ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳ ବୈଶାଖୀ! ୟେଲୋ ୱାର୍ନିଂ ଜାରି ହେଲା ପାଣିପାଗ ବିଭାଗ

ଓଡିଶାରେ କେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପଂହଁଚିବ ତାହା ପ୍ରାୟ ଠିକ ହୋଇନାହିଁ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ଅଛି କାଳ ବୈଶାଖୀର ଚାନ୍ସ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହାକୁ ନେଇ ଆଲର୍ଟ କରାଇଛି।

ତେବେ ଏହି ୧୬ ଟି ଜିଲ୍ଲାର ନାମ ତଳେ ଦିଆଯାଇଛି।
କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ଦେବଗଡ଼, ସୁନ୍ଦରଗଡ, ଯାଜପୁର, ବାଲେଶ୍ଵର, କୋରାପୁଟ,ଭଦ୍ରକ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲା ଅନ୍ତର୍ଭୁକ୍ତ। ତେବେ ଏହି ଜିଲ୍ଲାରେ କେତେକ ସ୍ଥାନରେ କାଳ ବୈଶାଖୀ ଜନିତ ଘୁର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ଚାନ୍ସ ଅଛି। ତେବେ ଉପରୋକ୍ତ ୧୬ ଟି ଜିଲ୍ଲାଜୁ ଜାରି ହୋଇଛି ୟେଲୋ ୱାର୍ନିଂ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ଏହି ୱାର୍ନିଂ।

Google

ତେବେ ଆପଣ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷା ସମୟରେ ଘରୁ ବାହାରନ୍ତୁ ନାହିଁ। ଜରୁରୀ ଜିନିଷ ଆଣି ଘରେ ପୂର୍ବରୁ ରଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *