ଭାଇରାଲ ଭିଡିଓ:- କୁକୁଡ଼ା ଆଉ କୁକୁର ଦୁହିଁଙ୍କ ଭିତରେ ଝ-ଗ-ଡା ହେଇଗଲା। ଦେଖନ୍ତୁ ଶେଷରେ କାହାର ବିଜୟ ହେଲା।

ସୋସିଆଲ ମିଡିଆରେ ପଶୁ ମାନଙ୍କର ଅଜୀବ ଅଜୀବ ଭିଡିଓ ସର୍ବଦା ଭାଇରାଲ ହେଉ ଥିବାର ଦେଖାଯାଇଥାଏ। କେଉଁ ଭିଡିଓରେ କେଉଁ ପଶୁ ନିଜର ଅସ୍ୱାଭାବିକ କାରିନାମା କରୁ ଥିବାର ଦେଖା ଯାଇ ଥାଏ ଆଉ କେଉଁ ଭିଡିଓ ରେ ପଶୁ ନିଜର ଆଗରେ ଥିବା ଲୋକର ଅବସ୍ଥା ଖରାପ କରିବାରେ ଲାଗି ଥାଏ। ଏମିତି ହି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଠାରେ କି ଗୋଟେ କୁକୁର ଆଉ ଗୋଟେ କୁକୁଡ଼ା ଭିତରେ ଲଢେଇ ହେବାରେ ଦେଖା ଯାଉଛି। ଆପଣ ଏବେ ଭାବିବେ କି ଏହି ଲଢେଇରେ ଏତେ ଖାସ କଥା କଣ ଅଛି। ପଶୁ ମାନଙ୍କ ଭିତରେ ଲଢେଇ ହେବା ତ ସାଧାରଣ କଥା। ସର୍ବଦା ପଶୁ ମାନଙ୍କ ଭିତରେ ଲଢେଇ ହେଉ ଥାଏ ଆଉ ଯିଏ ବି ମଜବୁତ ଥାଏ ସେ ଜଣେ ଦୁର୍ବଳ ପଶୁକୁ ହରେଇବାରେ ସକ୍ଷମ ହେଇ ଯାଇ ଥାଏ। ଏମିତିରେ ଆପଣ ନିଶ୍ଚିନ୍ତ ହେଇ ଯାଇ ଥିବେ କି କୁକୁର ଆଉ କୁକୁଡ଼ା ଭିତରେ କୁକୁର ହି ଜିତିବ। ମାତ୍ର ଏହି ଭିଡିଓରେ ଏପରି ହେଇ ହିଁ ନାହିଁ। ଏହି ଭିଡିଓରେ କୁକୁଡ଼ା ନା କେବଳ ଜିତୁଛି ମାତ୍ର ସେ କୁକୁରକୁ ମାରିକି ଭଗେଇ ଦେଉଛି।

Google

ଏହି ଭିଡିଓକୁ ଟ୍ୱିଟରରେ ୨୦୦୯ ବେଚର ଛତିଶଗଡ଼ କେଡରର ଆଇଏଏସ ଅବନିଷ ଚରଣ ସେୟାର କରିଛନ୍ତି। ସେ ନିଜର ଟ୍ୱିଟର ହ୍ୟାଣ୍ଡେଲ ରେ ସେୟାର କରିକି ଲେଖିଛନ୍ତି ,” ଯଦି ଆପଣ ନିଜ ସହ ଆତ୍ମବିଶ୍ୱାସ ରଖୁଛନ୍ତି ତ ଗେମ ଆପଣଙ୍କ ଆଡକୁ କେତେବେଳେ ବି ପଲଟି ଯାଇପାରେ।”

ପ୍ରକୃତରେ ଏହି ଭିଡିଓରେ ଜଣେ କୁକୁର ଆଉ କୁକୁଡ଼ା ନିଜ ନିଜ ସହ ଏପ୍ରକାର ଲଢେଇ କରୁଥାନ୍ତି କି ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ। ଏଥିରେ କୁକୁର ଏମିତି ଭାବେ କୁକୁଡ଼ା ଉପରେ ଭାରି ପଡୁଥାଏ କି ଲାଗୁଥାଏ କି କୁକୁର କୁକୁଡ଼ା କୁ ମାରିଦେଵ। ଏମିତି କି କୁକୁର କୁକୁଡାର ମୁଣ୍ଡ ନିଜ ମୁହଁ ଭିତରକୁ ନେଇ ଯାଇ ପାରୁଥାଏ ମାତ୍ର କୁକୁଡ଼ା ଶେଷ ଯାଏ ହାର ମାନି ନଥାଏ ଆଉ କୁକୁରକୁ ମାରିକି ଭଗେଇ ଦେଇଥାଏ।

ଏହି ଭିଡିଓକୁ ଲୋକ ବହୁତ ଜଲଦି ଲାଇକ କରୁଛନ୍ତି। ଜଣେ ୟୁଜରଙ୍କର କହିବା କଥା କି ଧୈର୍ଯ୍ୟ ରଖି ଆଗକୁ ବଢ଼ିବାରେ ଦରକାର ଆଉ ବହୁତ ଲୋକ ଏହାକୁ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ଏକ ଉଦାହରଣ ଭାବୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *