ସୋନୁ ସୁଦଙ୍କ ଘରକୁ ସାହାଯ୍ୟ ମାଗିବାକୁ ଆସିଥିବା ଝିଅ ଉପରେ ସୋନୁ ସୁଦଙ୍କୁ ଆସିଲା ରାଗ। ଦେଖନ୍ତୁ ଭିଡିଓ…

ଗରିବଙ୍କ ଭଗବାନ ସୋନୁ ସୁଦଙ୍କୁ କିଏବା ନଜାଣେ। ଏବେ ଲୋକ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। କାରଣ ସେ କାମହିଁ ଏପରି କରିଛନ୍ତିକି ସେ ଏହି ପ୍ରଶଂସାର ଅଧିକାରୀ।ସେ ପ୍ରଥମେ ସେବେ ଚର୍ଚ୍ଚାକୁ ଆସିଥିଲେ ଯେବେ ପୂର୍ବ ବର୍ଷ ଲକଡାଉନରେ ବାହାରେ ଫସିଥିବା ଶ୍ରମିକଙ୍କୁ ସେ ଆଣି ଘରେ ପହଁଞ୍ଚାଇଥିଲେ। କେବଳ ଘରେ ପହଁଞ୍ଚାଇ ନଥିଲେ ବରଂ ସେମାନଙ୍କୁ ରହିବାକୁ ଖାଇବାକୁ ଅନେକ ଲୋକଙ୍କୁ ଚାକିରୀ ମଧ୍ୟ ଦେଇଥିଲେ।

Google

ସେବେଠୁ ଯେବେବି କିଏ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମାଗିଛି ସେ ସାହାଯ୍ୟ କରିଆସୁଛନ୍ତି। ଏହି ବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀରେ ସେ ରାତିରେ ମଧ୍ୟ ନସୋଇ ଲୋକଙ୍କ ସେବା କରୁଛନ୍ତି। ଆପଣଙ୍କୁ କହିରଖିବୁ ପ୍ରତ୍ୟେକ ଦିନ ତାଙ୍କ ଘରକୁ ହଜାର ହଜାର ଲୋକ ଭିଭିନ୍ନ ସମସ୍ୟା ନେଇ ଆସୁଛନ୍ତି। ସୋସିଆଲ ମିଡ଼ିଆରେ ବି ସେ ସବୁବେଳେ ଆକ୍ଟିଭ ରହିଛନ୍ତି ଯେବେବି ଯେଉଁଠି ଯାହାକୁ କେଉଁଠି ଅକ୍ସିଜେନ ତ କେଉଁଠି ବେଡ଼ ମିଳିବା ହେବ ସେ ସାହାଯ୍ୟ କରିଆସୁଛନ୍ତି।

ଆପଣଙ୍କୁ କହିରଖିବୁ ସେ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏହା ମାନେ ନୁହେଁ ସେ ସମସ୍ତଙ୍କୁ ଟଙ୍କା ଦେଇ ସାହାଯ୍ୟ କରିବେ। ସେ କେବଳ ଅସହାୟ ଅବସ୍ଥାରେ ଆପଣଙ୍କୁ ସାହାଯ୍ୟ କରିବେ କିନ୍ତୁ କିଛି ଲୋକ ତାଙ୍କୁ ସିଧାସଳଖ ପଇସା ମାଗିବାରେ ଲାଗିଛନ୍ତି। କିଛି ଦିନ ତଳେ ତାଙ୍କ ଘରେ ଏପରି ଦେଖିବାକୁ ମିଳିଥିଲା। ଜଣେ ଯୁବତୀ ସୋନୁଙ୍କୁ ସିଧା ସଳଖ ଭାବେ ଆର୍ଥିକ ସହାୟତା ମାଗିଥିଲେ ଯାହା ପରେ ସୋନୁ ରାଗିଯାଇଥିଲେ। ସୋନୁ ତାଙ୍କୁ ସିଧା ସିଧା କହିଥିଲେକି ମୁଁ ଗରିବ ଲୋକଙ୍କ ଅସହାୟ ସମୟରେ କୌଣସି ପ୍ରକାର ଅସୁବିଧାରେ ନିଶ୍ଚୟ ସାହାଯ୍ୟ କରିବି ଏହାର ଅର୍ଥ ନୁହେଁ କି ଯାହାକୁ ପାରିବି ଚଳିବା ପାଇଁ ସିଧା ସଳଖ ଅର୍ଥ ଦେଇଦେବି। ଆପଣଙ୍କୁ ମଧ୍ୟ କହିରଖିବୁ ଏହା ପୁରା ଭୁଲ ଅଟେ ଆପଣ ନିଜ ଚଳିବା ପାଇଁ ସାହାଯ୍ୟ ମାଗିବା ଭୁଲ ଅଟେ। ଆପଣ ନିଜେ ପରିଶ୍ରମ କରିବା ଆବଶ୍ୟକ। କୌଣସି ପ୍ରକାର ମେଡିକାଲ ସହାୟତା ବା ଅନ୍ୟ ଅସୁବିଧା ପାଇଁ ଆପଣ ସାହାଯ୍ୟ ମାଗିବେ। ଆପଣ ଯଦି ସିଧା କାମ ନକରି ଚଳିବା ପାଇଁ ସାହାଯ୍ୟ ମାଗିବେ ତେବେ କିପରି ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *