IPL ୨୦୨୧: ଧୋନିଙ୍କ ଏହି ଭିଡିଓ ହେଉଛି ବହୁତ ଭାଇରଲ। କଣ ଅଛି ଏଥିରେ ଖାସ! ଦେଖନ୍ତୁ ଭିଡିଓ।

କରୋନା ସଙ୍କଟ ମଧ୍ୟରେ ଦେଶରେ ଆଇପିଏଲ ଆରମ୍ଭ ହୋଇଯାଇଛି। ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଖେଳାଯାଇଛି।ସବୁ ଲୋକ ନିଜ ନିଜ ଟିମକୁ ଚିୟର କରୁଛନ୍ତି। ମ୍ୟାଚ ସମୟରେ ଷ୍ଟାଡିୟମରୁ କିଛି ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି।ଓ କିଛି ସୁନ୍ଦର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଦେଖିଲେ ଆପଣ କିଛି ଖାସ ଜାଣିପାରିବେ ନାହିଁ କିନ୍ତୁ ଭଲସେ ଦେଖିଲେ ସବୁ ବୁଝିପାରିବେ।

ଏହା ତ ଆମେ ସବୁ ଜାଣିଛେ ମହେନ୍ଦ୍ର ସିଂହ ଧୋନି ପଡ଼ିଆରେ ଥାନ୍ତି ତ କ୍ୟାମେରା ଠୁ ନେଇ ଲୋକଙ୍କ ନଜର ମଧ୍ୟ ତାଙ୍କ ଉପରେ ହିଁ ରହିଥାଏ। ଧୋନି କଣ କେବେ କମାଲ କରିଦେବେ କାହାକୁ ଜଣାନାହିଁ। ଶୁକ୍ରବାରକୁ ବି କିଛି ଏପରି ହିଁ ହେଲା। ଶୁକ୍ରବାରକୁ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ହେଉଥିଲେ ଯେଉଁଥିରେ ଧୋନି କିଛି ଅଲଗା ଦେଖାଗଲେ। ସବୁଠୁ ଆଗ ଆପଣ ଭିଡ଼ିଓଟିକୁ ଦେଖନ୍ତୁ।

ତ ଦେଖିଲେ ଆପଣ ହୋଇପାରେ ଆପଣ ମାମଲାକୁ ବୁଝିଯାଇଥିବେ। ଯଦି ଏବେ ମଧ୍ୟ ଆପଣ ଏହାକୁ ବୁଝିପାରୁନାହଁନ୍ତି ତେବେ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା। ଭଲସେ ଧୋନିଙ୍କ ଟୋପିକୁ ଦେଖନ୍ତୁ। କ୍ୟାପଟେନ କୁଲ ସବୁବେଳେ ୭ ନମ୍ବରର ଜର୍ସି ପିନ୍ଧିଥାନ୍ତି। କିନ୍ତୁ ତାଙ୍କ ଟୋପି ନମ୍ବର ୧ ଅଟେ। ଏପରି ପ୍ରଥମ ଥର ହୋଇଛି ଯେବେ ଧୋନି ୧ ନମ୍ବରର ଟୋପି ପିନ୍ଧିଥାନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଲୋକ ଏହା ଉପରେ ଲଗାତର କମେଣ୍ଟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *