ବିଶେଷ ରିପୋର୍ଟରୁ ଜଣା ଯାଉଛି କି ଘନ କୁହୁଡି ବୁଧବାର ଦିନ ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କେତୋଟି ଜିଲ୍ଲାକୁ ଜାରି ହେଲା ୟେଲୋ ୱାନିଂ। ସେହି ଜିଲ୍ଲା ଗୁଡିକ ହେଲେ ଗଞ୍ଜାମ, ଜଗତସିଂହପୁର, ଗଜପତି,କନ୍ଧମାଳ, ପୁରୀ,ନୟାଗଡ଼, ଖୋର୍ଦ୍ଧା ଏବଂ କଟକ ଅଟେ। ତାପମାତ୍ରା ରାତିରେ କମିପାରେ। ୩ ରୁ ୫ ଡିଗ୍ରୀ ଯାଏ କମିପାରେ।
ସ୍ୱଳ୍ପ ରୁ ମଧ୍ୟମ ଧରଣର କୁହୁଡି କଥା ଆଲୋଚନା କରିବା ତ ପ୍ରାୟ ଏହା ରାୟଗଡା, ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳରେ ଦେଖା ଯାଇପାରେ। ଶୀତ ଲହରୀ କଥା ଆଲୋଚନା କରିବା ତ ଝାରସୁଗୁଡା, ବଲାଙ୍ଗୀର,ବରଗଡ଼ ଏବଂ ସୋନପୁରରେ ୨୭ ତାରିଖରେ ଶୀତ ରହିବ। ପାଣିପାଗ ବିଭାଗ ସୂଚନା ପକ୍ଷରୁ ଏହି ସବୁ ଜଣା ଯାଇଛି। ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର,ଅନୁଗୁଳ, ସୋନପୁର ଏବଂ ଦେବଗଡ଼ ଜିଲ୍ଲାରେ ଶୀତର ଲହରୀ ଦେଖାଦେବାର ଚାନ୍ସ ଅଛି। ଏହାକୁ ନେଇ ୟେଲୋ ୱାନିଂ ମଧ୍ୟ ଜାରି ହୋଇଛି।

ଦାରିଙ୍ଗବାଡିରେ ମଙ୍ଗଳବାର ଦିନ ପାଖାପାଖି ୧୧ ଡିଗ୍ରୀ ଥିଲା ବେଳେ ପାଖାପାଖି ୧୩.୪ କେନ୍ଦୁଝରରେ, ପଖାପାଖି ୧୪.୩ ସୋନପୁରରେ , ଭବାନୀପାଟଣାରେ ପାଖାପାଖି ୧୪.୯ ଡିଗ୍ରୀ ଥିଲା ବେଳେ ଫୁଲବାଣୀ ଏବଂ ବଲାଙ୍ଗୀରରେ ପାଖାପାଖି ୧୪ ଡିଗ୍ରୀ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।