ଯେବେ ସଡକ ମଝିରେ ଧାରଣାରେ ବସି ଯାଇଥିଲେ ରାଜେଶ ଖାନ୍ନା। ଅଧା ରାତିରେ କରିଥିଲେ ଏହି କାରନାମା। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ବଲିଉଡର ପୂର୍ବ ମେଗା ଷ୍ଟାର ରାଜେଶ ଖାନ୍ନା ୧୯୯୧ ରେ ଦିନେ ନିଜର ଭାଗ୍ୟ ତୁଳନା କରିବା ପାଇଁ ଦିଲ୍ଲୀ ପହଁଚିଲେ। କକା ରାଜିଭ ଗାନ୍ଧୀଙ୍କ ଭଲ ବନ୍ଧୁ ତ ଥିଲେ ହିଁ,ଏହା ସହିତ ତାଙ୍କର ନିଜର ଷ୍ଟାରଡମ ବି ରହିଥିଲା। ଏମିତି ସମୟରେ ସେ ମୁମ୍ବାଇ ଭଳି ଦିଲ୍ଲୀ ରେ ବି ଶହ ଶହ ଲୋକଙ୍କ ଦ୍ୱାରା ଘେରା ରହୁଥିଲେ। ଏମାନଙ୍କ ଭିତରେ କିଛି ପୂର୍ବ କଂଗ୍ରେସ ନେତା ବି ଥିଲେ।

Google

ରାଜେଶ ଖାନା ଦିଲ୍ଲୀରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଥିଲେ। ଏମିତି ସମୟରେ ସେ ଏମିତି ଗୋଟେ ବି ମୌକା ଛାଡୁ ନଥିଲେ ଯାହା ଭିତରେ କି ତାଙ୍କୁ ପବ୍ଲିସିଟି ମିଳିବ। ଏମିତିରେ ଏକ ସୁଯୋଗ ମିଳିଲା ତାଙ୍କୁ ଯେତେବେଳେ କି ଏକ ମାମଲାକୁ ନେଇ କିଛି ଯୁବ ନେତା ମାନେ କହିବା ଦ୍ୱାରା ସେ ଦିଲ୍ଲୀର ତିଳକ ମାର୍ଗକୁ ଧାରଣାରେ ବସିବାକୁ ଗଲେ ।

ତ ଖାଲି କରିଦେଲେ ସଡକ:

କାକାଙ୍କର ଗୋଟେ ହିଁ ଜିଦ ଥିଲା କି ଦିଲ୍ଲୀ ପୋଲିସ କମିଶନରଙ୍କୁ ଡ଼କା ଯାଉ ଆଉ ରାସ୍ତା ଖାଲି କରାଯାଉ। ଏଠାରେ ତିଳକ ମାର୍ଗ ର୍ଡ ଭୀଷଣ ଜାମ ଲାଗିଗଲା ଆଉ ବରିଷ୍ଠ ପତ୍ରକାର ଜୁବେର ଅହମ୍ମଦ ବିବିସି ପାଇଁ ଲେଖିଲେ ଆଉ ଏହି ଘଟଣା ବାବଦରେ କହିଲେ, ” ମୋତେ ଏହା ଅନୁଭବ ହେଉଛି କି ନିଜେ ରାଜେଶ ଖାନ୍ନା ବି ନିଜର ଏହି ଫଇସଲାକୁ ନେଇ ଖୁସି ନାହାନ୍ତି। ସେ ମୋ କାନରେ କହିଲେ , ‘ କଣ ମୁଁ ଠିକ କରୁଛି।’ ମୁଁ କହିଲି ନା, ଏହା ପରେ ସେ ତୁରନ୍ତ ସଡକ ଉପରୁ ଉଠିଗଲେ ଆଉ ପାଖରେ ତିଳକମାର୍ଗ ଥାନାକୁ ଗଲେ। ”

Google
ନିଶାରେ ମିଳେଇଲେ ଡିସିପିଙ୍କୁ କଲ:

ନିଜର ଜିଦ୍ଦି ସ୍ଵଭାବ ପାଇଁ ପ୍ରସିଦ୍ଧ ରାଜେଶ ଖାନା ଦିଲ୍ଲୀରେ ଜଣେ ଡିସିପିଙ୍କ ସହ ହିଁ ଝଗଡା କରି ଦେଇଥିଲେ। ମାତ୍ର ଏହି ଡିସିପି ଥରେ କକାଙ୍କର ଭଲ ବନ୍ଧୁ ଥିଲେ। ରାଜେଶ ଖାନ୍ନାଙ୍କର ଜୀବନୀର ବରିଷ୍ଠ ପତ୍ରକାର ଆଉ ଲେଖକ ୟସୀର ଉସମାନ ଏହା ବାବଦରେ ବର୍ଣ୍ଣନା କରି କରି ଲେଖିଲେ କି ଲାଜପାତ ନଗର ଇଲାକାରେ ଏକ ବିଲ୍ଡିଂଗ ଖସା ଯାଉଥିଲା ଆଉ ସେଠାରେ ରାଜେଶ ଖାନ୍ନା ପୋଲିସଙ୍କୁ ଫୋନ କରି କହିଲେ କି ଏହି ବିଲ୍ଡିଂଗ ତାଙ୍କର ଜଣେ ସମ୍ପର୍କୀୟଙ୍କର ଅଟେ ଆଉ ତାହା ଖସା ନ ଯାଉ।

Google
ଡିସିପିଙ୍କର ଟ୍ରାନ୍ସଫର କରିବା ଉପରେ ଲାଗିଗଲେ ରାଜେଶ:

ଯେତେବେଳେ ଡିସିପି ସେହି ବିଲ୍ଡିଂ ବାବଦରେ ଯାଞ୍ଚ କଲେ ତ ଜାଣିଲେ କି ଆଇନଗତ କାରବାଇ ଠିକ ଥିଲା ଆଉ ସେହି ବିଲ୍ଡିଂ ଅବୈଧ ଥିଲା। ସେ ହାତ ଠିଆ କଲେ ଆଉ ଏହା ଉପରେ କାକା ବହୁତ ରାଗିଗଲେ। ସେ ସେହି ଡିସିପିଙ୍କୁ ଖରପା ଭଲ ତ କହିଲେ ହି ଆଉ ତା ସହ ସେ ସେଦିନ ରାତି ୩.୦୦ ରେ ସେଠାକାର ପୋଲିସ କମିସନରଙ୍କୁ କଲ ବି କଲେ। ସେତେବେଳେ ସେ ନିଶାରେ ଥିଲେ। ତାଙ୍କୁ ପଚାରିଲେ କି ଏକ କେନ୍ଦ୍ର ଶାସିତ ଅଂଚଳ ର ସବୁଠୁ ଲମ୍ବା ଆଉ ଦୂର ପୋଷ୍ଟଙ୍ଗ କେଉଁଠି ହେଇଥାଏ ଆଉ ତା ପରେ ସେ ସେହି କମିଶନରଙ୍କର ଟ୍ରାନ୍ସଫର କରିବାରେ ଲାଗିଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *