୬୪ ବର୍ଷର ରେଖା କାହା ନାମର ସିନ୍ଦୂର ଲଗାନ୍ତି, ଅଭିନେତ୍ରୀ ଦେଲେ ନିଜେ ଉତ୍ତର ।

Whose name does 64-year-old Rekha use sindoor? The actress herself answered

୯୦ ଦଶନ୍ଧିରେ ସବୁଠୁ ପରିଚିତ ଅଭିନେତ୍ରୀ ବଲିଉଡର ରେଖା ଗଣେଶନଙ୍କୁ ଆଜି କିଏ ନ ଜାଣିଛି। ସେ ବଲିଉଡର ସବୁଠୁ ସୁନ୍ଦର ଏବଂ ବୁଦ୍ଧିମାନ ଅଭିନେତ୍ରୀ ଅଟନ୍ତି। କିନ୍ତୁ ଯଦି ତାଙ୍କର ନିଜ ଜୀବନ କଥା କରିବା ତ ଆଜି ବି ରହସ୍ୟମୟ ଅଛି। ସେ ଫିଲ୍ମରେ ବହୁତ ନାମ ହାସିଲ କରିଛନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ବହୁତ କଷ୍ଟ ସହିଛନ୍ତି।

Google

ସେ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ରେଖା ତାଙ୍କ କ୍ୟାରିୟରରେ ଏବେ ପର୍ଯ୍ୟନ୍ତ ୧୮୦ରୁ ଅଧିକ ଫିଲ୍ମ କରିସାରିଲେଣି। ସେ ଚେନ୍ନାଇରେ ରୁହନ୍ତି, ତାଙ୍କ ଜନ୍ମଭୂମି ଚେନ୍ନାଇ ଅଟେ। ରେଖା ତାମିଲର ଅଭିନେତା ଜେମିନ ଗଣେଶନ ଏବଂ ପୁଷ୍ପାବଲି ଘରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ତାମିଲ ଅଭିନେତା ଭାବରେ ବହୁତ ସଫଳତା ଲାଭ କରିଛନ୍ତି ଏବଂ ତାଙ୍କ ଆଦର୍ଶରେ ଚାଲି ରେଖା ବି ନିଜ ନାମ ଅର୍ଜନ କଲେ। ରେଖା ନିଜ ମାତୃଭାଷା ତେଲୁଗୁ ବୋଲି ମାନନ୍ତି। ଏହା ଛଡ଼ା ରେଖାଙ୍କର ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମଧ୍ୟ ରୁଚି ରହିଛି।

ରେଖାଙ୍କ ଜୀବନ ଏପରି ମୋଡ଼ରେ ଆସିଛି ଯେଉଁଥିରେ ତାଙ୍କ ପ୍ରଥମ ଅଫେୟାର ଅମିତା ବଚ୍ଚନଙ୍କ ସହିତ ଥିଲା,କିନ୍ତୁ ତାଙ୍କ ବିବାହ ମୁକେଶ ଅଗ୍ରୱାଲଙ୍କ ସହିତ ହେଲା। ହେଲେ ଏହି ବିବାହ ଅଧିକ ଦିନ ଧରି ସଫଳ ହୋଇ ରହିଲା ନାହିଁ ଏବଂ ୧ ବର୍ଷ ପରେ ମୁକେଶ ଆତ୍ମହତ୍ୟା କରିଦେଲେ।

Is this why Amitabh Bachchan and Rekha bid goodbye to each other?
Google

ଯାହାପରେ ରେଖା ଦ୍ୱିତୀୟ ବିବାହ ବିନୋଦ ମେହେରାଙ୍କ ସହିତ କଲେ,କିନ୍ତୁ ବିନୋଦ ମେହେରାଙ୍କ ପରିବାର ଲୋକ ରେଖାଙ୍କୁ କେବେ ଆପଣେଇଲେ ନାହିଁ ଏବଂ ଯେବେ ବିବାହ କରିକି ରେଖା,ବିନୋଦ ମେହେରାଙ୍କ ଘରକୁ ଆସିଲେ ତେବେ ରେଖାଙ୍କ ଶାଶୂ ରେଖାଙ୍କୁ ମାରିବା ପାଇଁ ଚପଲ ମଧ୍ୟ ଉଠେଇଦେଇଥିଲେ ଏବଂ ତାଙ୍କୁ ଘରୁ ବାହାର କରିଦେଲେ।

ମଥାରେ ସିନ୍ଦୂରର ରହସ୍ୟ:

ଆଜି ବି ଏହି ରହସ୍ୟ ହୋଇକି ଅଛିକି ରେଖାଙ୍କ ମଥାରେ ଏ ସିନ୍ଦୂର କାହାର ଅଟେ,କାହା ନାମର ସିନ୍ଦୂର ଲଗାଉଛନ୍ତି। ଋଷି କପୁର ଏବଂ ନିତୁ ସିଂହଙ୍କ ବିବାହ ସମୟରେ ସେତେବେଳେ ସେହି ବିବାହରେ ଯୋଗ ଦେବା ପାଇଁ ରେଖା ଯାଇଥିଲେ,ଯେଉଁଠି ସେ ସିନ୍ଦୂର ଲଗେଇଥିଲେ ଏବଂ ମଙ୍ଗଳସୁତ୍ର ବି ପିନ୍ଧିଥିଲେ ହେଲେ ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ସେହି କଥାକୁ ରେଖାଙ୍କୁ ପଚରାଗଲା ସେତେବେଳେ ରେଖା କଥାକୁ ବୁଲେଇବାକୁ ଯାଇ କହିଲେ ସେ ସୁଟିଙ୍ଗରୁ ସିଧା ବିବାହରେ ଯୋଗ ଦେବାକୁ ଆସିଛନ୍ତି କିନ୍ତୁ ରେଖାଙ୍କୁ କେବଳ ଗୋଟିଏ ଥର ନୁହେଁ କେତେ ଥର ଦେଖିବାକୁ ମିଳିଛି କି ସେ ସିନ୍ଦୂର ଏବଂ ମଙ୍ଗଳସୁତ୍ର ପିନ୍ଧୁଛନ୍ତି କିନ୍ତୁ ଏହି କଥାର କାରଣ କେହି ବି ଜାଣିନାହାନ୍ତି କି କଣ ସତ ଅଟେ ଏବଂ କଣ ମିଛ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *