୪ଟି ଜିଲ୍ଲାକୁ ହିଟ ୱେଭ ୱାର୍ନିଂ! ୧୨ ତାରିଖ ପରେ ଓଡିଶା ଛୁଇଁବ ମୌସୁମୀ

ଜୁନ ୧୨ ପରେ ଓଡିଶା ଛୁଇଁବ ମୌସୁମୀ। ରାଜ୍ୟରେ ବର୍ଷାର ପ୍ରବାଭ ଏତେ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ରହିଛି। କେତେକ ଜାଗାରେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜୁନ ୧୦ ରେ ରାଜ୍ୟରେ କେତେକ ଜାଗାରେ ଅଳ୍ପ ପରିମାଣରେ ବର୍ଷା ହୋଇଥିବା ବେଳେ ପାଗ କୋହଲା ରହିଥିଲା।

ତେବେ ବିଶେଷ ରିପୋର୍ଟ ଅନୁସାରେ ୧୨ ତାରିଖ ପରେ ପାଗରେ ଚେଞ୍ଜ ହେବା ସହ ମୌସୁମୀ ଓଡିଶା ଛୁଇଁବା ନେଇ ଅନୁମାନ କରିଛି ସୋଆ ଜଳବାୟୁ କେନ୍ଦ୍ର ନିର୍ଦେଶକ ଶରତ ସାହୁ। ବିଶେଷ ରିପୋର୍ଟ ଅନୁସାରେ ଆଞ୍ଚଳିକ ପାଣିପାଗ ବିଭାଗ ୪ ଜିଲ୍ଲାକୁ ହିଟ ୱେଭ ୱାର୍ନିଂ ଜାରି କରିଛି।

Google

ତେବେ ବର୍ଷା ସମୟରେ ଘରୁ ବାହରନ୍ତୁ ନାହିଁ। ଜୀବଜନ୍ତୁଙ୍କୁ ଆଣି ଶୁଖିଲା ସ୍ଥାନରେ ରଖନ୍ତୁ। ଆବଶ୍ୟକ ସାମଗ୍ରୀ ବର୍ଷା ପୂର୍ବରୁ ଘରେ ରଖନ୍ତୁ। ଯତ୍ନବାନ ହୁଅନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ। ତେବେ ଅପରପକ୍ଷରେ ବର୍ଷାରେ ଓଦା ହୁଅନ୍ତୁ ନାହିଁ। ସିଜିନ ଚେଞ୍ଜ ହେଲେ ଏହାର ପ୍ରଭାବ ପଡିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *