ଉଡାଜାହାଜରେ କଣ ପାଇଁ ଲାଗିଥାଏ ଏତେ ସାରା ଲାଇଟ । ଜାଣନ୍ତୁ କାରଣ କଣ ପାଇଁ ଲଗେଇଥାନ୍ତି ଏତେ ଲାଇଟ ।

ଯଦି ଆପଣ କେବେ ପ୍ଲେନରେ ଯାତ୍ରା କରିଛନ୍ତି ଅଥବା ପ୍ଲେନ ରାତିରେ ଉଡୁଥିବାର ଦେଖିଛନ୍ତି ତ ତାହା ଭିତରେ ଆପଣଙ୍କର ସବିଠୁ ଅଧିକ ନୋଟିସ କରିବା ଯୋଗ୍ୟ ଜିନିଷ ଥାଏ ତାହା ଉପରେ ଲାଗିଥିବା ଲାଇଟ। ଅନ୍ଧାର ରାତିରେ ଯେତେବେଳେ ପ୍ଲେନ ଉଡିବା ଆରମ୍ଭ କରେ ତ ଆପଣ କେବେ ବି କହି ପାରିବେନି କି ତାହା ଉଡୁଛି କି ନାହିଁ ମାତ୍ର ତାର ଲାଇଟ ମାନଙ୍କୁ ଦେଖିକି ଆପଣ କହି ପାରିବେ।

Google

ଅଧିକତ୍ତର ରାତି ସମୟରେ ପ୍ଲେନରେ ଲାଗିଥିବା ଲାଇଟ ନଜର ଆସେ ମାତ୍ର କଣ ଆପଣ କହି ପାରିବେ କି ଏହି ସବୁ ଲାଇଟ କାହିଁକି ଲାଗିଥାଏ। ଆସନ୍ତୁ ଆମେ ଆପଣଙ୍କ ପାଖରେ ତାର କାରଣ କହିବୁ।

ଲୋଗୋ ଲାଇଟ: ଏହି ଲାଇଟ ପ୍ଲେନର ପଙ୍ଖା ଅଥବା ଫ୍ୟାନ ଉପରେ ଲାଗିଥାଏ ଯାହା କି ପ୍ଲେନର କମ୍ପାନୀର ନାମ ବଡ଼ ବଡ଼ ଅକ୍ଷରରେ ଦେଖେଇ ଥାଏ। ଏହି ଲାଇଟ ଆଇନଗତ ଭାବେ ଲଗେଇବା ଜରୁରୀ ନୁହଁ ମାତ୍ର ପ୍ଲେନର ମାର୍କେଟିଂ ପାଇଁ ଏହା ଜରୁରି ଥାଏ। ଏହାଦ୍ୱାରା ପ୍ଲେନ କମ୍ପାନୀର ନାମ ବଡ଼ ବଡ଼ ଅକ୍ଷରରେ ରାତି ସମୟରେ ବି ଦେଖା ଯାଇଥାଏ।

ବିଙ୍ଗ ଯାଞ୍ଚ କଲା ଵାଲା ଲାଇଟ: ବିଙ୍ଗ ଅଥବା ପ୍ଲେନର ପଙ୍ଖା ଉପରେ ମଧ୍ୟ କିଛି ଲାଇଟ ଲାଗିଥାଏ ଯାହାକୁ ବିଙ୍ଗ ଲାଇଟ କୁହାଯାଏ। ଏହି ଲାଇଟ ଦ୍ୱାରା ଗ୍ରାଉଣ୍ଡ କ୍ରୁ ତଥା ମେଣ୍ଟେନାନ୍ସ କର୍ମୀ ମାନଙ୍କୁ ବିଙ୍ଗର ଯାଞ୍ଚ କରିବାରେ ସହଜ ହେଇଥାଏ।

Google
ରେଡ଼ ଏଣ୍ଟି କୋଳାଇଜନ ଲାଇଟ:

ଏହି ଲାଇଟ ମାନଙ୍କର ବ୍ୟବହାର ହାୱାରେ ପ୍ଲେନ ମାନଙ୍କୁ ଭିଡା ଭିଡିରୁ ବଞ୍ଚେଇବା ପାଇଁ କରା ଯାଇଥାଏ। ଏହାକୁ ଜଳେଇବା ଦ୍ୱାରା ପ୍ଲେନ ମାନେ ନିଜର ସିଗ୍ନାଲ ଦିଅନ୍ତି ଯାହାଦ୍ୱାରା କି ଆଗରେ ଆସୁଥିବା ପ୍ଲେନ ଜାଣି ଯାଇଥାଏ କି ତାର ବାଟରେ ଆଉ ଜଣେ ପ୍ଲେନ ଅଛି। ଗ୍ରାଉଣ୍ଡ କ୍ରୁ ତଥା ମେଂଟଣାସ କର୍ମୀ ମାନଙ୍କୁ ବି ଯେତେବେଳେ ପ୍ଲେନ ଏୟାରପୋର୍ଟରେ ଲ୍ୟାଣ୍ଡ କରେ ଜଣା ପଡ଼ିଯାଏ କି ପ୍ଲେନ ଆସିଗଲା ବୋଲି। ଖାସ କରିକି ଯେତେବେଳେ କି ହଵାରେ ଏକାଧିକ ପ୍ଲେନ ଉଡୁଥାନ୍ତି। ଏହି ଲାଇଟ କୁ ସେତେବେଳେ ବନ୍ଦ କରା ଯାଇଥାଏ ଯେତେବେଳେ ପ୍ଲେନର ଇଞ୍ଜିନ ବନ୍ଦ ହେଇଯାଏ।

ଧଳା ଏଣ୍ଟି କୋଳାଇଜନ ଲାଇଟର କାମ ବି ରେଡ଼ ଏଣ୍ଟି କୋଳାଇଜନ ଲାଇଟ ଭଳି ହେଇଥାଏ ଆଉ ଏହା ଏତେ ତୀବ୍ର ହେଇଥାଏ କି ଶହ ଶହ କିମି ଦୂରରୁ ବି ଏହି ଲାଇଟ କୁ ହଵା ରେ ଦେଖି ହୁଏ। ଏହାକୁ କେବଳ ହଵାରେ ଷ୍ଟାର୍ଟ କରାଯାଏ।

ପୋଜିସନ ଲାଇଟ: ପୋଜିସନ ଲାଇଟ ବି କୋଳାଇଜନ ଲାଇଟ ଭଳିଆ ପ୍ଲେନର ବିଙ୍ଗ ଉପରେ ଲାଗିଥାଏ ମାତ୍ର ଏହା ସବୁଜ ତଥା ଲାଲ ରଙ୍ଗର ହେଇଥାଏ। ଏହା ପ୍ଲେନ ବିଙ୍ଗ ଉପରେ ଲାଗିବା ଦ୍ୱାରା ଏହା ପ୍ଲେନ କୁ ଉପଯୁକ୍ତ ଦିଗ ତଥା ସ୍ଥାନ ଦେଖେଇବାରେ ସହାୟକ ହୁଏ।

Google

ଅଲଟରନେଟିଙ୍ଗ ଲ୍ୟାଂଡିଂ ଲାଇଟ: ଏହା ପ୍ଲେନ ଉପରେ ଲାଗିଥିବା ଏକ ନୂତନ ପ୍ରକାର ଲାଇଟ ସିଷ୍ଟମ ଅଟେ ଯାହାଦ୍ୱାରା ପ୍ଲେନ କେତେବେଳେ ମାଟିରେ ଲ୍ୟାଣ୍ଡ କରୁଛି ତାହା ଜାଣି ହେବ। ଏହି ସିଷ୍ଟମ ଦ୍ୱାରା ପ୍ଲେନର ବିଙ୍ଗ ତଥା ତାର ତଳେ ଦୁଇଟି ଲାଇଟ ଲଗା ଯାଇଥାଏ ଯାହା ଗୋଟେ ପରେ ଗୋଟେ ଜଳିବା ଆରମ୍ଭ କରେ ଯେତେବେଳେ ପ୍ଲେନ ଲ୍ୟାଣ୍ଡ କରେ। ଏହାକୁ ୨୦୦ଫୁଟ ଉଚ୍ଚତା ରୁ ଜଳେଇ ଦିଆ ଯାଏ।

ଲ୍ୟାଂଡିଂ ଲାଇଟ: କେଉଁ ବି ପ୍ଲେନର ସବୁଠୁ ଜୋର ଜଳିବା ଵାଲା ଲାଇଟ ହେଉଛି ଏହାର ଲ୍ୟାଂଡିଂ ଲାଇଟ। ଏହା ପ୍ଲେନ ବିଙ୍ଗର ତଳ ଭାଗରେ ଲାଗିଥାଏ ଆଉ ତାହା ପ୍ଲେନ ଲ୍ୟାଣ୍ଡ କରୁଥିବା ସମୟରେ ଜୋର ଜୋର ରେ ଜଳିଥାଏ। ଏଥିରେ ୬୦୦ୱାଟର ବହୁତ ବଲବ ଲାଗିଥାଏ ତେଣୁ ତାହା ଏତେ ଜୋର ଜଳେ।

ରନୱେ ଟର୍ନ ଅଫ ଲାଇଟ ବା ଟ୍ୟାକ୍ସି ଲାଇଟ: ଏହି ଲାଇଟ ବି ପ୍ଲେନର ଟିପ ତଳକୁ ଲାଗିଥାଏ ଯାହାର କାମ ସେତେବେଳେ ଆସେ ଯେତେବେଳେ ପ୍ଲେନ ରନଓଏ ଛାଡିକି ପାର୍କ କରା ଯାଏ ଯାହାଦ୍ୱାରା କି ଆଗ ରାସ୍ତା ଦେଖାଯାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *