ନମ୍ବର ୧୧ ରେ ଖେଳି ସର୍ବାଧିକ ଛକା ମାରିଥିବା ଟପ ୫ଜଣ ଭାରତୀୟ ଖେଳାଳି। ନମ୍ବର ୧ ଅଛନ୍ତି ବିସ୍ଫୋରକ ବ୍ୟାଟ୍ସମାନ।

ନମ୍ବର ୧୧ ଏକ ଏପରି ବ୍ୟାଟିଂ ସ୍ଥାନ ଯେଉଁଠାରେ ବ୍ୟାଟିଂ କରିବାକୁ ବେସି ଅବସର ନଥାଏ। ସାଧାରଣତଃ ଯେଉଁ ବି ବ୍ୟାଟ୍ସମ୍ୟାନ ନମ୍ବର ୧୧ରେ ବ୍ୟାଟିଂ କରିବା ପାଇଁ ଆସେ ସେ ବ୍ୟାଟିଂ ପାଇଁ ଅଧିକ ସୁଯୋଗ ପାଇ ନଥାଏ। ଲିମିଟେଡ଼ ଓଭର କ୍ରିକେଟରେ ସାଧାରଣତଃ ନମ୍ବର ୧୧ରେ ଅନେକ ଧମାକାଦାର ଇନିଂଗ୍ସ ଦେଖିବାକୁ ମିଳି ଥାଏ। ଆଜି ଏହି ଲେଖାରେ ଆମେ ଆପଣଙ୍କ ପାଖରେ ଭାରତ ପାଇଁ ଏମିତି ହିଁ କିଛି ବ୍ୟାଟ୍ସମ୍ୟାନ ମାନଙ୍କର ନାମ ତଥା ତାଙ୍କ ବାବଦରେ କହିବାକୁ ଯାଉଛୁ ଯିଏ କି ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସି ସବୁଠୁ ଅଧିକ ଛକା ମାରି ସାରିଛନ୍ତି।

Google

୫: ଭେଙ୍କଟେସ ପ୍ରସାଦ: ଭେଙ୍କଟେସ ପ୍ରସାଦ ନିଜର ସ୍ୱିଙ୍ଗ ବୋଲିଂ ପାଇଁ ଲୋକପ୍ରିୟ ଅଟନ୍ତି ମାତ୍ର ସେ ବ୍ୟାଟିଂରେ କିଛି ବି କମାଲ କରି ନାହାନ୍ତି। ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ତିନୋଟି ଛକା ହିଁ ମାରିଛନ୍ତି। ସେ ୧୯୯୬ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରିବାକୁ ଆସି ୧୯ ରନର ପାରିରେ ୨ଟି ଆକର୍ଷଣୀୟ ଛକା ମାରିଥିଲେ।

୪: ଆଶିଷ ନେହରା: ଆଶିଷ ନେହରା ଭାରତର କିଛି ସବୁଠୁ ସଫଳ ଲିମିଟେଡ଼ ଓଭର ବୋଲର ମାନଙ୍କ ଭିତରୁ ଜଣେ ଅଟନ୍ତି। ମାତ୍ର ଏହି ସୁଚିରେ ସେ ଚତୁର୍ଥ ନମ୍ବରରେ ଅଛନ୍ତି କାରଣ ସେ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସି ମାତ୍ର ୪ଟି ଛକା ଲଗେଇଛନ୍ତି।

Google

୩:ଉମେଶ ୟାଦବ:ଉମେଶ ୟାଦବ ଭାରତର କିଛି ସବୁଠୁ ଦ୍ରୁତ ବୋଲର ମାନଙ୍କ ଭିତରୁ ଜଣେ ଅଟନ୍ତି ଆଉ ତାଙ୍କର ଲଗାତାର ପ୍ରଦର୍ଶନ ତଥା ଗତି ବହୁତ ଦିଗଗଜ ବୋଲର ମାନଙ୍କୁ ପସନ୍ଦ ଆସିଥିଲା। ଏହା ଭିତରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ଗ୍ଲେନ ମଗ୍ରଥ ବି ଅଛନ୍ତି। ତାଙ୍କ ପାଖରେ ଗୋଟେ ମଜବୁତ ଶରୀର ଅଛି ଆଉ ସେ ହିଟିଂ ମାନସିକତା ନେଇ ସର୍ବଦା ବୋଲି କରିବାକୁ ଆସନ୍ତି। ସେ ଏହି ସୁଚିରେ ନମ୍ବର ୩ରେ ଅଛନ୍ତି କାରଣ ସେ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସି ପୁରା ୫ଟି ଛକା ଲଗେଇଛନ୍ତି।

Google

୨:ଜାହିର ଖାନ: ଜାହିର ଖାନ କପିଳ ଦେବଙ୍କ ପରେ ଭାରତର ଦ୍ୱିତୀୟ ସବୁଠୁ ସଫଳ ବୋଲର ଅଛନ୍ତି। ସେ ନିଜର ସଠିକ ୟର୍କର ତଥା ଦୁଇ ଆଡକୁ ସ୍ୱିଙ୍ଗ କରେଇବା କ୍ଷମତା ପାଇଁ ବହୁତ ଲୋକପ୍ରିୟ ଥିଲେ। ଭାରତର ୨୦୧୧ ବିଶ୍ୱ କପ ଜିତିବାର ସେ ମୁଖ୍ୟ ଭୂମିକା ଅର୍ଜନ କରିଥିଲେ ଆଉ ସେ ଜଣେ ଧୂଆଁଧାର ତଳ କ୍ରମର ବ୍ୟାଟ୍ସମ୍ୟାନ ଭାବେ ନମ୍ବର ୧୧ରେ ବ୍ୟାଟିଂ କରି ୫ଟି ଛକା ଲଗେଇଛନ୍ତି।

୧: ମହମ୍ମଦ ଶାମି: ମହମ୍ମଦ ଶାମି ଭାରତର ବର୍ତ୍ତମାନ ର ସବୁଠୁ ବଡ଼ ପେସର ମାନଙ୍କ ଭିତରୁ ଜଣେ ଅଟନ୍ତି ଆଉ ସେ ଆଜି ଯାଏ ବହୁତ ସାରା ବ୍ୟାଟ୍ସମ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ସେ ନମ୍ବର ୧୧ରେ ବ୍ୟାଟିଙ୍ଗ କରିବାକୁ ଆସି ୧୧ଟି ଛକା ଲଗେଇଛନ୍ତି ଯାହା କି ନିଜ ଭିତରେ ଏକ ବହୁତ ବଡ଼ ଅନୁଭବ ଅଟେ। ସେ ଆଜି ବି ଭାରତ ପାଇଁ ତିନୋଟି ଫର୍ମାଟ ଖେଳିବାର ନଜର ଆସୁଛନ୍ତି ତ ଏହି ଅଙ୍କ ଆହୁରି ଆଗକୁ ବଢ଼ିବାର ନଜର ଆସିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *