ଦୀର୍ଘ ଦିନ ପରେ ଆଜି ଆଇପିଏଲ ଅକ୍ସନ ସରିଛି। ଏଥିରେ ଦୁନିଆ ଅଧିକାଂଶ ଖେଳାଳି ଭାଗ ନେଇଥିଲେ। ଅଷ୍ଟ୍ରେଲିଆ,ଇଂଲଣ୍ଡ,ଭାରତ,ସାଉଥ ଆଫ୍ରିକା,ୱେଷ୍ଟ ଇଣ୍ଡିଜ ସମେତ ବାଙ୍ଗଲାଦେଶ ଖେଳାଳି ମଧ୍ୟ ଥିଲେ। ତେବେ ଦେଖନ୍ତୁ କେଉଁ ଖେଳାଳି କେତେ ଟଙ୍କାରେ ହେଲେ ବିକ୍ରି।

ଚେନ୍ନାଇ ସୁପର କିଙ୍ଗସ:
ମୋଇନ ଅଲ୍ଲୀ: ୭ କୋଟି
କୃଷ୍ଣପା ଗୌତମ: ୯.୨୫ କୋଟି
ଚେତେଶ୍ୱର ପୂଜାରା:୫୦ ଲକ୍ଷ

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର:
ଗ୍ଲେନ ମ୍ୟାକ୍ସୱେଲ: ୧୪.୨୫ କୋଟି
ରଜତ ପଟିଦାର:୨୦ ଲକ୍ଷ
ମହମ୍ମଦ ଅଝାରୁଦିନ: ୨୦ ଲକ୍ଷ
କାଇଲି ଯେମିଶନ: ୧୫ କୋଟି
ଡାନିଏଲ କ୍ରିଷ୍ଟିଆନ: ୪.୮୦ କୋଟି
ରାଜସ୍ତାନ ରୋୟଲସ:
ଶିବମ ଦୁବେ:୪.୪ କୋଟି
କ୍ରୀସ ମୋରିସ:୧୬.୨୫ କୋଟି
ମୁସ୍ତାଫିଜୁର ରେହମାନ:୧ କୋଟି
ଚେତନ ସକାରିଆ:୧.୨୦ କୋଟି
କେସି କରିଆପା: ୨୦ ଲକ୍ଷ
ଲିଆମ ଲିଭିଂଷ୍ଟୋନ:୭୫ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ:
ଆଡମ ମିଲଂ:୩.୨୦ କୋଟି
ନାଥାନ କୁଲଟରନାଇଲ:୫ କୋଟି
ପିୟୁସ ଚାଓଲା:୨.୪୦ କୋଟି
ଜେମ୍ସ ନିସାମ:୫୦ ଲକ୍ଷ
ଅର୍ଜୁନ ତେନ୍ଦୁଲକର:୨୦ ଲକ୍ଷ
ସନରାଇଜର୍ସ ହାଇଦ୍ରାବାଦ:
ଜଗଦୀଶ ସୂଚିତ:୩୦ ଲଲଷ
କେଦାର ଯାଧଵ:୨ କୋଟି
ମୁଯିବ ଉର ରେହମାନ:୧.୫ କୋଟି

ପଞ୍ଜାବ କିଙ୍ଗସ:
ଡାଭିଡ଼ ମଲାନ:୧.୫ କୋଟି
ଝାଏ ରିଚାର୍ଡସନ:୧୪ କୋଟି
ଶାହରୁଖ ଖାନ:୫.୨୫ କୋଟି
ରାଇଲି ମେରଡିଥ: ୮ କୋଟି
ମୋଯେସ ଅନରିକେଜ: ୪.୨୦ କୋଟି
ଫେବିଏନ ଆଲେନ: ୭୫ ଲକ୍ଷ

ଦିଲ୍ଲୀ କ୍ୟାପିଟାଲସ:
ଷ୍ଟିଭ ସ୍ମିଥ:୨.୨ କୋଟି
ଉମେଶ ୟାଦବ: ୧ କୋଟି
ଲୁକମାନ ମେରିବାଲା: ୨୦ ଲକ୍ଷ
ଟମ କରାନ: ୫.୨୫ କୋଟି
ସାମ ବିଲିଙ୍ଗସ: ୨କୋଟି
କୋଲକାତା ନାଇଟ ରାଇଡ଼ର୍ଶ:
ଶାକିବ ଅଲ ହାସନ:୩.୪୦ କୋଟି
ଶେଲ୍ଡନ ଜ୍ୟାକ୍ସନ: ୨୦ ଲକ୍ଷ
କରୁନ ନାୟର:୫୦ ଲକ୍ଷ
ହରଭଜନ ସିଂ: ୨ କୋଟି
ବେନ କଟିଂ:୭୫ ଲକ୍ଷ
ପବନ ନେଗି:୫୦ ଲକ୍ଷ

କିଣା ନ ଯାଇଥିବା ଖେଳାଳି:
ଯେସନ ରୟ, ଆଲେକ୍ସ ହେଲସ, ଏଭିନ ଲୁଇସ, ଆରୋନ ଫିଞ୍ଚ, ଶନ ମାର୍ସ, ଆଲେକ୍ସ କ୍ୟାରି, କୁସାଲ ପରେରା, ଇଶ ସୋଢି, ଆଦିଲ ରସିଦ, ଶେଲ୍ଡନ କଟ୍ରେଲ, କରଣ ବୀର ସିଂ,ସନ୍ଦୀପ ଲାମୀଚନେ, ମାର୍ଣ୍ଣସ ଲାବୁଶେନ, ମାର୍ଟିନ ଗୁପ୍ତିଲ, ଓଶେନ ଥୋମାସ, ବିଲି ଷ୍ଟାଂଲେକ,
ଠିସାରା ପରେରା, ମ୍ୟାଥିଉ ୱେଡ଼, ଶନ ଆବଟ, ୱେନ ପାର୍ନେଲ, ଇସୁରୁ ଉଡାନା, କ୍ରୀସ ଗ୍ରୀନ, କୋରି ଆଣ୍ଡରସନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।