ତାପସି ପନୁ-ଅନୁରାଗ କଶ୍ୟପଙ୍କ ଠିକଣାରେ ତୃତୀୟ ଦିନ ରେଡ଼ ଜାରି, କଣ ଅଟେ ୬୫୦ କୋଟିର ଖେଳ?

ତାପସି ପନୁ ଓ ଅନୁରାଗ କଶ୍ୟପଙ୍କ ଘର ଓ କମ୍ପାନୀରେ ତୃତୀୟ ଦିନ ଆଇଟିର ରେଡ଼ ଜାରି। ଏହି ରେଡ଼ ମଧୁ ମଣ୍ଟେନାଙ୍କ କମ୍ପାନୀ କ୍ୟାନ ମ୍ୟାନେଜମେଣ୍ଟ ଓ ତାପସିଙ୍କ ମ୍ୟାନେଜମେଣ୍ଟ ସହିଜ ଜଡିତ କାମ ଦେଖିବା କମ୍ପାନୀ କେଆରଆଇ ରେ ମଧ୍ୟ ଇନକମ ଟ୍ୟାକ୍ସର ରେଡ଼ ଜାରିଅଛି।ଇନକମ ଟ୍ୟାଙ୍କ କହିଛିକି ଏହି ରେଡ଼ରେ ଏବେ ପର୍ଯ୍ୟନ୍ତ ୬୫୦ କୋଟିର ବେଆଇନ ଟଙ୍କା ଜବତ ହୋଇଛି।

Google

ଇନକମ ଟ୍ୟାକ୍ସର ରେଡ଼ ଦୁଇଟି ବଡ଼ ଟ୍ୟାଲେଣ୍ଟେଡ଼ ମ୍ୟାନେଇମେଣ୍ଟ କମ୍ପାନୀରେ ମଧ୍ୟ ଚାଲିଛି। ଏବେ ପର୍ଯ୍ୟନ୍ତ ୬୫୦ କୋଟିର ହିସାବ ଦେଇପାରିନାହାଁନ୍ତି କମ୍ପାନୀ। ତାପସି ପନୁ ମଧ୍ୟ ଇନକମ ଟ୍ୟାକ୍ସ ଵାଲାଙ୍କୁ ୫ କୋଟିର ହିସାବ ଦେଇପାରି ନାହାଁନ୍ତି। ଇନକମ ଟ୍ୟାକ୍ସ ଵାଲା ୭ ଟି ବ୍ୟାଙ୍କ ଲକରକୁ ବି କ୍ରିଜ କରିଦେଇଛନ୍ତି। ଇନକମ ଟ୍ୟାକ୍ସ ଅଧିକାରୀ ପୁନେରେ ଲଗାତର ତାପସି ପନୁ ଓ ଅନୁରାଗ କଶ୍ୟପଙ୍କୁ ପଚରାଉଚରା ଜାରି ରଖିଛନ୍ତି।

ଫ୍ୟାଟମ ଫିଲ୍ମ କମ୍ପାନୀ ଉପରେ ଟ୍ୟାକ୍ସ ଚୋରି ଅଭିଯୋଗରେ ଇନକମ ଟ୍ୟାକ୍ସ ବିଭାଗ ପୂର୍ଵ ୩ ଦିନରୁ ମୁମ୍ବାଇ ଓ ପୁନେରେ ୨୮ ଜାଗାରେ ରେଡ଼ କରୁଛନ୍ତି। ଏହି ରେଡ଼ ଅନୁରାଗ କଶ୍ୟପ ଓ ତାପସ ପତୃଙ୍କ ଘର ଓ କମ୍ପାନୀ ଉପରେ ମଧ୍ୟ ଚାଲୁଛି। ଟ୍ୟାଲେଣ୍ଟ ଏଜେନ୍ସିରେ ପୂର୍ଵ ୩ ଦିନରୁ ଚାଲୁଥିବା ରେଡ଼ରେ ଆୟକର ଅଧିକାରୀ କ୍ୟାନ ସେଲିବ୍ରେଟିଜ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟ ଓ କଣ୍ଟ୍ରାକ୍ଟକୁ ଖୋଜୁଛନ୍ତି। କ୍ୟାନ ଏହି କଣ୍ଟ୍ରାକ୍ଟରେ କେତେ କମିଶନ ପାଇଛି ଏହା ଉପରେ ମଧ୍ୟ ଆୟକର ବିଭାଗର ଦୃଷ୍ଟି ଅଛି। ଏହି ଆମାଉଣ୍ଟକୁ ଫ୍ୟାଟମ ଫିଲ୍ମସ ଆକାଉଣ୍ଟ ବହିସହ ମ୍ୟାଚ କରାଯିବ ଓ ଏହା ଜାଣିବାକୁ ଚେଷ୍ଟା କରାଯିବ କି ଫ୍ୟାଟମ ଫିଲ୍ମଷ୍ଟାର୍ସଙ୍କୁ ପେ କରିବା ପାଇଁ ଯେଉଁ ସୂଚନା ଦେଇଛି ତାହା ସଠିକ ନା ଭୁଲ।

Google

କ୍ୟାନ ଏକ ଟ୍ୟାଲେଣ୍ଟେଡ଼ ମ୍ୟାନେଜମେଣ୍ଟ ଏଜେନ୍ସି ଅଟେ।ଯିଏକି ପ୍ରଡକ୍ସନ ହାଉସ ସହ ଫିଲ୍ମଷ୍ଟାର୍ସଙ୍କୁ ପରିଚୟ କରାଇଥାଏ। କ୍ୟାନର ମାଲିକ ମଧୁ ମଂଟେନା ଅଟନ୍ତି।ମଂଟେନା ଫ୍ୟାଟମରେ ପାର୍ଟନର ଥିଲେ। ଓ ପରେ ଅନୁରାଗ କଶ୍ୟପ, ବିକାଶ ବହଲ ଓ ବିକ୍ରମାଦିତ୍ୟ ମୋଟବାନେଙ୍କ ସେୟାର ବି ମଧ୍ୟ ମଂଟେନା କିଣିନେଇଥିଲେ। ସୂତ୍ର ଅନୁସାରେ ଆୟକର ବିଭାଗ ଯେଉଁ ଲୋକଙ୍କ ଉପରେ ରେଡ଼ କରିଛି ତାଙ୍କୁ ପୂର୍ଵ ମାସରେ ନିଜ ପକ୍ଷ ରଖିବା ପାଇଁ ନୋଟିସ କରାଯାଇଥିଲା।

ଅଧିକାଂଶ ଲୋକ ଏହା କହି ଖସିବାକୁ ବସିଥିଲେକି ଫ୍ୟାଟମ ଫିଲ୍ମସ ୨୦୧୮ ରେ ବନ୍ଦ ହୋଇଯାଇଛି। କିନ୍ତୁ ଆୟକର ବିଭାଗକୁ ଅନେକ ଅନିୟମିତ କମ୍ପାନୀଙ୍କ ଆକାଉଣ୍ଟ ବହିରେ ଦେଖାଗଲା ଯାହା ପରେ ଏହି ରେଡ଼ କରାଗଲା। ଫ୍ୟାଟମ ଫିଲ୍ମସ ର ୨୦୧୦-୨୦୧୮ ରେ ଆକାଉଣ୍ଟରେ ବର୍ତ୍ତମାନ ଆୟକର ବିଭାଗର ଦୃଷ୍ଟି ଅଛି। ଅନ୍ୟପଟେ ଅନୁରାଗ କଶ୍ୟପଙ୍କ ଘରେ ରେଡ଼ ଜାରିଅଛି।

Google

ଇନକମ ଟ୍ୟାକ୍ସ ଚାରିଟି ସହରରେ ରେଡ଼ ଜାରିରଖିଛି। ପୁନେ,ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇ। ଏହା ସହ ଇନକମ ଟ୍ୟାକ୍ସ ବିଭାଗ ୭ ଟି ବ୍ୟାଙ୍କ ଲକରବି ତଥ୍ୟ ବାହାର କରିଛି। ଓ ଜଲ୍ଦି ହିଁ ଏହି ବ୍ୟାଙ୍କ ଲକରକୁ ଖୋଲିବାର କାର୍ଯ୍ୟକ୍ରମ ଆରମ୍ଭ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *