ଲଦାଖ ସୀମାରେ ଚୀନର ହଲଚଲ, ଏୟାର କମାଣ୍ଡଙ୍କୁ ପ୍ରସ୍ତୁତ ରହିବା ପାଇଁ କହିଲେ ବାୟୁସେନା ମୁଖ୍ୟ

ଚୀନ ସର୍ଵଦା ବେଆଇନଗତ କାର୍ଯ୍ୟ କରିବା ସହ ଅଶୃ-ଙ୍ଖଳିତ କାର୍ଯ୍ୟ କରିଥାଏ ଯାହା ଦ୍ୱାରା ଝ-ଗ-ଡା ଲାଗିଥାଏ। ଆପଣ ଏହା ମଧ୍ୟ ଜାଣିଥିବେ ବର୍ତ୍ତମାନର ସବୁଠୁ ବଡ଼ ସ-ଙ୍କ-ଟ ପାଲଟିଥିବା କ-ରୋ-ନା ଭାଇରସ ମଧ୍ୟ ଚୀନର ବିହାନ ସହରରୁ ପ୍ରଥମେ ସଂ-କ୍ର-ମ-ଣ ହୋଇ ପରେ ସମଗ୍ର ବିଶ୍ୱରେ ବ୍ୟାପିଥିଲା। ଚୀନର ଗତି ବିଧିକି ବୁଝିବା ବହୁତ କଷ୍ଟ କାରଣ ଦେଖାଦେଇଛିକି ଚୀନ ଗୋଟେ ପଟ ଭାରତ ସହ ହୋଇଥିବା ମନମାଳୀନକୁ ଠିକ କରିବାକୁ ବୈଠକ କରୁଥିବାବେଳେ ଅନ୍ୟ ପଟେ ଏଲଏସି ଉପରେ ନିଜର ସୁରକ୍ଷା କର୍ମୀଙ୍କୁ ବଢ଼ାଉଛି।

Google

ଏହା ଦେଖି ଭାରତ ବାୟୁ ସେନା ମୁଖ୍ୟ ମଧ୍ୟ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ ରହିବା ପାଇଁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଭାରତର ବାୟୁସେନା ମଧ୍ୟ ପୁରା ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ଆଇଏଏଫ୍ ମୁଖ୍ୟ ଡବ୍ଲୁଏସିର ଟପ୍‌ କମାଣ୍ଡରଙ୍କ ସମ୍ମିଳନୀକୁ ସ୍ୱାଗତ ଜଣାଇଥିଲେ। ଏହି ଟିମ ଏଲଏସିରେ ସମ୍ବେଦନଶୀଳ କ୍ଷେତ୍ର ଏବଂ ଉତ୍ତର ଭାରତର ଅନ୍ୟ ଭାଗରେ ମୁତୟନ ଅଛନ୍ତି। କମାଣ୍ଡରମାନଙ୍କୁ ସମସ୍ତ ପ୍ଲାଟଫର୍ମ, ଓ୍ବିପନ ସିଷ୍ଟମ ଆଦିରେ ପୂରା ପ୍ରସ୍ତୁତ ରହିବାକୁ ମୁଖ୍ୟ ଏୟାର ମାର୍ଶଲ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

କହିରଖିବୁକି ଶୁକ୍ରବାରକୁ ଏହା ଉପରେ ଏକ ବୈଠକ ହୋଇଥିଲା ଯେଉଁଥିରେ ସୁରକ୍ଷାପ୍ରତି ଦୃଷ୍ଟି ଦିଆଯାଇଥିଲା ଓ ଏପରି ନିର୍ଦେସ ଜାରି ହୋଇଥିଲା। ଆପଣ ଜାଣିଥିବା ଗତ ବର୍ଷ ଏଲଏସି ଉପରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା ଯାହା ପରେ ଦୁଇ ଦେଶ ସୀମାରେ ସୁରକ୍ଷା ବଢ଼ାଇଦେଇଥିଲେ ଭାରତ ମଧ୍ୟ ୩୦ ଏମକେଆଇ, ଜାଗୁଆର ଏବଂ ମିରାଜ ୨୦୦୦ ଭଳି ଲଢ଼ୁଆ ବିମାନ ସେଠାରେ ଉପସ୍ଥିତ ରଖିଥିଲା। ଏହା ସହ ସବୁ ଠିକ ଥିବା କହିଛନ୍ତି ଆଇଏଏଫର ମୁଖ୍ୟ ଭଦୋରିଆ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *