କୋରନାରୁ ବଞ୍ଚିବା ପାଇଁ “ଡ଼ବଲ ମାସ୍କିଙ୍ଗ” ଜରୁରୀ,ଗୋଟିଏ ମାସ୍କରେ କେବଳ ମିଳେ ଏତିକି ପ୍ରତିଶତ ସୁରକ୍ଷା! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଫୋର୍ଟିସ ଏସ୍କୋର୍ଟସ ମେଡିକାଲର ଚେୟାରମ୍ୟାନ ଡାକ୍ତର ଅଶୋକ ସେଠ କହିଛନ୍ତି ” ଏପରି ଓଏଭ ଆମେ କେବେ ଦେଖିନାହୁଁ ପୂର୍ଵ ଏକ ବର୍ଷରେ । ସାବଧାନତା ହିଁ ଏକମାତ୍ର ବିକଳ୍ପ ଅଟେ ତେଣୁ ଡ଼ବଲ ମାସ୍କିଙ୍ଗ ଜରୁରୀ ଅଟେ। ଏକା ସର୍ଜିକାଲ ମାସ୍କ ପର୍ଯ୍ୟାପ୍ତ ନୁହେଁ। କପଡା ମାସ୍କରେ କେବଳ ୪୦% ସୁରକ୍ଷା ହୋଇଥାଏ। ଏଥିପାଇଁ ପ୍ରଥମ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଏହା ପରେ କପଡା ମାସ୍କ ଲଗାନ୍ତୁ ଏହି ପରି ଡ଼ବଲ ମାସ୍କ ପିନ୍ଧିବା ଦ୍ଵାରା ୯୫% ଭାଇରସଠୁ ମୁକ୍ତି ପାଇହେବ”।

Google

ଲେସେଂଣ୍ଟର ନୂଆ ତଥ୍ୟ ପରେ କୋରନା ଭାଇରସ ବ୍ୟାପିବା ଉପରେ ଏକ ନୂଆ ଯୁକ୍ତି ଆସିଛି। ଏହି ନୂଆ ଅଧ୍ୟୟନରେ କୁହାଯାଉଛିକି କୋରନା ଡ୍ରପଲେଟସରୁ ନୁହେଁ ବରଂ ପବନ ଦ୍ଵାରା ବ୍ୟାପୁଛି। ଏହି ଅଧ୍ୟୟନରେ ନିଜ ମତ ଦେଇ ଡାକ୍ତର ଫହିମ ୟୁନୁସ କହିଛନ୍ତି କରୋନା ଦୁଇଟି ମଧ୍ୟରୁ ଯେଉଁ ସ୍ଥିତିରେ ବ୍ୟାପୁନା କାହିଁକି ଏଥିରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ ୯୫ ର ଦୁଇଟି ମାସ୍କ କିଣନ୍ତୁ ଓ ପ୍ରତିଦିନ ବଦଳାଇ ବଦଳାଇ ପିନ୍ଧନ୍ତୁ। ଯଦି ଗୋଟେ ସପ୍ତାହରେ ଏହା ଖରାପ ନହୁଏ ତେବେ ଆଗକୁ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ।

ୟୁନିଭର୍ସସିଟି ଅଫ ମେରିଲ୍ୟାଣ୍ଡର ସଂକ୍ରମଣ ରୋଗ ବିଭାଗର ଚିଫ ଡାକ୍ତର ଫାହିମ ୟୁନୁସ ଆଗକୁ ଲେସେଂଣ୍ଟ ଅଧ୍ୟୟନ ଉପରେ କହିଛନ୍ତି ଏୟରବୋନ ଅର୍ଥ ଏହା ନୁହେଁ କି ପବନ ଦୂଷିତ ହୋଇଯାଇଛି। ଏହାର ଅର୍ଥ ଭାଇରସ ପବନରେ ରହିପାରେ। ପ୍ରେଜେଣ୍ଟ ରହିପାରେ ଖାସ କରି ବନ୍ଦ ଜାଗାମାନଙ୍କରେ।

Google

ମାସ୍କର ମହତ୍ତ୍ୱ ଉପରେ ଆଜିତକ ସହ କଥା ହେବା ସମୟରେ ଫୋର୍ଟିସ ଏସ୍କୋର୍ଟସ ମେଡିକାଲର ଚେୟାରମ୍ୟାନ ଡାକ୍ତର ଅଶୋକ ସେଠ କହିଛନ୍ତି ” ଏପରି ଓଏଭ ଆମେ କେବେ ଦେଖି ନାହୁଁ ପୂର୍ଵ ଏକ ବର୍ଷରେ।ସାବଧାନତା ହିଁ ଏକମାତ୍ର ବିକଳ୍ପ ଅଟେ ତେଣୁ ଡ଼ବଲ ମାସ୍କିଙ୍ଗ ଜରୁରୀ ଅଟେ। ଏକା ସର୍ଜିକାଲ ମାସ୍କ ପର୍ଯ୍ୟାପ୍ତ ନୁହେଁ। କପଡା ମାସ୍କରେ କେବଳ ୪୦% ସୁରକ୍ଷା ହୋଇଥାଏ।ଏଥିପାଇଁ ପ୍ରଥମ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଏହା ପରେ କପଡା ମାସ୍କ ପିନ୍ଧନ୍ତୁ। ଏହି ପରି ଡ଼ବଲ ମାସ୍କ ପିନ୍ଧିବା ଦ୍ଵାରା ୯୫% ଭାଇରସଠୁ ମୁକ୍ତି ପାଇହେବ”।

ଡାକ୍ତର ଅଶୋକ ସେଠ ଆଗକୁ କହିଛନ୍ତି “ପ୍ରତିଦିନ ମାସ୍କକୁ ଧୁଅନ୍ତୁ ,ଏବେ କୁହାଯାଉଛିକି ଏହି ଭାଇରସ ଡ୍ରପଲେଟସରେ ନୁହେଁ ହେଲେ ଅୟରବୋନରେ ରହିଛି ତେଣୁ ଡ଼ବଲ ମାସ୍କ ଜରୁରୀ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *