ସୋସିଆଲ ମିଡିଆରେ ପଶୁ ମାନଙ୍କ ଉପରେ ସର୍ବଦା ଆଶ୍ଚର୍ଯ୍ୟ କରିବା ଭିଡିଓ ସାମ୍ନାକୁ ଆସୁଥାଏ। ଏମାନଙ୍କ ଭିତରୁ କିଛି ଭିଡିଓ ଏପରି ଥାଏ ଯାହା କି ଆମକୁ ବହୁତ ଭଲ ଲାଗେ ଆଉ କିଛି ଭିଡିଓ ଥାଏ ଯାହା କି ଆମ ଆଖିରେ ବିଶ୍ୱାସ କରି ହୁଏନା। ଏବେ ଏବେ ହିଁ ଏକ ହାତୀର ଭିଡିଓ ଭାଇରାଲ ହେଲା ଯାହା ଭିତରେ ସେ ରେଲୱେ ପଟ୍ରି ଉପରେ ଦୌଡୁଥିବାର ଦେଖା ଯାଉଥିଲା ଆଉ ଏବେ ଏକ ବିଶାଳ ଗଣ୍ଡାର ଭିଡିଓ ଭାଇରାଲ ହେଉଛି ଯିଏ କି ଲୋକ ମାନଙ୍କ ଭିତରେ ଚାଲୁ ଥିବାର ନଜର ଆସୁଛି।

ଇଣ୍ଟରନେଟ ଉପରେ ଏହି ଭିଡିଓ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି ଯାହା ଭିତରେ ଏକ ଗଣ୍ଡା ଲୋକ ମାନଙ୍କ ଭିତରେ ସଡକ ଉପରେ ଚାଲୁଥିବାର ନଜର ଆସୁଛି। ଏହି ଭିଡିଓରେ ଥିବା ଲୋକ ମାନେ ସଡକ ମଝିରେ ଥିବା ଏହି ଗଣ୍ଡାକୁ ସଡକ ଉପରେ ଚାଲୁଥିବାର ଦେଖି ବିଶ୍ୱାସ ବି କରି ପାରୁନାହାନ୍ତି। ଏହାକୁ ଆଇଏଫ ଏସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି ଆଉ ଏହାର କ୍ୟାପ୍ସନରେ କହିଛନ୍ତି କି,” ଗଣ୍ଡା ସଡକ ଉପରେ ଚାଲୁଥାଉ ଅଥବା ଗଣ୍ଡାର ଘରେ ସଡାକ ଥାଉ ଚ୍ୟାଲେଞ୍ଜ ଏକା ପ୍ରକାର ଥାଏ।ଚ୍ୟାଲେଞ୍ଜ ତାଙ୍କ ଅସ୍ଥିତ୍ଵ ର ଅଟେ। ଆମେ ରାଷ୍ଟ୍ରୀୟ ସଡକ ଉପରେ ବାଘ ସିଂହଁ ମାନଙ୍କୁ ଦେଖୁଛୁ, ରିସର୍ଟରେ ବାଘ ମାନଙ୍କୁ ତଥା ରେଲୱେ ଷ୍ଟେସନ ଉପରେ ତେନ୍ଦୁଆ। ତାଙ୍କ ପ୍ରାଇଭେସିର ସମ୍ମାନ କରନ୍ତୁ।”
Rhino on the streets…
Or streets in the Rhinos home?The challenge is to have a sustainable coexistence.We are seeing Tigers on the National Highways. Lions in the resort. Elephants in the railway station. Leopards in city homes. Learn to coexist by respecting their privacy. pic.twitter.com/nqe7nI2JrR
— Susanta Nanda IFS (@susantananda3) March 28, 2021
ଏହି ଭିଡିଓକୁ ଏଯାଏ ୯ ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଏହି ଭିଡିଓ କେଉଁଠିକାର ଅଟେ ତାହା ତ ଏଯାଏ ଅବଗତ ହୋଇନି ମାତ୍ର ଏହି ୨୬ ସେକେଣ୍ଡର ଭିଡିଓକୁ ଲୋକ ବହୁତ ଲାଇକ କରୁଛନ୍ତି। ଲୋକମାନେ ନା କେବଳ ଏହାକୁ ଦେଖୁଛନ୍ତି ମାତ୍ର ଢେର ସାରା ରିଆକ୍ସନ ଆଉ କମେଣ୍ଟ ବି କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।