କଣ ପାଇଁ ସ୍ଲିମ ଝିଅଙ୍କୁ ପସନ୍ଦ କରନ୍ତିନି ପୁରୁଷ। କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ। ଏହିପରି ଝିଅଙ୍କୁ ପସନ୍ଦ କରନ୍ତି ପୁଅ।

ଦୁନିଆରେ ଅଲଗା ଅଲଗା ପ୍ରକାରର ମଣିଷ ଥାଆନ୍ତି। ସବୁ ମନୁଷ୍ୟର ଅଲଗା ଗୁଣ ତଥା ଅଲଗା ଭାବନା ଥାଏ। ଏହି ସମସ୍ତ ଭିତରେ ସବୁ ଲୋକଙ୍କର ଅଲଗା ଅଲଗା ପସନ୍ଦ ନାପସନ୍ଦ ବି ଥାଏ। ତ ଏହା ସାଧାରଣ କଥା କି ଅଲଗା ଅଲଗା ଲୋକ ଙ୍କର ଅଲଗା ଅଲଗା ପସନ୍ଦ ରହିବ। ଦୁନିଆରେ ଅଲଗା ପୁରୁଷ ଅଲଗା ଅଲଗା ମହିଳା ମାନଙ୍କୁ ପସନ୍ଦ କରି ଥାଆନ୍ତି ମାତ୍ର ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି କେଉଁ ପ୍ରକାର ମହିଳା ମାନଙ୍କୁ ସର୍ବାଧିକ ପୁରୁଷ ପସନ୍ଦ କରି ଥାଆନ୍ତି। ଏହା ଆମେ ଏକ ଅନଲାଇନ ସର୍ଭେ ଦ୍ୱାରା କହିବାକୁ ଯାଉଛୁ।

Google

ଏହି ଏକ ସର୍ଭେ ଭିତରେ ୧ ହଜାର ପୁରୁଷ ମାନଙ୍କୁ ସାମିଲ କରାଯାଇଥିଲା ଆଉ ତାଙ୍କୁ କିଛି ପ୍ରଶ୍ନ କରାଯାଇ ଥିଲା। ତାଙ୍କୁ ପ୍ରଶ୍ନ କରା ଯାଇଥିଲା କି ତାଙ୍କୁ କେଉଁ ପ୍ରକାର ଝିଅ ଅଧିକ ପସନ୍ଦ ଅର୍ଥାତ ପାତଳୀ ଝିଅ ବା ସ୍କିନି ଝିଅ ଅଥବା ମୋଟା ବା ଫ୍ୟାଟ ଝିଅ। ଏଥିରେ କିଛି ପୁରୁଷ ପତଳା ବା ତନୁପାତେଳୀ ଝିଅଙ୍କୁ ପସନ୍ଦ କରୁଥିବା କଥା କହିଥିଲେ ହେଲେ ତାଙ୍କ ଭିତରୁ ଅଧିକ ପୁରୁଷ ମୋଟା ଝିଅଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ।

ସର୍ଭେଜନକ ଭିଡିଓରେ ସାମିଲ ହେଇଥିବା ପୁରୁଷ ମାନେ କହିଛନ୍ତି କି ଅଧିକାଂଶ ଚର୍ବି ଥିବା ଝିଅଙ୍କୁ ପସନ୍ଦ କରାଯାଇଥାଏ। କାରଣ ଚର୍ବି ଅଧିକ ଥିଲେ ଝିଅ ଟିକେ ଅଧିକ ସୁନ୍ଦର ଲାଗି ଥାଆନ୍ତି ଆଉ ତାଙ୍କୁ ଆଲିଙ୍ଗନ କରିବାରେ ଅଲଗା କାରଣ ଥାଏ। ତେଣୁ ପାତେଳୀ ଝିଅଙ୍କ ତୁଳନାରେ ମୋଟା ଝିଅଙ୍କୁ ଅଧିକ ପସନ୍ଦ କରାଯାଇଥାଏ। ଅଧିକ ପୁଅ ପାତେଲି ଝିଅଙ୍କୁ ପସନ୍ଦ ନ କରିକି ଚର୍ବି ଥିବା ଝିଅଙ୍କୁ ପସନ୍ଦ କରିଥାଆନ୍ତି।

Google

ସର୍ଭେରେ ସାମିଲ ଥିବା ଯୁବ ବୟସ୍କ ପୁଅ ମାନଙ୍କର ମତାମତ ପୁରା ଠିକ ରହିଥିଲା ଆଉ ସେମାନଙ୍କ ଭିତରୁ କିଛି କହିଲେ କି ତାଙ୍କୁ ପାତେଳି ଝିଅ ଅଧିକ ପସନ୍ଦ ଥାଆନ୍ତି ମାତ୍ର ଯେତେ ବି ପ୍ରୌଢ ଅର୍ଥାତ ୨୫ ବୟସରୁ ଅଧିକ ବୟସର ଲୋକ ଥିଲେ ସେମାନଙ୍କର କହିବା ଥିଲା କି ତାଙ୍କୁ ମୋଟା ଝିଅ ଅଧିକ ପସନ୍ଦ ଥିଲେ। ତାଙ୍କର ମୁତାବକ ପାତେଳୀ ଝିଅ ବହୁତ ଆକର୍ଷଣୀୟ ଥାଆନ୍ତି ମାତ୍ର ମୋଟା ଝିଅ ତାଙ୍କଠୁ ଅଧିକ ଆକର୍ଷଣୀୟ ଥାଆନ୍ତି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *