ପାଗ ରହିବ ଖରାଟିଆ! ୨୦ ରୁ ଏହି ଏହି ରାଜ୍ୟରେ ବର୍ଷା ସମ୍ଭାବନା!

ବ୍ୟରୋ ରିପୋର୍ଟ: ଆସୁଥିବା ୨ ଦିନ ରାଜ୍ୟରେ ଶୁଖିଲା ପାଗ ଦେଖା ଯିବାର ସମ୍ଭାବନା ରହିଅଛି। ବିଶେଷ ଚେଞ୍ଜ ତାପମାତ୍ରାରେ ହୋଇନପାରେ। ଅଳ୍ପ ରୁ ମଧ୍ୟମଧରଣର ବର୍ଷା ୨୦ ଏବଂ ୨୧ ତାରିଖରେ ହୋଇପାରେ ବୋଲି ପାଣିପାଗବିତ ମାନେ ଅନୁମାନ କରିଛନ୍ତି।

ଶନିବାର ଓ ଶୁକ୍ରବାର ରାଜ୍ୟରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି। ଏଚ ବିଶ୍ୱାସ ଯିଏକି ଭୁବନେଶ୍ୱରର ପାଣିପାଗ ବିଶେଷଜ୍ଞ ସେ ଅନୁମାନ କରିଛନ୍ତି କି ୨୦ ରୁ ୨୧ ତାରିଖରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଭଦ୍ରକ, ବାଲେଶ୍ଵର, କେନ୍ଦୁଝର,ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ବର୍ଷା ସ୍ୱଳ୍ପ ରୁ ମଧ୍ୟମଧରଣର ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆଉ ସବୁ ପ୍ରାୟ ସ୍ଥାନ ଶୁଖିଲା ରହିପାରେ ବୋଲି ଶ୍ରୀ ବିଶ୍ଵାସ ଅନୁମାନ କରିଛନ୍ତି।

Google

ରାଜ୍ୟରେ ଶୁକ୍ରବାର ଦିନ ପାଗ ଖରା ରହିବ ବୋଲି ଅନୁମାନ କରାଯାଇଛି। ତାପମାତ୍ରା ରାତିରେ ବଢିବାର ସମ୍ଭାବନା ଅଛି। ବାଦଲ ଆକାଶରେ ରହିପାରେ। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ ଶରତ ଚନ୍ଦ୍ର ସାହୁ ଅନୁମାନ କରିଛନ୍ତି କି ବର୍ଷା ହେବାର ଚାନ୍ସ କମ ଅଟେ। ସ୍ୱଳ୍ପ ବର୍ଷାରେ ଗୁରୁବାର ଦିନ କିଛି ଜାଗାରେ ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *