କେମିତି ଚାଲିଥିଲା ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି ବ୍ୟବସାୟ! କେସରେ ପୁଣି ଗିରଫ ହେଲେ ୧୧ ଜଣ, ଚାଞ୍ଚଲ୍ୟ ସୃଷ୍ଟି, ଦେଖନ୍ତୁ ଭିଡିଓ

ଆପଣ ନିଶ୍ଚୟ ଜାଣିଥିବେ ଏବେ ବଲିଉଡ଼ ଅଭିନେତ୍ରୀ ତଥା ବିଜନେସ ମ୍ୟାନ ରାଜକୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମାମଲାର ଆରମ୍ଭ ୨୦୧୧ରେ ହୋଇଥିଲା ସେବେଠୁ ଏହାର ମାମଲା ଚାଲିଥିଲା ଏବେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଏବେ ପୋଲିସ ଗିରଫ କରିଛି। କେବଳ ସେ ନୁହେଁ ତାଙ୍କ ସହ ଆଉ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି। ଏବେ କୋର୍ଟ ତାଙ୍କୁ ପୋଲିସ ରିମାଣ୍ଡରେ ଦେଇଛି ଓ ସେ ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ।

Google

ରାଜ କୁନ୍ଦ୍ରାଙ୍କ ସହ ଆଉ ୧୧ ହେଲେ ଗିରଫ: ଆପଣଙ୍କୁ କହିରଖିବୁ ରାଜକୁନ୍ଦ୍ରାଙ୍କ ସହ ଏହି କେସରେ ମହମ୍ମଦ ସୈଫୀ , ବନ୍ଦନା ତିୱାରୀ , ଉମେଶ କାମତ , ଦିପାଙ୍କର ଖାସନବିସ , ମୋନୁ ଯୋଶୀ,ତନବୀର ହାଶମୀ , ରାଜକୁନ୍ଦ୍ରା ଓ ରାୟନ ଜନ ଥୋରେପି, ୟାସମିନ ଖାନ , ପ୍ରତିଭା ନଳାୱଡେ , ଭାନୁ ସୂର୍ଯ୍ୟମ ଠାକୁର , ମଧ୍ୟ ଗିରଫ ହୋଇଛନ୍ତି।

କହିରଖିବୁ କୌଣସି ପ୍ରକାର ପୋଲିସ ଜାଣିବାକୁ ପାଇଲା କି ୪ଫେବୃଆରୀ ଦିନ ରୋୱା ଖାନ ଓ ତାଙ୍କର ସ୍ୱାମୀ ଶାନ ବାନାର୍ଜ ମଧରେ ଏକ ଘରେ ଅଶ୍ଲୀଳ ଫିଲ୍ମ ତିଆରି କରୁଛନ୍ତି। ଘଟଣା ଚାଲୁଥିବା ସମୟରେ ପୋଲିସ ରେଡ କରିଥିଲା ଓ ସେହି ସ୍ଥାନରୁ ୫ ଜଣଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ପରେ ଆଉ ୬ ଜଣ ଏହି କେସରେ ଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ଗହନା ବଶିଷ୍ଟଙ୍କୁ ଜେରା କରିବା ପରେ ଉମେଶ କାମତାଙ୍କ ନାମ ସାମ୍ନାକୁ ଆସିଲା ଓ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ପୋଲିସ ତଦନ୍ତରୁ ଜଣାପଡିଲାକି ଦୀପାଙ୍କର ଖାସାବିସ ନାମକ ଜଣେ ବ୍ୟକ୍ତି ଯିଏକି ଅନେକ ଅଶ୍ଲୀଳ ଫିଲ୍ମ ଏକ ୱେବସାଇଟରେ ପୋଷ୍ଟ କରୁଥିଲେ।

ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଉମେଶ କାମତ କହିଛନ୍ତି ପ୍ରଦୀପ ବକ୍ସି ନାମକ ବ୍ୟକ୍ତିଙ୍କ ସହିତ ରାଜକୁନ୍ଦ୍ରାଙ୍କର ଭଲ ସଂପର୍କ ଥିଲା। ରାଜ ତାଙ୍କ ସହଯୋଗ କ୍ରମେ ହଟସୁଟ ନାମକ ଏକ ଆପ ତିଆରି କରିଥିଲେ। ରାଜ ଅନେକ ଆଇଟ ଏକ୍ସପଟଙ୍କ ମାଧ୍ୟମରେ ଏହି ଆପର ପରିଚାଳନା କରନ୍ତି ଵୋଲି ଜଣାପଡିଛି। ରାଜାଙ୍କ କମ୍ପାନୀ ଆଭେଲାଞ୍ଚେ ଟେକ୍ନୋଲୋଜି ରାଜଙ୍କ ହଟସୁଟ ଆପକୁ ପ୍ରୋଟେଟ କରୁଥିଲା। ଜୁଲାଇ ୨୦୧୯ରେ ହଟସୁଟ ଆପ ଆରମ୍ଭ ହୋଇଥିଲା। ଏହା ପରେ ଏହାକୁ ରାଜ କୁନ୍ଦ୍ରାଙ୍କ କମ୍ପାନୀ ଆରମସ ପ୍ରାଇମ ମିଡିଆ କେରିମ ପିଭିଟି ଲିମିଟେଡ଼ କୁ ୨୫ ହଜାର ଡ଼ଲାରରେ ବିକ୍ରିକରାଯାଇଥିଲା। ଏବେ ପୋଲିସ ଏହି ମାମଲାର ଅଧିକ ତଦନ୍ତ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *