ଚାଷୀଙ୍କ ପାଇଁ ବଡ଼ ଖୁସିର ଖବର! ଏହି ବର୍ଷ ଅଧିକ ବର୍ଷା, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ତେବେ ଆସୁଛି ଏକ ବଡ଼ ଖୁସିର ଖବର। ଚାଷୀଙ୍କ ପାଇଁ ବଡ଼ ଖୁସିର ଖବର। ଏହି ବର୍ଷ ଅଧିକ ବର୍ଷାର ସମ୍ଭାବନା ବୋଲି ଅନୁମାନ କରାଯାଇଛି। ଆଇଏଡିର ଅନୁମାନ ଅନୁସାରେ ଏହି ବର୍ଷ ଅଧିକ ବର୍ଷା ଓ ଭଲ ବର୍ଷା ହେବାର ଚାନ୍ସ ଅଛି। ତେବେ ଏହି ବର୍ଷ ୧୦୩ ହାରାହାରି ବୃଷ୍ଟିପାତ ରହିବାର ଚାନ୍ସ ଅଛି।

ଦେଶରେ ସାଧାରଣ ବୃଷ୍ଟିପାତ ହେବ ବୋଲି ଆଇଏଡି ଏପ୍ରିଲରେ ସୂଚନା ଅନୁସାରେ। ଚଳିତ ବର୍ଷ ଏହା ସହ ୮୯.୬ ସେମି ଯାଏ ମୌସୁମୀ ରେକର୍ଡ ଦର୍ଜ ହୋଇପାରେ। ତେବେ ଗୋଟିଏ ପଟେ ଦେଶରେ ଅଧିକ ସ୍ଥାନରେ ସାଧାରଣ ହେବା ଅପେକ୍ଷା ବେଶୀ ବର୍ଷାର ଚାନ୍ସ ଥିବା ବେଳେ ଉତ୍ତର ପୂର୍ବ, ପୂର୍ଵ କେନ୍ଦ୍ରୀୟ, ପୂର୍ଵ, ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନର୍ମାଲ ଠୁ କମ ବୃଷ୍ଟିପାତ ହେବାର ଚାନ୍ସ ଅଛି।

Google

ଅନ୍ୟପକ୍ଷରେ ମଇ ୨୯ ରେ ମୌସୁମୀ ଛୁଇଁଲା କେରଳ। ତେବେ ସପ୍ତାହ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପଂହଁଚିପାରେ ବୋଲି ଅନୁମାନ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *