କରୋନାରେ ଚାଲିଗଲେ ସ୍ୱାମୀ, ତାପରେ ସ୍ତ୍ରୀ ଦୁଇ ଛୁଆଙ୍କୁ ବିଷ ପିଆଇ ନିଜେ ପିଇଲେ, ପରେ…

କରୋନାର ୩ୟ ଲହରୀ ଅଧିକ ଲୋକଙ୍କୁ ଅଡ଼ୁଆରେ ପକାଇଦେଉଛି। କିଛି ଦିନ ହେବ ପ୍ରାୟତଃ ଏମିତି ହିଁ ଖବର ଆସୁଛି। ହେଲେ କୁହାଆଯାଉଛି କି ଧୀରେ ଧୀରେ କରୋନାର ପ୍ରକୋପ କମୁଛି। ସେ ଯାହାବି ହଉ ଆମକୁ ସତର୍କ ରହିବାକୁ ହେବ। ସବୁବେଳେ ମାସ୍କ ପିନ୍ଧିବାକୁ ହେବ ଏବଂ ସାମାଜିକ ଦୁରତାର ପାଳନ କରିବାକୁ ହେବ।

ଏହି ପରି ଏହି ଦୁଃଖଦ ଘଟଣା ଘଟି ଯାଇଛି ତାମିଲନାଡୁର ଇରୋଡ଼ ଜିଲ୍ଲାରେ। ପରିବାରର ସ୍ୱାମୀ ଥିଲେ ଜଣେ ହିଁ ରୋଜଗାରର ପନ୍ଥା। ନିତ୍ୟା ଯାହାଙ୍କୁ ୩୭ ବର୍ଷ ତାଙ୍କ ଗଲା ପରେ ସେ କିପରି ବଂଚିବେ ଥିଲା ଚିନ୍ତା। ସେ ସଲଫାସ ଟାଵଲେଟ ଆଗ ଛୁଆ ଦୁଇଙ୍କୁ ଦେଲେ ଏବଂ ତାପରେ ନିଜେ ଖାଇଥିଲେ। ଏହି ଛୁଆଙ୍କ ଭିତରେ ଜଣେ ଥିଲା ପୁଅ ଯାଦବ ଯାହାର ବୟସ ୬ ଏବଂ ଆଉ ଜଣେ ଥିଲା ଝିଅ ମହାତୀ ଯାହାର ବୟସ ୧୧ ଅଟେ।

Google

କହିରଖୁଛୁ କି ଏହି ଟାଵଲେଟ ସାଧାରଣତଃ କୃଷି ବିଶେଷ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ନିତ୍ୟାଙ୍କ କଥା କହିବା ତ ସେ ଭାସ୍କରଙ୍କୁ ବିବାହ କରିଥିଲେ ଯିଏ କି ଚେନ୍ନାଇରେ ରହୁଥିଲେ।

ଭାସ୍କରଙ୍କ କଥା କହିବା ତ ସେ ଷ୍ଟୋର ମ୍ୟାନେଜର ଭାବରେ କାର୍ଯ୍ୟ କରିବାର ନଜର ଆସୁଥିଲେ। ୨ ମଇରେ ସେ କରୋନା ରେ ସଂକ୍ରମିତ ବୋଲି ଅବଗତ ହେଲେ। ତାପରର ତାଙ୍କୁ ଘରୋଇ ମେଡିକାଲରେ ପୁରା ଯାଇଥିଲା। ହେଲେ ସେ ବଂଚିନଥିଲେ। ତାପରେ ସ୍ତ୍ରୀ ନିତ୍ୟା ତାଙ୍କ ଛୁଆଙ୍କୁ ନେଇ ବାପ ଘରକୁ ଚାଲିଯାଇଥିଲେ। ତାଙ୍କ ବାପ ଘର ଇରୋଡ଼ ଜିଲ୍ଲା ସ୍ଥିତ ଥିଣ୍ଡାଲ ଅଞ୍ଚଳରେ ଅବସ୍ଥିତ।

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚିନ୍ତାରେ ଥିଲେ ବୋଲି ପୋଲିସ କଥା। ଟାଵଲେଟ ଖାଇସାରିବା ପରେ ପିଲାମାନଙ୍କୁ ଗୋଟିଏ ଘରକୁ ନେଇ ଏବଂ ସେହି ଘରେ ନିଜେ ରହି ବନ୍ଦ କରିଦେଇଥିଲେ। ତାପରେ ନିତ୍ୟାର ବାପା କବାଟ ବଡେଇଥିଲେ ମାତ୍ର ସେ ଖୋଲିନଥିବା ଯୋଗୁଁ ସେ ପଡ଼ୋଶୀଙ୍କୁ ଡାକି ଦେଇଥିଲେ।

ଏହା ପରେ କବାଟ ଭାଙ୍ଗିବା କ୍ଷଣି ଦୁଇ ପିଲାଙ୍କ ସହିତ ନିତ୍ୟାର ଆଉ ଚେତା ନଥିଲା। ମେଡ଼ିକାଲ ତାଙ୍କୁ ନିଆଯାଇଥିଲା ମାତ୍ର ସେ ବଂଚିନଥିଲେ। ଅପରପକ୍ଷରେ ମୃତକଙ୍କ ଶବକୁ ବିବେଛେଦ ନିମନ୍ତେ ପଠା ଯାଇଛି ବୋଲି ତଥ୍ୟରୁ ଜଣା ପଡ଼ିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *