ଯୁବରାଜଙ୍କର ବାହୁବଳୀ ଅବତାର, ଭାଇରାଲ ହେଲା ଭିଡିଓ। ଦେଖନ୍ତୁ ଭିଡିଓ।

ରୋଡ଼ ସେଫ୍ଟି ୱାର୍ଲଡ଼ ସିରିଜରେ ଶ୍ରୀଲଙ୍କା ଲିଜେଣ୍ଡସଙ୍କୁ ହରେଇ ଇଣ୍ଡିଆ ଲିଜେଣ୍ଡସ ପୁଣି ଥରେ ସିରିଜ ଟ୍ରଫି ଉପରେ କବ୍ଜା କଲେ। ଏହି ମ୍ୟାଚରେ ଯୁବରାଜ ସିଂ ଙ୍କର ବ୍ୟାଟ ପୁଣି ଚାଲିଲା ଆଉ ସେ ପ୍ରାୟ ୬୦ରନର ମ୍ୟାଚ ୱିନିଙ୍ଗ ପାରି ଖେଳିଲେ। ଏହି ବିସ୍ଫୋଟକ ଇନିଂଗ୍ସ ପାଇଁ ସେ ବହୁତ ଚର୍ଚାରେ ଅଛନ୍ତି।

Google

ଇଣ୍ଡିଆ ଲିଜେଣ୍ଡସଙ୍କୁ ରୋଡ଼ ସେଫ୍ଟି ୱାର୍ଲଡ଼ ସିରିଜର ଟ୍ରଫି ଜିତିବାରେ ଅନ୍ୟତ୍ତମ ଭୂମିକା ନିଭେଇ ସାରିବା ପରେ ପୂର୍ବ ଭାରତୀୟ ଅଲ ରାଉଣ୍ଡର ଯୁବରାଜ ସିଂ ନିଜର ଇଂସ୍ତାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କଲେ ଯେଉଁଥିରେ କି ସେ ନିଜ ଗୋଡ଼ରେ ଏକ ସଫ୍ଟ ପ୍ଲାସ୍ଟର ଲଗେଇ ଡ୍ୟାନ୍ସ କରୁଥିବାର ନଜର ଆସିଲେ।

 

ଜିତିବା ପରେ ଲିଜେଣ୍ଡସଙ୍କର ଟିମ ମେ ଫେୟାର ହୋଟେଲ ଏଣ୍ଡ ରିଜର୍ଭ ପହଁଚିଲେ ଯେଉଁଠାରେ କି ମେ ଫେୟାରର ଓନର ଯୁବରାଜଙ୍କୁ ଗାର୍ଡ ଅଫ ହନର ଦେଲେ। ଏହି ଭିଡିଓ ରେ ଯୁବରାଜ ଡ୍ୟାନ୍ସ କରୁଥିବାର ନଜର ଆସିଲେ। ଭିଡିଓ ର ବ୍ୟାକଗ୍ରାଉଣ୍ଡରେ ବାହୁବଳୀ ମୁଭିର ଗୀତ ବାଜିଛି ଆଉ ଯୁବରାଜ ଏଥିରେ ଥରୁଥିବାର ଦେଖାଗଲେ।

Google

ଯୁବରାଜ କ୍ୟାପ୍ସନ ସହ ଲେଖିଲେ, ” ବ୍ରୋକେନ୍ ବାହୁବଳୀ।”

ଫାଇନାଲ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି ଚାରି ୱିକେଟରେ ୧୮୧ ରନ କରିଥିଲେ। ଏହି ସ୍କୋର ବନେଇବା ପରେ ଶ୍ରୀଲଙ୍କା ଲିଜେଣ୍ଡସ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେଇଥିଲେ। ଏହା ପରେ ଶ୍ରୀଲଙ୍କା ଲିଜେଣ୍ଡସ ବ୍ୟାଟିଂ କରିବାକୁ ଆସିଲେ ଆଉ ତାଙ୍କ ବ୍ୟାଟିଂ କୁ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନରେ ହିଁ ଅଟକାଇ ଦେଲେ। ଏଥିରେ ତାଙ୍କର ୭ଟି ୱିକେଟ ଯାଇଥିଲା। ଯୁବରାଜ ୪୧ ବଲରେ ୬୦ ରନର ମୁଖ୍ୟ ଇନିଂଗ୍ସ ଖେଳିଥିଲେ। ଯୁବରାଜ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ଛକା ଲଗେଇଛନ୍ତି। ସେ ୭ଟି ମ୍ୟାଚରେ ପ୍ରାୟ ୧୭ଟି ଛକା ମାରି ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ଲିଷ୍ଟରେ ଏକ ନମ୍ବରରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *