ଆସୁଛି ୨ଟି ଲଘୁଚାପ! ୧୫ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ବ୍ୟୁରୋ ରିପୋର୍ଟ: ଲଘୁଚାପ ଉତ୍ତର ଓଡିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି। ତେବେ ବିଶେଷ ରିପୋର୍ଟ ଅନୁସାରେ ଏଥିପାଇଁ ରାଜ୍ୟରେ ବର୍ଷା ହେଉଛି। ୯ ଏବଂ ୧୩ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବ ବୋଲି ବିଶେଷ ତଥ୍ୟରୁ ଜଣା ଯାଇଛି। ତେବେ ବିଶେଷ ରିପୋର୍ଟରୁ ଜଣା ଯାଉଛି କି ଏଥିନିମନ୍ତେ ୧୫ ତାରିଖ ଯାଏ ରହିବ ବର୍ଷା। ୧୦ ଏବଂ ୧୪ ରେ ହେବ ପ୍ରବଳ ବର୍ଷା। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ହେବାର ଅଛି। ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ ପଶୁପାଳକ ଯିଏକି ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ ଦେଖାଇଛନ୍ତି ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।

Google

୮ ରୁ ୧୦ ଭିତରେ ପ୍ରବଳ ବର୍ଷାର ଚାନ୍ସ ଅଛି। ୧୦ ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ରେ ରାଜ୍ୟରେ ଆଉ ଏକ ଲଘୁଚାପ ହେବାର ଅଛି। ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଏହା ଦକ୍ଷିଣ ଆଡ଼କୁ ଢଳି ରହିବ। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଦକ୍ଷିଣ ଓଡ଼ିଶାର କୋରାପୁଟ, ଗଜପତି, ମାଲକାନଗିରି,ଗଂଜାମ ଓ ରାୟଗଡା ରେ ଅଧିକ ବର୍ଷା ହେବାର ଚାନ୍ସ ଅଛି। ତେବେ ୧୪ ରେ ପ୍ରବଳ ରୁ ଅତିପ୍ରବଳ ବର୍ଷା କରାଇବ। ୧୫ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବାର ଚାନ୍ସ ଅଛି।

ତେବେ ଜାରି ହୋଇଛି ୟେଲୋ ୱାର୍ନିଂ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଛନ୍ତି । ଅନୁମାନ ହୋଇଛି କି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *