ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ଭିତରେ ବିବାଦକୁ ନେଇ ବିରେନ୍ଦ୍ର ସେହ୍ୱାଗ ଦେଲେ ବଡ଼ ବୟାନ । କଲେ ବଡ ଖୁଲାସା ।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ଓ ଖେଳାଳି ମଧ୍ୟରେ ବିବାଦ ବହୁତ ପୁରାତନ ଅଟେ। ସବୁ ଅଧିନାୟକଙ୍କୁ ଟିମ ସିଲେକ୍ସନ ପାଇଁ ସମାଲୋଚନା ହେବାକୁ ପଡିଥାଏ। ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ବିରେନ୍ଦ୍ର ସେହ୍ୱାଗ,ଗୌତମ ଗମ୍ଭୀର,ହରଭଜନ ସିଂ ଓ ଯୁବରାଜ ସିଂଙ୍କ ଭଳି ଖେଳାଳିଙ୍କ ବାହାର ହେବାର ଆରୋପ ଲାଗିଥିଲା। ଏହି ମାମଲାରେ ସେହ୍ୱାଗ ଏକ ଇଣ୍ଟରର୍ଭିଉରେ ସବୁ କଥା କହିଥିଲେ। ସେ କହିଲେ ଧୋନୀ ମତେ ଟିମରୁ କେବେ ବାହାର କରି ନାହାନ୍ତି କି ତାଙ୍କର ମୋର ଝଗଡ଼ା ହୋଇନାହିଁ।

Google

ସେହ୍ୱାଗ ଇଣ୍ଡିଆ ଟିଭି କାର୍ଯ୍ୟକ୍ରମ’ଆପିକି ଅଦାଲତରେ”କୁ ଗ୍ରସ୍ତ କରିଥିଲେ। ସେଠି ଆଙ୍କର ରଜତ ଶର୍ମା ପଚାରିଲେ,”ସେହ୍ୱାଗ ଆପଣଙ୍କୁ ଲାଗୁଚି କି ଆପଣଙ୍କ ପ୍ରଦର୍ଶନ ଠିକ ନ ଥିଲା ହେଲେ ସୌରଭ ଗାଙ୍ଗୁଲିଙ୍କୁ ଲାଗୁଛି କି ଧୋନିଙ୍କ ପାଇଁ ଆପଣ ବାହାର ହେଲେ। “ସେହ୍ୱାଗ କହିଲେ,”ଧୋନୀଙ୍କ ସହ ଜଡିତ ପ୍ରଶ୍ନରେ ସେ କହିଥିଲେ ଧୋନି ଏପରି କରି ନାହାନ୍ତି କି ଏମିତି କରି ନଥିବେ।ସେ ବହୁତ ଭଲ ଅଟନ୍ତି ଓ ସିନିୟର କ୍ରିକେଟରଙ୍କ ସମ୍ମାନ କରନ୍ତି। ସେ ସିନିୟରଙ୍କ ମହତ୍ତ୍ୱ ଜାଣିଛନ୍ତି।”

ସେହ୍ୱାଗ କହିଲେ,”ସେ ଯେବେ ନୂଆ ନୂଆ ଅଧିନାୟକ ହେଲେ ସେତେବେଳେ ସିନିୟର ଖେଳାଳି ତାଙ୍କ ନେତୃତ୍ୱରେ ଖେଳୁଥିଲେ। ତାଙ୍କୁ ସବୁକିଛି କୁହାଗଲା। ତାଙ୍କୁ ଭଲ ପରାମର୍ଶ ଦିଆଗଲା। ଏହାର ଫଳ ଆମେ ବହୁତ ୱାଣ୍ଡେ ଓ ଟେଷ୍ଟ ମ୍ୟାଚ ଜିତିଲୁ। ମତେ ଲାଗୁନି କି ଏମିତି କିଛି ଥିଲା।ଏହା କେବଳ ମିଡ଼ିଆ ଦ୍ୱରା ଗୁଜବ ଥିଲା। ଯଦି ଆପଣ ଏକ ହୋଟେଲ ଓ ଏକା ସହ କ୍ରିକେଟ ଖେଳନ୍ତି ତେବେ ଆପଣ ମଧ୍ୟରେ ଝଗଡ଼ା କିପରି ହେବ। ଯଦି ଏମିତି ହୋଇଥାନ୍ତା ତେବେ ମୁଁ ଟିମରୁ କେବେ ବାହାରି ଯାଇଥାନ୍ତି। ମତେ ଲାଗୁନି କି ଏହା ସତ ହୋଇଥିବ।”

Google

ସୌରଭ ଗାଙ୍ଗୁଲି ଧୋନି ଓ ସେହ୍ୱାଗଙ୍କ ଉପରେ କହିଥିଲେ,”ଯଦି କେହି ଅଧିନାୟକ ନିଜ ଟିମରେ କୌଣସି ପ୍ଲେୟାରକୁ ରଖିବାକୁ ଚାହେଁ ତ ସିଲେକ୍ଟର କେତେବଳେ ଅଧିନାୟକ ବିରୁଦ୍ଧରେ ଯାଇ ତାକୁ ଡ୍ରପ କରନ୍ତି ନାହିଁ। ଯଦି ଅଧିନାୟକ କାହାକୁ ଡ୍ରପ କରିବାକୁ ଚାହାନ୍ତି ତ ଚୟନକର୍ତ୍ତା ତାଙ୍କ ମଧ୍ୟରେ ପସନ୍ତି ନାହିଁ। ଧୋନୀଙ୍କ ଫର୍ମ ମଧ୍ୟ ଖରାପ ରହିଥିଲା। ଏହା ପରେ ମଧ୍ୟ ତାଙ୍କୁ ଯଦି ମୌକା ମିଳିଲା ତେବେ ସେହ୍ୱାଗଙ୍କୁ କାଇଁ ମିଳିଲା ନାହିଁ। “ଏହାପରେ ସେହ୍ୱାଗ କହିଥିଲେ କି,”ମତେ ଲାଗୁନି କି ମତେ ଧୋନି ବାହାର କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପ୍ଟେନ୍ସି ପରେ ବହୁତ କିଛି ଚେଞ୍ଜ ହୋଇଗଲା।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *