ବିନା କିଛି କୋଚିଂ, ୫ ବର୍ଷରେ ମିଳିଲା ୭ଟି ସରକାରୀ ଚାକିରୀ। ଏବେ ଆଇଏଏସ ହେବାକୁ ରଖିଛନ୍ତି ଆଶା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

କୁହାଯାଏ କି ପରିଶ୍ରମ କେବେ ବି ଖରାପ ଯାଏନା। ଏହାକୁ ହିଁ ସତ ସାବ୍ୟସ୍ତ କରିଛନ୍ତି ନାଗୌରର ମେଡିଟା ସିଟିର ମୁଡଙ୍ଗଡ଼ା ଗ୍ରାମର ଗୁଦିଡି ଲାଲ ମନୋଜ ଖୁଦଖୁଡିଆ। ସରକାରୀ ଚାକିରୀ ପାଇବା ଯେତେବେଳେ ଆଜିକାଲି ଏତେ କଷ୍ଟକର ହେଇ ଯାଇଛି ସେହି ସମୟରେ ଯୁବା ମାନଙ୍କ ପାଇଁ ମନୋଜ ଖୁଡିକୁଡ଼ିଆ ଜଣେ ପ୍ରେରଣା ଅଟନ୍ତି।

Google

ମନୋଜ ଥରେ ନୁହଁ ବହୁତ ଥର ସଫଳତା ଲାଭ କରିଛନ୍ତି। ଯୁବ ଲୋକ ଆଜିକାଲି ଗୋଟେ ବି ସରକାରୀ ଚାକିରୀ ପାଇଁ କେତେ ପରିଶ୍ରମ କରନ୍ତି ଆଉ ତଥାପି ଅସଫଳ ହେଇଯାନ୍ତି ମାତ୍ର ମନୋଜ ପାଞ୍ଚ ବର୍ଷ ଭିତରେ ସାତ ଥର ଚାକିରୀ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ବହୁତ କଂପିଟିସନ ପରୀକ୍ଷା ବିନା କୋଚିଙ୍ଗରେ ପାସ କରିଛନ୍ତି:

ମନୋଜ ପାଳିର ଜିଲ୍ଲା ଅଳ୍ପସଂଖ୍ୟକ କାର୍ଯ୍ୟାଳୟରେ କନିଷ୍ଠ ଲେଖା ଅଧିକାରୀ ପଦରେ କାର୍ଯ୍ୟରତ ଅଟନ୍ତି। ଏହା ସହିତ ସେ ଆଇଏଏସ ତଥା କଲେଜ ଅଧ୍ୟାପକ ହେବାକୁ ପ୍ରସ୍ତୁତି ଜାରି ରଖିଛନ୍ତି। ଆପଣଙ୍କୁ କହି ରଖୁଛୁ କି ସେ ଯେତେ ବି ପରୀକ୍ଷା ଆଜି ଯାଏ ଦେଇଛନ୍ତି ତାହା ବିନା କିଛି କୋଚିଂରେ ପାଇଛନ୍ତି। ଆଉ ସେ ସରକାରୀ ସ୍କୁଲର ଛାତ୍ର ଅଟନ୍ତି।

ସେ ୟୁଜିସି ନେଟ ଆଉ ରୀଟ ଓ ସି ଟେଷ୍ଟ ଇତ୍ୟାଦି ପରୀକ୍ଷା ବି କ୍ଲିଅର କରିଛନ୍ତି ଆଉ ପାସ ହେଇଛନ୍ତି। ସେ ସବୁଠୁ ପ୍ରଥମେ ଜୋଧପୁର ହାଇକୋର୍ଟରେ ୨୦୧୬ରେ କନିଷ୍ଠ ବିଧି ସହାୟକ ପରୀକ୍ଷା ଦେଇଥିଲେ। ଏହି ସମୟରେ ତାଙ୍କର ସିଲେକ୍ସନ ପଟୱାରୀ ହଷ୍ଟେଲ ୱାର୍ଡୱେନ ଏଲସିଡି ଗ୍ରେଡ ୨ ର ପରୀକ୍ଷାରେ ବି ହେଇଗଲା। ବେତନ କାଫି ନଥିଲା ତ ତାଙ୍କୁ ଏହି ପରୀକ୍ଷା ଛାଡିବାକୁ ପଡିଲା। ଏହାପରେ ତାଙ୍କର ସିଲେକ୍ସନ ଜୁନିଅର ପଦାଧିକାରୀ ପଦବୀରେ ହେଲା ଯାହା ସେମାନେ ଯଏନ କଲେ।

Google
ଘରେ ହିଁ ଲାଇବ୍ରେରୀ ବନେଇ ରଖିଛନ୍ତି:

୨୦୧୭-୧୮ ମସିହାରେ ପାଳି ଅଳ୍ପସଂଖ୍ୟକ ଜିଲ୍ଲା କାର୍ଯ୍ୟାଳୟ ସହ ଜିଲ୍ଲା ସାଂସଦ ବିଭାଗ ତଥା ଜୋଡପୁରର ଅଳ୍ପ ସଂଖ୍ୟକ ମାମାଳାତ ବିଭାଗର ଚାର୍ଜ ଦିଆଯାଇଥିଲା। ସେଠାରେ ଏ ରାଜନୀତି ବିଜ୍ଞାନ ରେ ଏମଏ ଫାଷ୍ଟ କ୍ଳାସରେ ପାସ କଲେ ଆଉ ଆରେଏସ ପ୍ରି ଏଗଜାମ ରେ ବି ସଫଳତା ପାଇଲେ। ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣେଇଲେ ଆଉ ତାଙ୍କ ପରିଶ୍ରମ ର ପ୍ରଶଂସା କଲେ। ମନୋଜ ସ୍କୁଲ ସମୟରୁ ହିଁ ପଢ଼ାରେ ବହୁତ ଆଗୁଆ ଥିଲେ।

କିଛି ବି ପ୍ରତିଯୋଗୀ ପରୀକ୍ଷା ପାଇଁ ସେ କେବେ କୋଚିଂ ନେଇ ନାହାନ୍ତି ବରଂ ସବୁ କିଛି ନିଜର ପଢି ହିଁ ପାସ କରିଛନ୍ତି। ତାଙ୍କ ବାବଦରେ ସବୁଠୁ ବଡ କଥା ଏଇଆ କି ସେ ନିଜ ଘରେ ଏକ ଲାଇବ୍ରେରୀ ବନେଇ ରଖିଛନ୍ତି ଯାହା ଭିତରେ ରାଜନୀତି ବିଜ୍ଞାନ ଠାରୁ ଆରମ୍ଭ କରି ଇତିହାସ, ଭୂଗୋଳ ତଥା ଗଣିତ ସମେତ ଦେଶ ବିଦେଶ ଖବର ବବଦରେ ଏନସିଇଆରଟି ର ପ୍ରାୟ ୪୦୦ ରୁ ଅଧିକ ପୁସ୍ତକ ମହଜୁଦ ଅଛି।

Google

ଏବେ ହିଁ ରାଜସ୍ଥାନୀ ସାହିତ୍ୟରେ ବ୍ୟାଖ୍ୟାତା ପଦବୀରେ ତାଙ୍କର ସିଲେକ୍ସନ ହେଇଛି। ତାଙ୍କର କହିବା କଥା କି ଯଦି କେଉଁ ପରୀକ୍ଷାରେ ସଫଳତା ପାଇବାକୁ ଇଛା ଥାଏ ତାହେଲେ କୋଚିଂ ନୁହଁ ବରଂ ଏକାଗ୍ର ଚିତ୍ତରେ ପାଠ ପଢା ନିର୍ଭର କରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *