ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ପୂର୍ଵ ଖେଳାଳି ଭିଭିଏସ ଲକ୍ଷ୍ମଣଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରୋଇ ଟି-୨୦ ସିରିଜ ଓ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚ ବିସିଷ୍ଟ ସିରିଜ ପାଇଁ ଭାରତୀୟ ଟିମର ଅଧିନାୟକ କରାଯାଇପାରେ। ବିସିସିଆଇ ଅନୁସାରେ ଭାରତର ଦକ୍ଷିଣ ଆଫ୍ରିକା ସିରିଜ ସମୟରେ ଭାରତର ଇଂଲଣ୍ଡ ଗ୍ରସ୍ତ ମଧ୍ୟ ଅଛି ତେଣୁ ଦୁଇଟି ଟିମ ଅଲଗା ଅଲଗା ଯାଇପାରେ। ତେଣୁ ଟେଷ୍ଟ ଟିମସହ ରାହୁଲ ଦ୍ରାଭିଡ ଓ ଟି-୨୦ ସିରିଜ ପାଇଁ ବିବିଏସ ଲକ୍ଷ୍ମଣ ଯାଇପାରନ୍ତି।

ୱେବସାଇଟ ଇନସାଇଡ଼ ସ୍ପୋର୍ଟସର ଅନୁସାରେ ବିସିସିଆଇର ଜଣେ ଶୀର୍ଷ ଅଧିକ କହିଛନ୍ତି,”ଆମକୁ ଏବେ ବର୍ମୀଘଂମ ଟେଷ୍ଟ ପୂର୍ବରୁ ୨୪ ଜୁନକୁ ଲିଷ୍ଟରସାୟର ବିରୁଦ୍ଧରେ ଅଭ୍ୟାସ ମ୍ୟାଚ ଖେଳିବାର ଅଛି। ରାହୁଲ ଦ୍ରାଭିଡ ୧୫ ବା ୧୬ ଜୁନକୁ ଟିମ ସହ ଯିବେ। ଆମେ ବିବିଏସ ଲକ୍ଷ୍ମଣଙ୍କୁ ଦକ୍ଷିଣ ଆଫ୍ରିକା ଓ ଆୟରଲ୍ୟାଣ୍ଡ ସହ ଟି-୨୦ ସିରିଜ ପାଇଁ ଦଳରେ କୋଚ ରୂପରେସାମିଲ ହେବାକୁ କହିବୁ”।
ଶିଖର ଧାୱନଙ୍କୁ କରାଯାଇପାରେ ଅଧିନାୟକ:
VVS Laxman set to step in as Head coach of Indian team for the T20I Series against South Africa and Ireland. Because Rahul Dravid to travel with the test team for England tour. (According to InsideSport)
— CricketMAN2 (@ImTanujSingh) May 18, 2022
ରିପୋର୍ଟ ଅନୁସାରେ ଦକ୍ଷିଣ ଆଫ୍ରିକା ସହ ଘରୋଇ ଟି-୨୦ସିରିଜରେ ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇପାରେ। ଚେତନ ଶର୍ମାଙ୍କ ଚୟନ ସମିତି ଯୁବ ଖେଳାଳିଙ୍କୁ ମୌକାଦେଇପାରନ୍ତି। ଏହି ସିରିଜରେ ଦିନେସ କାର୍ତିକ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ମୌକା ଦିଆଯାଇପାରେ ଯେବେକି ସିନିୟର ଖେଳାଳି ଶିଖର ଧାୱନଙ୍କୁ ଅଧିନାୟକ କରାଯାଇପାରେ। ପୂର୍ଵ ବର୍ଷ ମଧ୍ୟ ଏପରି ହୋଇଥିଲା,ବିସିସିଆଇ ଦୁଇଟି ଟିମ ଅଲଗା ଅଲଗା କରିଥିଲା ଗୋଟେ ଟିମ ଶ୍ରୀଲଙ୍କା ସହ ସୀମିତ ଓଭର ସିରିଜ ଖେଳିବାକୁ ଯାଇଥିଲେ ଓ ଅନ୍ୟ ଏକ ଟେଷ୍ଟ ଟିମ ଇଂଲଣ୍ଡ ଗ୍ରସ୍ତ କରିଥିଲା।ଶ୍ରୀଲଙ୍କା ଗ୍ରସ୍ତରେ ଧାୱନଙ୍କୁ ଅଧିନାୟକ କରାଯାଇ ଥିଲା।
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏହି ଖେଳାଳି ମାନଙ୍କୁ ଆରାମ ଦିଆଯାଇପାରେ:
According to reports, VVS Laxman will be appointed as the head coach of India on their tour of Ireland for their two-match T20I series in the absence of Rahul Dravid .
Rahul Dravid will be looking after India’s preparation for their remaining fifth Test against England. pic.twitter.com/YL5bu8yw9v
— Sportskeeda (@Sportskeeda) May 18, 2022
ଅନୁଭବୀ ବିରାଟ କୋହଲି, ରୋହିତ ଶର୍ମା, କେ ଏଲ ରାହୁଲ, ଯଶପ୍ରୀତ ବୁମରା ଓ ୱିକେଟ କିପର ରିଷଭ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ସହ ସିରିଜରେ ଆରାମ ଦିଆଯାଇପାରେ। ଏହି ସବୁ ଖେଳାଳି ଇଂଲଣ୍ଡ ଗ୍ରସ୍ତରେ ଟେଷ୍ଟ ମ୍ୟାଚ ପାଇଁ ଯିବେ। ଘରୋଇ ଟି-୨୦ ସିରିଜରେ ଓପନର ଋତୁରାଜ ଗାୟକୱେଡ଼, ଇସାନ କିସନ, ପେସରଉମରାନ ମଲିକ,ଓ ଜିତେସ ଶର୍ମାଙ୍କୁ ମୌକା ଦିଆଯାଇପାରେ। ଉମରାନ ଓ ଜିତେସ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି।ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ୫ଟି ମ୍ୟାଚ ବିଶିଷ୍ଟ ଏହି ଘରୋଇ ଟି-୨୦ ସିରିଜ ଖେଳିବ ଯାହାର ଆରମ୍ଭ ୯ ଜୁନରୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।