ବ୍ୟୁରୋ ରିପୋର୍ଟ: ଲଘୁଚାପ ସୃଷ୍ଟି ହୋଇଛି ଉତ୍ତର ଓଡ଼ିଶାରେ। ତେବେ ରାଜ୍ୟରେ ଏହାର ପ୍ରଭାବରେ ହୋଇପାରେ ୨ ଦିନ ପ୍ରବଳ ବର୍ଷା। ଶୁକ୍ରବାର ଦିନ ରାଜ୍ୟରେ ଅନେକ ଜାଗାରେ ହୋଇଥିଲା ବର୍ଷା। ମାନ୍ୟବର କେନ୍ଦ୍ର ନିର୍ଦେଶକ ଏଚ ବିଶ୍ୱାସ ଅନୁମାନ କରିଛନ୍ତି କି ଆସନ୍ତା ୨ ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଚାନ୍ସ ଅଛି।
ତେବେ ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ସେ ଅନୁମାନ କରିଛନ୍ତି। ତେବେ ଶନିବାର ଠୁ ବର୍ଷା କମିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ଏବଂ ସୋଆ ଜଳବାୟୁ ଅନୁମାନ କରିଛନ୍ତି। ତେବେ ଧୀରେ ଧୀରେ ବର୍ଷା କମିବା ସହ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ।

ତେବେ ଆପଣ ବର୍ଷା ସମୟରେ ସତର୍କ ରୁହନ୍ତୁ। ଘରେ ରୁହନ୍ତୁ, ଓଦା ହୁଅନ୍ତୁ ନାହିଁ। ଗୃହପାଳିତ ପଶୁ ଏବଂ ପକ୍ଷୀଙ୍କର ଯତ୍ନ ନିତ୍ୟାନ୍ତ ଆବଶ୍ୟକ ତେଣୁ ତାଙ୍କୁ ଶୁଖିଲା ଜାଗାରେ ରଖନ୍ତୁ। ବର୍ଷା ପୂର୍ବରୁ ତାଙ୍କୁ ଆଣି ଶୁଖିଲା ସ୍ଥାନରେ ରଖନ୍ତୁ। ତେବେ ନିଜର ତଥା ନିଜର ପରିବାରର ଯତ୍ନ ନିଅନ୍ତୁ। ଦରକାର ଥିବା ଲୋକଙ୍କର ସାହାଯ୍ୟ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।