ଏହି ବୋଲର ଏମିତି ବଲ ପକାଉଛନ୍ତି ଯେ ଲୋକଙ୍କୁ ନିଜ ଆଖି ଉପରେ ଭରସା ହେଉନି। ଦେଖନ୍ତୁ ଭାଇରଲ ଭିଡିଓ।

ଏବେ ଆବୁଧାବି ଟି୧୦ ଲିଗ ଖେଳା ଚାଲୁଉଛି। ଏହି ଟୁର୍ଣ୍ଣାମେଣ୍ଟରୁ ଗୋଟେ ପରେ ଗୋଟେ ମନଛୁଆଁ ଭିଡିଓ ସାମ୍ନାକୁ ଆସୁଛି। ଆବୁଧାବି ଦଳର ଖେଲାଳିଙ୍କର ଟି-ସର୍ଟ ବା ଜର୍ସି ଅଧା ପିନ୍ଧିକି ଚୌକା ରୋକିବା ପାଇଁ ଦୌଡୁଥିବା ଭିଡିଓ ଭାଇରାଲ ହୋଇଥିଲା। ସେଠାରେ ଏବେ ଶ୍ରୀଲଙ୍କାର ଏକ ବୋଲରଙ୍କର ବିଚିତ୍ର ଆକ୍ସନ ଲୋକଙ୍କର ନଜରର କେନ୍ଦ୍ର ବିନ୍ଦୁ ପାଲଟିଛି। ସେହି ବୋଲରଙ୍କର ନାମ କେବିନ କୋଥିଗୋଡା ଯିଏକି ଏକ ଦକ୍ଷିଣ ହାତ ସ୍ପିନର ଅଟନ୍ତି। କିନ୍ତୁ ତାଙ୍କର ବୋଲିଙ୍ଗ ଆକ୍ସନ କେବଳ ବ୍ୟାଟ୍ସମ୍ୟାନଙ୍କୁ ନୁହେଁ ସୋସିଆଲ ମିଡିଆରେ ସବୁ ଲୋକଙ୍କୁ ଚକିତ କରିଦେଇଛି ବୋଲି ଜଣା ଯାଇଛି।

ଏହି ଭିଡିଓଟିକୁ ଟ୍ୱିଟର ଇଉଜର ପଲ ରାଡ଼ଲି୨ ଫେବୃଆରୀରେ ସେୟାର କରିବାର ନଜର ଆସିଥିଲେ। ଯାହାକୁ ଖବର ଲେଖାଯିବ ପୂର୍ବରୁ ୫ଲକ୍ଷରୁ ବେସି ଥର ଦେଖା ସରିଲାଣି। ଜଣେଇଦଉଛୁ କେବିନ ‘ମରାଠା ଅରେବିଏନ୍ସ’ ତରଫରୁ ଖେଳିବାର ନଜର ଆସିଛନ୍ତି। ୨ ଫେବୃଆରୀ ଦିନ ସେ କଳଙ୍ଗଦର୍ସ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚରେ କେବଳ ଗୋଟେ ଓଭର ହିଁ ପକାଇ ପାରିଥିଲେ। ଯେଉଁଥିରେ ସେ ୫ରନ ଦେଇଥିଲେ ବୋଲି ଜଣା ଯାଇଛି। ମାତ୍ର ଏତିକି ନୁହେଁ, ସେହି ବୋଲରଙ୍କ ଏହି ନିଆରା ବୋଲିଙ୍ଗ ଆକ୍ସନ ପାଇଁ ଟି-୧୦ର ଏହି ମ୍ୟାଚରେ ସେ ବୋଲିଙ୍ଗ ବେଳେ ବଲ ପକାଇବା ପରେ ୨ଥର ପଡି ବି ଯାଇଛନ୍ତି ବୋଲି ଜଣା ଯାଇଛି।

ସତରେ,ତାଙ୍କର ଆକ୍ସନ ଦେଖି ଇଂଲଣ୍ଡର ଟମ ବାଂଟମଙ୍କୁ ନିଜ ଆଖି ଉପରେ ଭରସା ହିଁ ହେଲାନି।

ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ମଜାଳିଆ କ୍ୟାପ୍ସନ ସହ ସେୟାର ହେଉଛି ବୋଲି ଦେଖା ଯାଇଛି। ଜଣେଇବାକୁ ଚାହିଁବୁ, ଅବୁଧାବି ଏବଂ ନର୍ଦନ ୱାରିୟର୍ସ ଦଳ ଭିତରେ ମ୍ୟାଚ ଚାଲିଥିବା ସମୟରେ ପଡ଼ିଆରେ ଉପସ୍ଥିତ ଅବୁଧାବି ଦଳର କେଳାଳି ରୋହନ ମୁସ୍ଥଫ ଟି-ସର୍ଟ ଚେଞ୍ଜ କରୁଥିଲେ। ଏହି ସମୟରେ ଯେବେ ବଲଟି ତାଙ୍କ ପାଖକୁ ଆସିଲା ସେ ଅଧା ଟି-ସାର୍ଟ ପିନ୍ଧି ବଲଟିକୁ ଅଟକାଇବାକୁ ଦୌଡ଼ିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *