ଷ୍ଟେଜ ଉପରେ ମହିଳାଙ୍କ ସହ ଅ-ଶ୍ଳୀ-ଳ ଡାନ୍ସ କରୁଥିବାର ନଜର ଆସିଲେ ବିଜେପି ନେତା। ଦେଖନ୍ତୁ ଭାଇରଲ ଭିଡିଓ।

ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭିତରେ ଜଣେ ବ୍ୟକ୍ତି ଏକ ମହିଳା ସହିତ ଷ୍ଟେଜ ଉପରେ ଅ-ଶ୍ଳୀ-ଳ ଭାବେ ନାଚୁଥିବାର ଦେଖାଯାଉଛି। ଏହା କେଉଁ ସମାରୋହରେ ଏକ ପ୍ରଫେସନାଲ ମହିଳା ଡାନ୍ସର ସହ ନାଚ ହେଉଛି। ଏହି ଭିଡିଓ ରାଜସ୍ଥାନର ଜଣେ ବିଜେପି ନେତାଙ୍କର ଅଟେ ବୋଲି ଜଣା ଯାଇଛି।

Google

ପ୍ରକୃତରେ ଏହି ଭିଡିଓ ଚିତୋରଗଡ଼ ଜିଲ୍ଲାର ମଙ୍ଗରୋଲ କ୍ଷେତ୍ରରେ ଥିବା ଏକ ବିବାହ ସମାରୋହର ବୋଲି କୁହାଯାଉଛି। କୈଳାସ ଗୁଜ୍ଜର ଜଣେ ମହିଳାଙ୍କ ସହ ଅ-ଶ୍ଳୀ-ଳ ଡାନ୍ସ କରୁଥିବାର ଦେଖାଯାଇଛନ୍ତି।

ଏହି ଭିଡିଓ ୨୩ ଜାନୁଆରୀର ବୋଲି କୁହାଯାଉଛି ମାତ୍ର ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଜଲଦି ଜଲଦି ଭାଇରାଲ ହେଉଛି।

ଏହି ମାମଲାରେ କୈଳାସ ଗୁଜର କହିଲେ କି ସେ ନିଜ ପରିବାରର କେଉଁ ବିବାହ ସମାରୋହରେ ଯାଇଥିଲେ ଆଉ ସେଠାରେ ସେ ବହୁତ ଭଲ ଭାବେ ମନୋରଞ୍ଜନ କରୁ ଛନ୍ତି ମାତ୍ର ତାଙ୍କର ଏହି ଭିଡିଓକୁ କେହି ଜଣେ ଜାଣି ଶୁଣି ରାଜନୈତିକ କ୍ଷେତ୍ରରେ ତାଙ୍କର ନାମ ଖରାପ କରିବା ପାଇଁ ଖରାପ ଭାବେ ଦେଖାଉ ଛନ୍ତି। ଏହା ପରେ ଏହି ଭିଡିଓକୁ ଭାଇରାଲ କରାଯାଉଛି।

କୈଳାସ ଗୁଜ୍ଜର ପ୍ରତାପ ଗଡ଼ ଜିଲ୍ଲାର ଛୋଟୀସାଦଡ଼ି କ୍ଷେତ୍ରର ବିଜେପି ଗ୍ରାମୀଣ ମଣ୍ଡଳ ଅଧ୍ୟକ୍ଷ ଅଟନ୍ତି। ଏହି ଭିଡିଓ ଏକ ଭୁଲ ସମୟରେ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି। ଏପରି କି ଏହି ଭିଡିଓ ଏକ ଏପରି ସମୟରେ ଭାଇରାଲ ହେଲା ଯେଉଁ ସମୟରେ କି ସେ ୨୮ ଜାନୁଆରୀକୁ ଏଠାରେ ଏକ ନିକାୟ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *