ଭିଏତନାମର ଜଣେ ଡେଲିଭରି ବୟ ନିଜର ସାହାସିକତାର ପ୍ରମାଣ ଦେଇ ୨ ବର୍ଷର ଛୁଆକୁ ବଞ୍ଚାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହା ପରଠୁ ଡେଲିଭରି ବୟକୁ ସୁପରହିରୋ ବୋଲି ମାନାଯାଉଛି। ଏହି ଭିଡିଓରେ ପାଖାପାଖି ଗୋଟିଏ ଶିଶୁ ୧୨ ମହଲାରୁ ଗଳି ପଡୁଛି ,ହେଲେ ସେ ଖସିବା ପୂର୍ବରୁ ଡେଲିଭରି ବୟ ତାକୁ କ୍ୟାଚ ଧରି ବଞ୍ଚାଇଦେଇଛି।

ଡେଲିଭରି ବୟ ଏକ ପ୍ୟାକେଜ ନେଇକି ଆସିଥିଲା ,ସେ ହଠାତ ଦେଖିଲା ଏବଂ ଶୁଣିଲା ଯେ ଜଣେ ମହିଳା ଚିଲାଉଛନ୍ତି ତାହା ପରେ ଡେଲିଭରି ବୟ ବୁଦ୍ଧିମାନର କାମ କରି ବିଲ୍ଡିଂଗ ତଳକୁ ଆସିଗଲା ତାହା ପରେ ଜେନେରେଟର ସେଡ଼ରେ ଉପରକୁ ଛଢ଼ିଲା। ଛୁଆ ଗଳିବା ସମୟରେ ସେ ତାକୁ ଧରି ପକାଇଲା ଏବଂ ତାର ଜୀବନ ବଂଚିଗଲା। ଏହି ଭିଡିଓ ସିସିଟିଭିରେ ରେକର୍ଡ କରାଯାଇଥିଲା।
ସ୍ଥାନୀୟ ଲୋକ କହିଲେ ଡେଲିଭରି ବୟ ନଧରିଥିଲେ ଶିଶୁ ଟିର ମୃତ୍ୟୁ ନିଶ୍ଚିତ ଥିଲା। କିଛି ଆହତ ଛୁଆଟି ହେଇଛି। ତାହାର ହାତ ଗୋଡ଼ର ହାଡ଼ ଭାଙ୍ଗି ଯାଇଛି। ୧୬୪ ଫୁଟରୁ ବଞ୍ଚାଇଥିବା ଯୋଗୁଁ ଡେଲିଭରି ବୟ ବହୁତ ଖୁସି ଅଛି।
?¡HEROICA ATRAPADA!?
Un repartidor le salvó la vida a una niña de 3 años que cayó del piso 12 de un edificio en Vietnam.
La nena sufrió fracturas en la pierna y en los brazos, pero está viva gracias a la heroica acción de Nguyen Ngoc Manh❤️, quien sufrió un esguince.#VIRAL pic.twitter.com/eI03quT0IM
— Unicanal (@Unicanal) March 1, 2021
ସ୍ଥାନୀୟ ଖବର କାଗଜରେ ପ୍ରଶଂସାର ଶୁଅ ଛୁଟୁଛି। ସୋସିଆଲ ମିଡିଆରେ ଏହି ପ୍ରୟାସକୁ ବହୁତ ପ୍ରଶଂସା ମିଳୁଛି। ଲୋକମାନେ ସୁପର ହିରୋ, ଭଗଵାନଙ୍କ ଦୂତ କହୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।