ଚତୁର୍ଥୀ ରାତିରେ ସ୍ୱାମୀ ତାର କନ୍ୟାର ଅପେକ୍ଷା କରୁଥିଲା। ପତ୍ନୀ ଛୁରୀ ବାହାର କଲା ଆଉ ତା ପରେ କିଛି ଏମିତି ଘଟିଲା। ସମସ୍ତେ ଆଶ୍ଚର୍ଯ୍ୟ।

ବିଜନୌରରେ ଜଣେ ଲୁଟେରା ଦୁଲହନର କାହାଣୀ ପୁରା ଏବେ ଖବର ଉପରେ ଅଛି। ବିଜନେର ଇଲାକାରେ ସେହି କାହାଣୀର ବହୁତ ଘଟଣା ଚର୍ଚ୍ଚାରେ ଥିବାର ଜଣା ପଡୁଛି। ବିବାହର ପ୍ରଥମ ରାତିରେ ନୂଆ କରି ବିବାହ କରିଥିବା କନ୍ୟା ଯେଉଁ କାଣ୍ଡ କଲା ତାହା ଶୁଣି କେହି ବି ଆଶ୍ଚର୍ଯ୍ୟ ହେଇଯିବ। ଝିଅ ଫେରାର ଆଉ ପୀଡିତ ପରିବାର ସେହି ଦୁଲହନଙ୍କ ବିପକ୍ଷରେ କମ୍ପ୍ଲେନ ଦର୍ଜ କରିଛି।

Google

ଖବର ମୁତାବିକ ଦୁଲହନ ବିବାହର ପ୍ରଥମ ରାତିରେ ସ୍ୱାମୀ ଠାରୁ ଲୁଟିବାରେ ଚକରରେ ତାହା ଉପରେ ଧାର ଦାର ହତୀୟାରରେ ଆଘାତ କଲା। ହଜାର ହଜାର ଟଙ୍କାର ଗହଣା ତଥା ଆହୁରି ଅନେକ ଦାମୀ ଜିନିଷ ଚୁରେଇ କରି ରଫୁ ଚକର ହେଇ ଗଲା। ହରିଦ୍ୱାର ଚଣ୍ଡୀ ଘାଟର ମନିଶାଙ୍କର ବିବାହ ବିଜନୌରର କୁଣ୍ଡା ଇଲାକା ରେ ରହୁ ଥିବା ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ସହ ୧୫ ମାର୍ଚ୍ଚକୁ ହେଇଥିଲା। ବିବାହର ପ୍ରଥମ ରାତିରେ ହିଁ ନବ ବିବାହିତା ମହିଳା ଜଣକ ଲୁଟ ପାଟକୁ ଶେଷ କଲା। ଆଉ ଏହାକୁ ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଇଗଲେ।

Google

ଚତୁର୍ଥୀ ରାତିରେ ନବ ବିବାହିତା ମହିଳା ମନୀଷା ନିଜର ସ୍ୱାମୀ ଚନ୍ଦ୍ର ଶେଖରଙ୍କ ମୁଣ୍ଡ ଉପରେ ଧାରଦାର ହତୀୟାର ରେ ଆକ୍ରମଣ କରି ତାଙ୍କୁ ଲହୁ ଲୁହାନ କରି ଦେଲା। ଅଧିକ ରକ୍ତ ବାହାରୁଥିବା କାରଣରୁ ଚନ୍ଦ୍ରଶେଖର ବେହୋସ ହେଇ ଗଲା। ସ୍ୱାମୀ ବେହୋସ ହେବା କ୍ଷଣି ହିଁ ମନୀଷା ସେଠାରୁ ୧୫ ହଜାର ଟଙ୍କା ନଗଦ ଆଉ ବହୁତ ସାରା ଦାମୀ ଜିନିଷ ନେଇକି ଫେରାର ହେଇଗଲା। ଘାୟଲ ଅବସ୍ଥା ରେ ଥିବା ସ୍ୱାମୀ ଚନ୍ଦ୍ର ଶେଖର ସେହି ଆହତ ଅବସ୍ଥାରେ ପୋଲିସ ପାଖରେ ଲୁଟେରା ସ୍ତ୍ରୀ ବିପକ୍ଷରେ କମ୍ପ୍ଲେନ ଦେଲେ। ପୋଲିସ ଏବେ ସେହି ମାମଲାର ପୁରା ଯାଞ୍ଚ ପରତାଳ କରିବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *