ଆପଣ ସୋସିଆଲ ମିଡିଆରେ ବିଲେଇ ମାନଙ୍କ ଉପରେ ବହୁତ ସାରା ଭିଡିଓ ଦେଖିଥିବେ। ସାଧାରଣତଃ ଏହି ପଶୁର ଖେଳୁଥିବା ଅଥବା ଦୌଡିଥିବା ଭିଡିଓ ବହୁତ ଜଲଦି ଭାଇରାଲ ହେଉଥାଏ। ଏହି ଜୀବର ବହୁତ ଭିଡିଓ ଅଛି।ଆଜିକାଲି ସୋସିଆଲ ମିଡିଆରେ ଏହି ଜୀବର ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି ଯାହା ଭିତରେକି ଏକ ବିଲେଇ ଏକ କଙ୍କଡା ସହ ବିନା କାରଣରେ ଲଢେଇ କରିବାକୁ ଚାଲିଯାଏ। ଆଉ ତା ପରେ ତାର ଏହି ଲଢେଇ ତା ଉପରେ ଭାରି ପଡି ଯାଏ। ଏହି ଫନି ଭିଡିଓ ଦେଖି ଆପଣ ବି ନିଜର ହସ ଅଟକାଇ ପାରିବେ ନାହିଁ।

ବିଲେଇର କଙ୍କଡା ସହ ସାମ୍ନା:
ଏହି ଭାଇରାଲ ଭିଡିଓରେ ଦେଖାଯାଇପାରିବ କି ଏକ ବିଲେଇ ଗୋଟେ ଶାନ୍ତ ବସିଥିବା କଙ୍କଡା ସହ ବହୁତ ଲାଗୁଥାଏ। ତାକୁ ବାର ବାର ନିଜର ପଞ୍ଝାରେ ଆମ୍ପୁଡୁଥାଏ। ତଥାପି କଙ୍କଡା ଶାନ୍ତ ବସି ରହିଥାଏ। ମାତ୍ର ବିଲେଇ ତାର ଲାଗିବା ଗୁଣ ଜମା ବି ବନ୍ଦ କରି ନଥାଏ। ଏମିତି ଲାଗୁଥାଏ ଯେପରି ବିଲେଇ ଏହି ପ୍ରକାରର ଜୀବ ପ୍ରଥମ ଥର ପାଇଁ ଦେଖୁଛି।
ବିଲେଇକୁ ଶିକ୍ଷା ଶିଖେଇବା ପାଇଁ ଥୟ କରି ନେଇଥାଏ କଙ୍କଡା:
ବିଲେଇ ଯେତେବେଳେ ବାର ବାର କଙ୍କଡ଼ାକୁ ନିଜ ପଞ୍ଝାରେ ମାରୁଥାଏ ତ ଶେଷରେ କଙ୍କଡାର ଧୈର୍ଯ୍ୟ ବାହାରକୁ ଚାଲିଯାଏ। ତା ପରେ କଙ୍କଡା ବିଲେଇକୁ ଏକ ଶିକ୍ଷା ଦେବା ପାଇଁ ତୟ କରି ନେଇଥାଏ। ଏହାପରେ ଯେପରି ହିଁ ବିଲେଇ ନିଜର ପଞ୍ଝା କଙ୍କଡା ଉପରେ ପକାଏ ତ କଙ୍କଡା ତାର ପଞ୍ଝା ଧରି ନିଏ। ତା ପରେ କଙ୍କଡା ତାର ଗୋଡ଼ ବହୁତ ଜୋରରେ ଜାବୁଡି ଧରି ନିଏ। ତା ପରେ ବିଲେଇର ହାଲ ଖାଲି ଦେଖି ହିଁ ହେବ। ଏହା ପରେ ବିଳେଇର ହାଲ ଏପରି ଖରାପ ହେଇଯାଏ କି ସେଠାରେ ଥିବା ଲୋକ ମାନଙ୍କର ବି ହସ ବାହାରି ଯାଏ।
It pays to mind one's own business! pic.twitter.com/z6j2STxqiw
— Aviator Anil Chopra (@Chopsyturvey) January 22, 2021
ଏହି ଭିଡିଓ ଟ୍ୱିଟର ହ୍ୟାଣ୍ଡେଲର ଅନୀଲ ଚୋପ୍ରା ପୋଷ୍ଟ କରିଛନ୍ତି। ସେ ଏହି ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି କି “ନିଜ କାମରେ କାମ ରଖ”।
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ:-
ଏହି ଭିଡିଓକୁ ଏଯାଏ ପ୍ରାୟ ୨୩୦୦ ରୁ ଅଧିକ ଥର ଦେଖା ଯାଇ ସାରିଛି। ଏହା ଉପରେ ଲୋକ ବହୁତ ଜମେଇକି ଲାଇକ ଆଉ କମେଣ୍ଟ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।