ପ୍ରବଳ ରୁ ପ୍ରବଳ ବର୍ଷାର ସମ୍ଭାବନା! ଏହି ୪ ଜିଲ୍ଲାବାସୀ ରୁହନ୍ତୁ ସତର୍କ,ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବଙ୍ଗୋପସାଗର ସୃଷ୍ଟ ସୁଦୃଶଃ ଲଘୁଚାପ କ୍ଷେତ୍ର ଘନୀଭୂତ ହେବାର ଲାଗିଛି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି। ତେବେ ଅବପାତର ରୂପ ନେବା ସହିତ ଓଡିଶା-ଛତିଶଗଡ଼ ଦେଇ ଯିବାର ଅଛି।ତେବେ କେତେକ ଜାଗାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବାର ଚାନ୍ସ ଅଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି।

Google

ତେବେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଚାନ୍ସ ଅଛି। ତେବେ ସେହି ୪ ଜିଲ୍ଲା ହେଲା ସମ୍ବଲପୁର,ବରଗଡ଼, କେନ୍ଦୁଝର ଓ ଅନୁଗୁଳ ଅଟେ ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ତେବେ ଏହି ୪ ଜିଲ୍ଲାକୁ ଛାଡି ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, କଟକ,ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଦେବଗଡ଼, ମୟୁରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଏହି ଜିଲ୍ଲା ଗୁଡିକୁ ଜାରି ହୋଇଛି ଅରେଞ୍ଜ ୱାର୍ନିଂ।

ୟେଲୋ ୱାର୍ନିଂ ଜାରି ଥିବା ଜିଲ୍ଲା ଗୁଡିକ ହେଉଛନ୍ତି ଢେଙ୍କାନାଳ,ସୋନପୁର, ବୌଦ୍ଧ, ବଲାଙ୍ଗୀର,ଯାଜପୁର,କଟକ,ଜଗତସିଂହପୁର,କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ନିଂ।

Google

ତେବେ ଆପଣ ବର୍ଷା ସମୟରେ ଘର ବାହାରକୁ ଯାଆନ୍ତୁ ନାହିଁ,ପୂର୍ବରୁ ସବୁ ପ୍ରସ୍ତୁତି କରନ୍ତୁ। ଗୃହପାଳିତ ପଶୁ ଓ ପକ୍ଷୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.