ନୂଆବର୍ଷର ଖୁସିରେ ରୋହିତ ଶର୍ମା, ରିଷଭ ପନ୍ତ, ନବଦୀପ ସୈନି, ପୃଥୀ ସ୍ୱ ଓ ଶୁଭମନ ଗିଲ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଇବା ଖାଇବା ପାଇଁ ଯାଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଷ୍ଟ୍ରେଲିଆ ଗ୍ରସ୍ତରେ ଭାରତୀୟ ଦଳର ଅଶୁବିଧା କମ ହେଉନାହିଁ। ପ୍ରଥମେ ଯେଉଁଠି ରେଷ୍ଟୁରାଣ୍ଟରେ ବସି ଖାଇବା ଖାଇ ରୋହିତ ଶର୍ମା , ଶୁଭମନ ଗିଲ ଓ ପାଞ୍ଚଜଣ ଭାରତୀୟ ଖେଳାଳୀ ବାୟୋ ବବୁଲର ଉଲଘଂନ କରି ଆଲୋଚନାର ସାମ୍ନା କରୁଥିଲେ ଏବେ ସେମାନେ ଖାଇବା ଅର୍ଡରର ବିଲକୁ ନେଇ ଟ୍ରୋଲ ହେଉଛନ୍ତି।
Mujhe log galiya de rae h.. dekho gaaliyo ka farak nai padta mujhe hum punjabi h 400-500 gaaliyan dosto ke saath bethe to apas main de dete h.. but i am really sad that i am against my country people at the moment. I am really sorry people and i just hope ke sab thik ho jaaye ?
— Navaldeep Singh (@NavalGeekSingh) January 2, 2021
ଜଣେ ଭାରତୀୟ ପ୍ରଶଂସକ ଏହି ଖେଳାଳୀଙ୍କ ବିଲ ଭରିଛନ୍ତି ଓ ଏହି ବିଲର ଏକ ଫଟୋ ସୋସିଆଲ ମିଡିଆରେ ଛାଡିଦେଇଛନ୍ତି ଯାହା ପରେ ଏହି ଭାରତୀୟ ଖେଳାଳୀ ମାନଙ୍କୁ ଟ୍ରୋଲ କରାଯାଉଛି। କାରଣ ବିଲ ଅନୁସାରେ ଖେଳାଳୀମାନେ ବିଫ ଅର୍ଡର କରିଥିଲେ। ଯାହା ପରେ ପ୍ରଶଂସକ ମାନେ ଏହି ଖେଳାଳୀ ମାନଙ୍କୁ ଟ୍ରୋଲ କରିଛନ୍ତି।ସୋସିଆଲ ମିଡିଆରେ ଏହି ବିଲର ସତ୍ୟତା ଜଣାପଡିନାହିଁ।
ନୂଆବର୍ଷର ଖୁସିରେ ରୋହିତ ଶର୍ମା, ରିଷଭ ପନ୍ତ, ନବଦୀପ ସୈନି, ପୃଥୀ ସ୍ୱ ଓ ଶୁଭମନ ଗିଲ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଇବା ଖାଇବା ପାଇଁ ଯାଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ପରେ ଏହି ଖେଳାଳି ମାନଙ୍କୁ ଆଇସୋଲେସନ ପଠାଯାଇଛି।
Bhai yaar but tumhe excited hoke kuch bhi tweet nahi kardena chahiye tha @NavalGeekSingh. Aussies ko bahana chahiye controversy ka vo unhe dedia aapne! ??
Not your fault completely but still— Vinayak (@Vinayakpandeyy) January 2, 2021
କ୍ରିକେଟ ଅଷ୍ଟ୍ରେଲିଆ ଏହି କଥାର ଯାଞ୍ଚ ଆରମ୍ଭ କରିଦେଇଛି କି ଏହି ଖେଳାଳି ବାୟୋ ବବୁଲର ପ୍ରୋଟୋକଲର ତ ଉଲଘଂନ କାଳେ କରିନାହାଁନ୍ତି। ବିସିସିଆଇ କହିଛି ଭାରତୀୟ ଖେଳାଳୀ ଜୈବିକ ରୂପରେ ସୁରକ୍ଷିତ ନିୟମକୁ ଉଲଂଘନ କରି ନାହାଁନ୍ତି। ଟିମ ସହିତ ଜଡିତ ସବୁ ବ୍ୟକ୍ତି ଏହି ବିଷୟରେ ଜାଣିଛନ୍ତି।
ରୋହିତ ଶର୍ମା ଅଳ୍ପ ଦିନ ତଳେ ହିଁ ମେଲବର୍ଣ୍ଣରେ ଭାରତୀୟ ଦଳ ସହିତ ମିଶିଥିଲେ। ଆଘାତ କାରଣରୁ ଆରମ୍ଭ ଦୁଇଟି ଟେଷ୍ଟ ସେ ଖେଳିପାରିନଥିଲେ ଓ ଏନସିଏରେ ଟେଷ୍ଟ ପୁରା କରିବା ପରେ ସେ ସେ ସିଡନି ପହଞ୍ଚଥିଲେ। ଯେଉଁଠି କ୍ବାରେଣ୍ଟିନ ସମୟ ପୁରା କରିବା ପରେ ସେ ଟିମରେ ମିଶିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।