ଦୁଇ ମହିଳାଙ୍କ ଝଗଡାରେ ବୁଲା କୁକୁର କରିଲା ଏହିପରି କାମ,ହେବାକୁ ପଡିଲା ଲଜ୍ୟାବୋଧକ, ଜାଣନ୍ତୁ ଘଟଣା କଣ?

ବୁଲା କୁକୁରଙ୍କ କାରଣରୁ କୌଣସି ନା କୌଣସି ବ୍ୟକ୍ତି କେବେ ନା କେବେ ଅଶୁବିଧାରେ ପଡିଯାଆନ୍ତି। ଅନେକ ସମୟରେ ସେମାନଙ୍କ ଆତଙ୍କ ଘଟଣା ଦେଖିବାକୁ ମିଳିଥାଏ।ଏହିପରି ଏକ ଘଟଣା ଆମେରିକାର ଅଲସାଲାଡୋର ରେ ଘଟିଥିବା ଜଣାପଡିଛି। ଏଠାରେ ଏକ ବୁଲା କୁକୁର ଯୋଗୁ ତାଙ୍କୁ ଅପମାନିତ ହେବାକୁ ପଡିଲା।

Google

କଣ ଅଟେ ପୁରା ମାମଲା ଆସନ୍ତୁ ଜାଣିବା ଆମର ଏହି ଖାସ ରିପୋର୍ଟରେ ।

ରାସ୍ତାରେ ଝଗଡା କରୁଥିଲେ ଦୁଇ ମହିଳା:

ଆମେରିକାର ଅଲସାଲାଡୋର ରେ ଦୁଇଟି ମହିଳାଙ୍କ ଭିତରେ କୌଣସି କଥାକୁ ନେଇ ଝଗଡା ହୋଇଯାଇଥିଲା।ମାମଲା ଏତେ ବଢି ଯାଇଥିଲା କି ଦୁହେଁ ମରାମରି ପର୍ଯ୍ୟନ୍ତ ବାହାରି ପଡିଲେ। ଜଣେ ଜଣଙ୍କୁ ଗୋଇଟା ଚାପୁଡ଼ା ମାରିବାକୁ ଲାଗିଲେ। ପାଖରେ ଥିବା ଲୋକ ଏହି ଘଟଣାଙ୍କୁ ଦେଖିଥିଲେ।

କେହିବି ଅଟକାଇବାକୁ ଚେଷ୍ଟା କଲେ ନାହିଁ। ଏହି ସମୟରେ ଘଟଣା ସ୍ଥଳକୁ କୁକୁରଙ୍କ ଦଳ ଆସିଗଲା। ଏହି ଘଟଣା ୭ ଡିସେମ୍ବରର ବୋଲି କୁହାଯାଉଛି।

Google
ବୁଲା କୁକୁର କଲା ମହିଳାଙ୍କୁ ଲଜ୍ୟାବୋଧକ:

ଦୁଇ ମହିଳାଙ୍କ ଝଗଡା ଚାଲିଥିଲା ସେହି ସମୟରେ ସେହି ସ୍ଥାନକୁ କୁକୁରଙ୍କ ଦଳ ଆସିଗଲେ ଓ ଶବ୍ଦ କରିବାକୁ ଲାଗିଲେ। ସେହି ସମୟରେ ଏକ କୁକୁର ମହିଳାଙ୍କ ଲେଗେନ୍ସିକୁ କାମୁଡି ଟାଣିଦେଲା ଯାହା ଦ୍ୱାରା ମହିଳାଙ୍କ ପ୍ରାଇଭେଟ ପାର୍ଟ ସବୁ ଲୋକଙ୍କୁ ଦେଖାଗଲା। ଏହା ଦ୍ଵାରା ମହିଳାଙ୍କୁ ଲଜ୍ୟାବୋଧକ ଅନୁଭବ ହେଲା ଏହା ପରେ ଝଗଡା ଅଟକିଗଲା।

କହିରଖିବୁକି ଏହି ଘଟଣାକୁ ପାଖରେ ଠିଆ ହୋଇଥିବା ଏକ ଯୁବକ ନିଜ କ୍ୟାମେରାରେ ରେକର୍ଡ କରିଥିଲେ ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ପରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *