ସୋନୁ ସୁଦଙ୍କ ଭାଣିଜୀ ନୟାରାଙ୍କୁ ଦେଖି ଆପଣଙ୍କୁ ମଧ୍ୟ ହୋଇଯିବ ପ୍ରେମ! ଦେଖନ୍ତୁ ଭାଇରଲ ଭିଡିଓ।

ଦିନ ହେଉ ବା ରାତି ସୋନୁ ସୁଦ ସର୍ଵଦା ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ଅନେକ ଲୋକଙ୍କୁ ସୋନୁ ସୁଦ ସାହାଯ୍ୟ କରିଛନ୍ତି। ଲକଡାଉନରେ ଲୋକଙ୍କ ଭଗବାନଙ୍କ ଦୂତ ହୋଇ ସାହାଯ୍ୟ କରିଥିବା ସୋନୁ ସୁଦଙ୍କର ଏକ ସୁନ୍ଦର ଛୋଟ ଭାଣିଜୀ ଅଛି। ଯାହା ସାଙ୍ଗରେ ସମୟ ଅତିବାହିତ କରିବା ସୋନୁଙ୍କୁ ବହୁତ ପସନ୍ଦ। ସୋନୁ ସୁଦ ପୂର୍ବ ବର୍ଷ ଭାଣିଜୀ ନାୟରାର ଏକ ଭିଡ଼ିଓ ସେୟାର କରିଥିଲେ ଯାହାକି ବହୁତ ଭାଇରାଲ ହୋଇଛି ବୋଲି ଜଣା ଯାଇଛି। ଏବେ ପୁଣି ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି।

Google
ସୋନୁ ସୁଦ ସେୟାର କରିଥିଲେ ନାୟରାଙ୍କ କମେଡି ଭିଡ଼ିଓ:

ଭିଡ଼ିଓ ଦେଖିବା ପରେ ଯେପରି ଲୋକ ସୋନୁ ସୁଦଙ୍କ ଫ୍ୟାନ୍ସ ସେହିପରି ନାୟରାଙ୍କର ମଧ୍ୟ ଫ୍ୟାନ ହେଇଯାଉଛନ୍ତି ଓ ତାଙ୍କର ବହୁତ ପ୍ରଶଂସା କରିବାର ନଜର ଆସୁଛନ୍ତି। ନାୟରା ଏହି ଭିଡ଼ିଓରେ ବହୁତ ସୁନ୍ଦର ଭାବରେ ନିଜ ମାମୁ ସୋନୁ ସୁଦଙ୍କୁ ନିଜ ମା ବା ସୋନୁଙ୍କ ଭଉଣୀଙ୍କ ଅଭିଯୋଗ କରୁଛନ୍ତି। ସେ କହୁଛନ୍ତି ମମି ସବୁ ଲିମକା ପି ଦେଉଛି ଓ ଚିକେନ୍ ମଧ୍ୟ ଖାଇଦେଉଛି। ସୋନୁ ଏହି ଭିଡ଼ିଓକୁ ସେୟାର କରି ହସ ମଜାକ ଭରା କ୍ୟାପ୍ସନ ଦେଇଛନ୍ତି। ସୋନୁ କ୍ୟାପ୍ସନରେ ଲେଖିଛନ୍ତି,”ମୋ ଭାଣିଜୀ ନାୟରାଙ୍କୁ ଅସୁବିଧା କି ମା ତାର ସବୁ ଲିମକା ପିଇଦେଉଛି ଓ ତା ପ୍ଲେଟରୁ ଚିକେନ୍ ଖାଇଦେଉଛି। ସବୁ ଲୋକ ଛୋଟବେଳେ ଏହି ଅନୁଭବ କରିଥିବ ନିଶ୍ଚୟ”।

ନାୟରା କଲେ ସୋନୁ ମାମୁଁଙ୍କୁ ଅଭିଯୋଗ:

ସୋନୁ ସୁଦଙ୍କ ପ୍ରସଂସକ ନାୟରାଙ୍କ ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି ଓ ବହୁତ ଭଲ ପାଇବା ଦେଉଛନ୍ତି। ଭିଡ଼ିଓରେ ନାୟରା କହୁଛି,”ଯେବେ ମୁଁ ସୋଫାରେ ବସିଥିଲି ମମି ସବୁ ଲିମକା ପିଇଦେଲା ଓ ମତେ ଜମାବି ପିଇବାକୁ ଦେଲାନି।ଯେବେ ମୁଁ ଚିକେନ୍ ଖାଇଥାଏ ମମି କହିଥାଏ ଗୋଟେ ଖଣ୍ଡ ଦେଇଦେ ତାଙ୍କ ଚିକେନ୍। ଶେଷ ହୋଇଗଲା ପରେ ମୋ ଚିକେନ୍ ଖାଇଯାଇଥାନ୍ତି। ଦାଦା ଯେବେ କେକ୍ସ ନେଇକି ଆସିଥାନ୍ତି ମୋ କେକ୍ସ ମଧ୍ୟ ଖାଇଦେଇଥାଏ”।

 

View this post on Instagram

 

A post shared by Sonu Sood (@sonu_sood)

ଏଡ଼ ନଜର ଆସୁଛନ୍ତି ସୋନୁ ସୁଦଙ୍କ ଭଣଜା ଓ ଭାଣିଜି:

କହିରଖିବୁ ନାୟରାଙ୍କର ଏକ ଭାଇ ଅଛି ବା ସୋନୁଙ୍କର ଏକ ଭଣଜା ଅଛି। ଅଳ୍ପଦିନ ତଳେ ଏକ ଏଡ଼ ମଧ୍ୟ କାଷ୍ଟ କରାଯାଇଥିଲା। ସେଠାରେ ମଧ୍ୟ ଦୁହିଁଙ୍କ ସୁନ୍ଦରତା ଦେଖିବାକୁ ମିଳିଥିଲା। ସୋନୁ ସୁଦଙ୍କ ଭଉଣୀ ମାଲବିକା ସଚର ମଧ୍ୟ ସର୍ଵଦା ନାୟରାଙ୍କ ଭିଡ଼ିଓ ପୋଷ୍ଟ କରିଥାନ୍ତି। ଫ୍ୟାନ୍ସଙ୍କୁ ନାୟରାଙ୍କ ସବୁ ଭିଡ଼ିଓ ବହୁତ ପସନ୍ଦ ଆସିଥାଏ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *