୨୦୦୭ ରେ ଅଧିନାୟକତ୍ୱ ମିଳିବା ମାତ୍ରେ ହିଁ ଧୋନୀ କହିଥିଲେ ଏହି କଥା, ଯାହାକୁ ଶୁଣି ହୋଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ।

ମହେନ୍ଦ୍ର ସିଂ ଧୋନୀ ଭାରତର ଏକ ଅଧିନାୟକ ଭାବେ ଅଭୂତପୂର୍ବ ସଫଳତା ଲାଭ କରିଥିଲେ। ଆଉ ତାଙ୍କ ନାମରେ କ୍ୟାପଟେନସିର ଏକ ଏପରି ରେକର୍ଡ ଅଛି ଯାହାକି ଆଉ କେଉଁ ବି ଅଧିନାୟକଙ୍କ ନାମରେ ନାହିଁ। ସେ ଆନ୍ତର୍ଜାତୀୟ ସ୍ତରରେ କିଛି ମହାନତ୍ତମ ଅଧିନାୟକ ମାନଙ୍କ ଭିତରୁ ଜଣେ ଅଟନ୍ତି। ତାଙ୍କ ନାମରେ ଆଇସିସି ର ତିନୋଟି ଟ୍ରଫି ଜିତିବାର ବିରଳ ରେକର୍ଡ ଅଛି। ସେ ୨୦୦୭ର ୨୦-୨୦ ବିଶ୍ୱକପ, ୨୦୧୧ର ବିଶ୍ୱ କପ ଆଉ ୨୦୧୩ର ଚାମ୍ପିଅନସ ଟ୍ରଫି ଜିତିଛନ୍ତି। ନିଜର କ୍ୟାପଟେନସିରେ ୩୩୨ଟି ମ୍ୟାଚ ଖେଳିଥିବା ଧୋନୀ ପ୍ରଥମେ ୨୦୦୭ ରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱ କପ ଜିତିଥିଲେ।

Google

ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ କରା ଯାଇଥିଲା। ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ ଆଉ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳି ତାଙ୍କର ନାମ ଫେରେଇ ନେଇ ଥିଲେ। ଏହି ସମୟରେ ଯୁବ ଧୋନୀଙ୍କୁ ଭାରତୀୟ ଦଳର ଦାୟିତ୍ତ୍ୱ ଦିଆ ଯାଇଥିଲା। ସେ ଏହି ଦାୟିତ୍ତ୍ୱକୁ ଅଭୂତପୂର୍ବ ଭାବେ ନିଭାଇ ଥିଲେ। ୨୦୦୭ର ଏକଦିବାସୀୟ ବିଶ୍ୱକପ ର ବିଫଳତା ପରେ ଧୋନୀଙ୍କ ଅଧିନସ୍ଥ ଏହି ଯୁବ ଭାରତୀୟ ଦଳ ଏକ ଅଭୂତପୂର୍ବ ଜିତ ଲାଭ କରିଥିଲା। ଫାଇନାଲରେ ପାକିସ୍ଥାନ ବିପକ୍ଷ ଏକ ରୋମାଂଚକ ଜିତ ପରେ ଭାରତୀୟ ଦଳରେ ଏକ ନୂତନ ଉଦାହରଣ ସୃଷ୍ଟି ହେଇଥିଲା। ଏବେ ହିଁ ପୂର୍ବ ଜାତୀୟ ସିଲେକ୍ଟର ସଞ୍ଜୟ ଜଗଦାଲେ ଧୋନୀଙ୍କର ସିଲେକ୍ସନ ବାବଦରେ କିଛି ମତ ଦେଲେ।

ଜଗଦାଲେ ୨୦୦୭ ରେ ବିସିସିଆଇର ଚୟନ କର୍ତ୍ତା ଥିଲେ। ତାଙ୍କୁ କ୍ରୀଡା ଉପରେ ଇଣ୍ଟରଭିଉ ନେଇକି ଚୟନ କର୍ତ୍ତା ଭାବେ ବଛା ଯାଇଥିଲା। ସେ ନିଜର ଏକ ଇଣ୍ଟେର୍ଭିଉରେ କହିଲେ ” ଏହା ୨୦୦୭ର କଥା ଅଟେ। ସେତେବେଳେ ଭାରତ ତାର ସମ୍ପୂର୍ଣ ପୂର୍ବରୁ ହିଁ ଇଂଲଣ୍ଡ ସିରିଜ ଖେଳିବାକୁ ଯାଇଥିଲା। ଦିଲୀପ ବେଙ୍ଗାସ୍କାର ଏହାର ଚେୟାରମାନ ଥିଲେ ଆଉ ତାଙ୍କର ୨୦୦୭ ବିଶ୍ୱ କପ ପାଇଁ ଏକ ମିଟିଂ ଥିଲା। ସଚିନ, ସୌରଭ ଗାଙ୍ଗୁଲି ତଥା ଦ୍ରାଭିଡ କହିଲେ କି ସେମାନେ ଏହି ବିଶ୍ୱ କପ ପାଇଁ ଆଦୌ ପ୍ରସ୍ତୁତ ନାହାନ୍ତି। ମୁଁ ଲଣ୍ଡନରେ ଥିଲି ଆଉ ଆମକୁ ଭାରତ ପାଇଁ ଏକ ସମ୍ପୂର୍ଣ ନୂତନ ଟିମ ବାଛିବାର ଥିଲା। ମୁଁ ନିଜେ ନିଜର ମତାମତ ରଖିଲି ଆଉ ଧୋନୀ ପ୍ରଥମ ଥର ପାଇଁ ଭାରତର ଅଧିନାୟକ ହେଲେ।

Google

ପୂର୍ବ ଚୟନକାର୍ତ୍ତା ମାନେ କହିଲେ କି ଧୋନୀ ଆଗତୁରା ହି ଆଶ୍ବସ୍ଥି ଦେଇଥିଲେ କି ଟିମ ବିଶ୍ୱ କପ ଜିତିକି ଆସିଯିବ। ସପ୍ତମ ଏକ ଦିବସୀୟ ମ୍ୟାଚ ସରିବା ପରେ ମୁଁ ଡ୍ରେସିଂ ରୁମ ଭିତରେ ଧୋନୀଙ୍କୁ କହିଲି କି ଏହା ଏକ ଭଲ ଟିମ ଅଟେ। ତା ପରେ ଧୋନୀ ଆଗକୁ କହିଲେ କି ‘ସାର ଦକ୍ଷିଣ ଆଫ୍ରିକା ରୁ ଆମେ ଟ୍ରଫି ଜିତିକରି ହିଁ ଆସିବୁ’। ଏହି ଆତ୍ମବିଶ୍ୱାସ ଦେଖିକି ମୁ ଆଶ୍ଚର୍ଯ୍ୟ ଥିଲି।

Google

ଆଉ ଯେତେବେଳେ ଭାରତ ବିଶ୍ୱ କପ ଭିତରକୁ ପ୍ରବେଶ କଲା ସେମାନେ ଦୂର ଦୂର ଯାଏ ହିଁ ଫେଭରାଇଟ ନଥିଲେ ମାତ୍ର ଆମ ଟିମ ଟୁର୍ଣ୍ଣାମେଂଟ ଭିତରେ ବହୁତ ଜବରଦସ୍ତ କ୍ରିକେଟ ଖେଳିଲା ଆଉ ଟ୍ରଫି ନିଜ ନାମରେ କଲେ। ଏହା ପରେ ଧୋନୀଙ୍କର ଅଧିନରେ ଟିମ ଆହୁରି ଅନେକ ଟୁର୍ଣ୍ଣାମେଂଟ ଜିତିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *