ପାଣିପାଗ ବିଭାଗର ସତର୍କ ସୂଚନା! ଏହି ୩ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା!

ବ୍ୟୁରୋ ରିପୋର୍ଟ: ବର୍ଷା ସହ ବଜ୍ରପାତ ହେବାର ଅଛି ଏହି ୩ ଟି ଜିଲ୍ଲାରେ, ସେହି ୩ଟି ଜିଲ୍ଲାକି ସତର୍କ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଆସୁଥିବା କିଛି ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ଅଛି। ଢେଙ୍କାନାଳ,ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ଉପରୋକ୍ତ ତିନୋଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି।

ଆପଣଂକୁ କହିରଖିବୁ କି ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ। ସତର୍କତା ଅବଲମ୍ବନ କରନ୍ତୁ । କହିରଖିବୁ ବର୍ଷା ସମୟରେ ଲାଇନ ଯିବାର ଚାନ୍ସ ବି ରହିଛି। ସେଥି ନିମନ୍ତେ  ଘରେ ରୁହନ୍ତୁ, ସତର୍କ ରୁହନ୍ତୁ।

Google

କେତେ ଦିନ ହେବ ରାଜ୍ୟରେ ଠାଏ ଠାଏ ବର୍ଷା ହୋଇଥିଲା। ତେବେ ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ ଢେଙ୍କାନାଳ, ଅନୁଗୁଳ ଏବଂ ବୌଦ୍ଧରେ ବର୍ଷା ସହ ବଜ୍ରପାତ ହେବାର ଚାନ୍ସ ଅଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତେବେ ଆଉଥରେ କହିରଖୁଛୁ ସତର୍କତା ଅବଲମ୍ବନ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *