କୁହାଯାଏ କି ମଣିଷର ପ୍ରତିଭା କେଉଁ ସୁବିଧା ଅଥବା ଅସୁବିଧା ଉପରେ ନିର୍ଭରଶୀଳ ନୁହଁ। ଯଦି ଜଣେ ମନୁଷ୍ୟ ଚାହେଁ ତାହେଲେ ଦୁନିଆର କେଉଁ ବି ଅସୁବିଧା ତାକୁ ନିଜ ପ୍ରତିଭା ଦେଖେଇବାରୁ ଅଟକାଇ ପାରିବ ନାହିଁ। ଏହି ଦିନ ମାନଙ୍କରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନୃତ୍ୟ କରୁଥିବା ଝିଅ ବାବଦରେ ଏହା ହିଁ କୁହାଯାଇପାରେ। ଏହି ଝିଅଟି ଫିଲ୍ମ ମଦର ଇଣ୍ଡିଆର ଗୀତ ” ଘୁଂଘଟ ନେହି ଖୋଲୁଙ୍ଗି ସେଇୟା ତରେ ଆଗେ” ଗୀତରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି।

ଟ୍ୱିଟର ହ୍ୟାଣ୍ଡେଲ ରାଗଗିରି ନିଜର ହ୍ୟାଣ୍ଡେଲରେ ଏହି ଝିଅର ଭିଡିଓ ପୋଷ୍ଟ କରିକି ତାର ପ୍ରଶଂସା କରୁ କରୁ ଲେଖିଛନ୍ତି କି ,” କୁହାଯାଏ ନର୍ତ୍ତକ ତଥା ନର୍ତ୍ତକୀ ମାନଙ୍କୁ ଉଡିବା ପାଇଁ କେଉଁ ପଙ୍ଖାର ଆବଶ୍ୟକତା ନାହିଁ। ଆପଣ ଏହି ଝିଅର ଡ୍ୟାନ୍ସ ଭିଡିଓ ଦେଖି ଏହା କଳ୍ପନା କରିପାରିବେ। ଗାଁ ର ଏହି ଝିଅର ଡ୍ୟାନ୍ସ ଭିଡିଓ ଦେଖି ଆପଣ ଏହି କଥା ଉପରେ ବିଶ୍ୱାସ କରିବେ କି ସେହି ଉପରୋକ୍ତ କଥାରେ କେତେ ପ୍ରତିଶତ ସତ୍ୟତା ଅଛି। ଐତିହାସିକ ଫିଲ୍ମ ମଦର ଇଣ୍ଡିଆର ଏହି ଅତ୍ୟନ୍ତ ସୁନ୍ଦର ଗୀତ ଉପରେ ଏହି ଝିଅର ଭିଡିଓ ଦେଖନ୍ତୁ।” ଏହାପରେ ସେ ଏହା ବି ଲେଖିଛନ୍ତି କି ଯଦି କାହାରିକୁ ଏହା ବାବଦରେ ଅଧିକ ଖବର ଅଛି ତାହେଲେ ନିଶ୍ଚୟ ଜଣାନ୍ତୁ।
कहते हैं Dancers don't need wings to fly, आप गांव की इस लड़की के डांस को देखकर मान जाएँगे कि इस बात में कितना सच है। ऐतिहासिक फ़िल्म #MotherIndia के लाजवाब गीत पर ये डांस देखिए।
इस वीडियो के बारे में ज़्यादा जानकारी है तो #Raaggiri को बताइए। @MadhuriDixit @dreamgirlhema pic.twitter.com/kM8crUwcKI— Raaggiri/ रागगीरी (@Raaggiri) February 8, 2021
ଏହି ଟ୍ୱିଟର କମେଣ୍ଟ ସେକ୍ସନରେ ଜଣେ ବ୍ୟକ୍ତି ଡ୍ୟାନ୍ସ କରୁ ଥିବା ଝିଅର ନାମ ପ୍ରିୟଦର୍ଶିନୀ ତ୍ୟାଗୀ ବୋଲି କହିଛି ଆଉ ଏହା ସହ ସେ ଏଇଆ ବି କହିଛି କି ସେହି ଝିଅ ଗୋଟେ ୟୁ ଟିୟୁବ ଚ୍ୟାନେଲ ଚଲାଏ। ଆପଣଙ୍କୁ କହିରଖୁଛୁ କି ଐତିହାସିକ ଫିଲ୍ମ ମଦର ଇଣ୍ଡିଆରେ ଏହି ସୁନ୍ଦର ଗୀତ ଘୁଂଘଟ ନେହି ଖୋଲୁଙ୍ଗି ସେଆଁ ତୋରେ ଆଗେ ରେ ଲତା ମଙ୍ଗେସ୍କାର ନିଜେ ନିଜର ଆବାଜ ଦେବାର ଜଣା ଯାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।