ତେବେ ବିଶେଷ ରିପୋର୍ଟରୁ ଜଣା ଯାଉଛି କି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପଂହଁଚିବାର ଅନୁମାନ। ଭାରତୀୟ ପାଣିପାଗ ବିଭାଗ [IMD] ର ନୂଆ ସଂକେତ ଅନୁସାରେ ଦକ୍ଷିଣ ଆରବ ସାଗରରେ ନିମ୍ନଅଞ୍ଚଳ ପବନ ପଛୁଆ ହେଲାଣି। ତେବେ ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି ଆଗାମୀ ୨/୩ ଦିନ ଭିତରେ କେରଳରେ ମୌସୁମୀ ଆରମ୍ଭ ହେବାର ଚାନ୍ସ ବୋଲି IMD ପକ୍ଷରୁ ଜଣା ଯାଇଛି।

ପୂର୍ବରୁ IMD ଘୁର୍ଣ୍ଣିବାତ୍ୟା ଆସାନି ପ୍ରଭାବରେ ଶୁକ୍ରବାର ମଇ ୨୭ ସୁଦ୍ଧା କେରଳରେ ମୌସୁମୀ ପଂହଁଚିବ ବୋଲି ଅନୁମାନ କରିଥିଲେ। IMD ଲକ୍ଷାଦ୍ବୀପ ଏବଂ କେରଳରେ ହାଲୁକା ବର୍ଷାର ଅନୁମାନ କରିଥିବା ବେଳେ ଆସୁଥିବା ୫ ଦିନରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ ଓ କରାଇକାଲ ରେ ହାଲକା ବର୍ଷାର ଅନୁମାନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।