ମଧ୍ୟପ୍ରଦେଶର ଜଣେ ସ୍ତ୍ରୀ ତାର ସ୍ୱାମୀର ପ୍ରେମିକା ହେଇ ତାକୁ ଧରିଲା ଆଉ ତା ପରେ ତାର ବହୁତ ପିଟା ପିଟି ଗଲା। ଏହି ମାମଲା ରାଜ୍ୟର ବୈତୁଳର ଅଟେ। ସ୍ୱାମୀର ଚରିତ୍ର ଉପରେ ସ୍ତ୍ରୀକୁ ଲମ୍ବା ସମୟରୁ ସନ୍ଦେହ ଥିଲା। ଏମିତିରେ ନିଜ ସ୍ୱାମୀକୁ ଦୋଷୀ ହାତରେ ଧରିବା ପାଇଁ ପତ୍ନୀ ନିଜର କିଛି ସାଙ୍ଗ ମାନଙ୍କ ସହ ମିଶି ଏକ ପ୍ଲାନ ବନେଇଲା। ଏହି ପ୍ଲାନ ଅନୁସାରେ ପତ୍ନୀ ଜଣେ ଅଜଣା ଝିଅ ହେଇ ସ୍ୱାମୀ ସହ ପ୍ରଥମେ ବନ୍ଧୁତା କଲା ଆଉ ତା ପରେ ତାର ପ୍ରେମିକା ହେଇ ଗଲା। ପ୍ରେମିକା ହେଇଥିବା ସ୍ତ୍ରୀ ପ୍ରଥମେ ନିଜ ସ୍ୱାମୀ ସହ ଭେଟିବାକୁ ଚେଷ୍ଟା କଲା ଆଉ ତା ପରେ ତାର ସ୍ୱାମୀ ନିଜ ପ୍ରେମିକାର କହିଥିବା ସ୍ଥାନରେ ପହଂଚି ଗଲା। ଏହାକୁ ତାର ସ୍ୱାମୀ ସ୍ୱୀକାର କରିନେଲା।

ପ୍ରେମିକାକୁ ଭେଟିବାକୁ ପହଁଚିଥିବା କଲେକ୍ଟରେଟ ସ୍ୱାମୀ ଯେତେବେଳେ ସେଠାରେ ନିଜର ପତ୍ନୀକୁ ଦେଖିଲା ତ ବହୁତ ଆଶ୍ଚର୍ଯ୍ୟ ରହିଗଲା। ସେଠି ସ୍ତ୍ରୀ ଆଉ ଅପେକ୍ଷା ନକରି ସ୍ୱାମୀର ଧୁଲେଇ କରିବା ଆରମ୍ଭ କରି ଦେଲା। ସ୍ତ୍ରୀର ସାଙ୍ଗ ମାନେ ବି ନିଜ ଭିନେଇ ଭାଇଙ୍କର ଖୁବ ଧୁଲେଇ କଲେ। ଏହି ମାମଲା ଏତେ ବାଟ ପହଂଚିଗଲା କି ପୋଲିସ ପର୍ଯ୍ୟନ୍ତ କଥା ପହଁଚିଲା ଆଉ ପୋଲିସ ଏହି ସଭିଙ୍କୁ ଧରି ନେଇଗଲା। ତା ପରେ ସ୍ତ୍ରୀ ସବୁ କଥା ପୋଲିସକୁ କହିଲା।
ପତ୍ନୀ ପୋଲିସଙ୍କୁ କହିଲା କି ତାଙ୍କର ବିବାହ ସେହି ଜିଲ୍ଲାର ବିଧବା ଗ୍ରାମର ବସନ୍ତ ଝାଂସେଙ୍କ ସହ ୨୦୧୬ ମସିହାରେ ହେଇଥିଲା। ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ବହୁତ ମାରା ମାରି କରୁଥିଲେ। ଏହି କଥା ତାଙ୍କ ପରିବାର ଲୋକ ବି ଜାଣି ଥିଲେ। ଏହାପରେ ତାଙ୍କୁ ସନ୍ଦେହ ଥିଲା କି ତାଙ୍କ ସ୍ୱାମୀଙ୍କର ଆଉ କୁଆଡେ ଚକ୍କର ଚାଲୁଛି। ସତ କଥା ଜାଣିବା ପାଇଁ ସ୍ତ୍ରୀ ଅନ୍ୟ ନାମରେ ବସନ୍ତଙ୍କୁ କଲ କଲା। ବସନ୍ତ ଚାଲରେ ପଡିଗଲା। ଦୁଇ ଜଣ ନିଜ ନିଜ ସହ ଭେଟିବାକୁ ଇଛା ଜାହିର କଲେ।

ଏହାପରେ ପ୍ରେମିକା ବନିଥିବା ପତ୍ନୀ ତାର ସ୍ୱାମୀକୁ ଭେଟିବାକୁ ଗୁରୁବାର ଦ୍ବୀପହର ୨.୦୦ରେ ତାଙ୍କୁ ବୈତୁଳରେ କଲେକଟରେଟଙ୍କ ପାଖକୁ ଡାକିଲା। ଯେମିତି ହିଁ ସେଠାରେ ସ୍ୱାମୀ ନିଜ ସ୍ତ୍ରୀକୁ ଦେଖିଲା ତ ବହୁତ ଆଶ୍ଚର୍ଯ୍ୟ ହେଇଗଲା ଆଉ ସେ କିଛି ନ ବୁଝିବା ଆଗରୁ ହିଁ ସ୍ତ୍ରୀ ତାର ପିଟା ଆରମ୍ଭ କରି ଦେଇଥିଲା। ସମୟ ଉପରେ ପହଁଚିଥିବା କୋଥବାଲି ପୋଲିସ ମାମଲା ଶାନ୍ତ କରେଇଲା ଆଉ ତାଙ୍କୁ କୋଥବାରି ଥାନାକୁ ଧରି ନେଇଗଲା। ପତ୍ନୀଙ୍କ ଅନୁସାରେ ବସନ୍ତ ଯେତେବେଳେ ସୁଯୋଗ ଉପରେ ପହଁଚିଲା ତ ତା ଠାରୁ ଆଉ ତା ଭଉଣୀ ମାନଙ୍କ ଠାରୁ ଦୌଡ଼ିବାକୁ ଲାଗିଲା। ଏହାପରେ ପତ୍ନୀ ବିଚ ସଡକ ଉପରେ ତା ସ୍ୱାମୀର ଧୁଲେଇ ଆରମ୍ଭ କରିଦେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।