ମ୍ୟାଚର ବହୁତ ପରିସ୍ଥିତିରେ ରାହାଣେଙ୍କ ଠାରୁ ଉପଦେଶ ନେଉଥାନ୍ତି। କୋହଲି ଆଗକୁ କହିଲେ ,” ସେ ସବୁବେଳେ ଏପରି ଜଣେ ଖେଳଳି ଥିଲେ ଯିଏ ମ୍ୟାଚର ବିଭିନ୍ନ ପରିସ୍ଥିତିରେ ଉପଦେଶ ଦେବାର କ୍ଷମତା ରଖି ଥାଆନ୍ତି। ଆମେ ମୈଦାନ ଭିତରେ ସର୍ବଦା ଏହା ଚର୍ଚ୍ଚା କରିଥାଉ କି ମ୍ୟାଚ କାହା ଆଡକୁ ଯାଉଛି।” ସେ ଆଗକୁ କହିଲେ ,” ଟିମ ଯୋଜନା ଉପରେ ଧ୍ୟାନ ଦେବା ସହ ମୁଁ ତାଙ୍କ ସହ ଆହୁରି ଅନେକ ଯୋଜନା ଉପରେ କାମ କରିଥାଏ ଯାହାଦ୍ୱାରା କି ଆହୁରି ସ୍ପଷ୍ଟ ରାୟ ନେଇପାରିବି। ଆମେ ଏହିପରି କାମ କରିଥାଉ। ଟେଷ୍ଟ ପ୍ରାରୁପରେ ଆମ ଉପରେ ଏହି ପ୍ରକାର ଯୋଜନା କାମ ଦେଇଥାଏ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *