ଘରେ ବସି ମହିଳାମାନେ ଏହି କାମ କରି ମାସକୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ କମେଇ ପାରିବେ ।

ଆଜି କାଲି ମହଙ୍ଗା ବଜାରରେ ସବୁ ବ୍ୟକ୍ତିଙ୍କୁ ପଇସା କମେଇବା ନିହାତି ଜରୁରୀ। ହେଲେ ଘରୋଇ ମହିଳା ମାନେ କାମ କରିବାରେ ପଛରେ ରହିଯାଉଛନ୍ତି କାହିଁକିନା ତାଙ୍କୁ ଘର ମଧ୍ୟ ଦେଖିବାକୁ ପଡିଥାଏ।ଏମିତିରେ ଘରୁ ବାହାରି ଚାକିରୀ କରିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ।ଆଜି ଆମେ ଆପଣଙ୍କୁ ଘରେ ବସି ପଇସା କମେଇବାର କିଛି ଟିପସ ଦେବୁ।ଯାହା ଆପଣ ଜାଣିଲେ ଫାଇଦା ଉଠେଇ ପାରିବେ।ଆମେ ଆପଣଙ୍କୁ କିଛି ଅପସନ ଦେବୁ,ଯାହାଦ୍ଵାରା ଆପଣ କମେଇପାରିବେ।

Google
ଟିଫିନ ସିଷ୍ଟମ:

ଏହା ଏକ ଅନନ୍ୟ ପ୍ରଣାଳୀ ଅଟେ। ଯଦି ଆପଣଙ୍କ ହାତରେ ଭଲ ସୁସ୍ୱାଦୁ ତଥା ଟେଷ୍ଟି ଟେଷ୍ଟି ଖାଦ୍ୟ ବନେଇବାର ଚମତ୍କାର ଅଛି ତ ଆପଣ ଏଥିରେ ନିଜ କ୍ୟାରିୟର ବନେଇପାରିବେ। ଆଜିକାଲି ଅଧାରୁ ଅଧିକ ଯୁବପିଢ଼ି ଚାକିରୀ ଓ ପାଠ ପାଇଁ ନିଜ ଘରଠୁ ବହୁତ ଦୂରରେ ରହିଛନ୍ତି ,ଏମିତିରେ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକତା ନିଶ୍ଚୟ ପଡେ ଏବଂ ଏହା ନିହାତି ଜରୁରୀ ମଧ୍ୟ ।ଆପଣ ଘରେ ବସି ଟିଫିନ ସିଷ୍ଟମ ଆରମ୍ଭ କରିପାରିବେ। ଯାହା ଆପଣଙ୍କୁ ଭଲ ରୋଜଗାର ଦେଇପାରେ ଏବଂ ଆପଣ ଖୁସି ମଧ୍ୟ ହୋଇପାରିବେ।

ଘରେ ବସି କ୍ଲାସେଜ:

ଏହି ଉପାୟରେ ଆପଣ ଲାଭବାନ ହୋଇପାରିବେ। ଯଦି ଆପଣଙ୍କୁ ସିଲେଇ,ପେଣ୍ଟିଙ୍ଗ,କଢାଇ ଓ ପଢିବା ଭଳି କୌଶଳ ଜଣାଅଛି ତ ଏହାର ବ୍ୟବହାର ଘରେ ବସି ଆପଣ କରିପାରିବେ। ଘରେ ରହି ଆପଣ ଲୋକଙ୍କୁ କୋଚିଂ ବା ଟିଉସନ ଦେଇପାରିବେ। ଏଥିରେ ଅଳ୍ପ ପରିଶ୍ରମ ମଧ୍ୟ ଅଟେ। ଏଥିରେ ସବୁ ମାସରେ ଆପଣ ଜଣଙ୍କ ଠାରୁ ୧୦୦୦ ଟଙ୍କା ରୋଜଗାର କରିପାରିବେ। ଏହା ଏକ ନୂଆ ପ୍ରଣାଳୀ।

Google
ଫ୍ରିଲ୍ୟାନ୍ସ ୱାର୍କ:

ଆପଣ ମାଗାଜିନ,ଖବରକାଗଜ ପାଇଁ ଘରେ ବସି ଆର୍ଟିକିଲ ଲେଖିପାରିବେ , ଯାହା ଦ୍ୱାରା ନିଜର ଜ୍ଞାନରେ ମଧ୍ୟ ବିକାଶ ହେବ। କେତେକ ଖବରକାଗଜ ଓ ମାଗାଜିନ ସିଟିଜନ ଜର୍ଣ୍ଣାଲିଷ୍ଟ କ୍ୟାଟାଗୋରୀରେ ସାଧାରଣ ଲୋକଙ୍କୁ ମୋୖକା ମିଳେ ତାଙ୍କ ପାଇଁ ଆର୍ଟିକିଲ ଲେଖିବା ପାଇଁ , ଏହା ଏକ ଆନନ୍ୟ ପ୍ରଣାଳୀ। ଏଥିପାଇଁ ପ୍ରତି ଆର୍ଟିକିଲ ପିଛା ୨୦୦ ଟଙ୍କା ମିଳିଥାଏ, ଯାହା ଆପଣଙ୍କୁ ବହୁତ ଖୁସି ଦେବ। ଏହା ଜରୁରୀ ନୁହେଁ କି ଆପଣ ଅଫିସ ଯାଇ ୮ ଘଣ୍ଟାର ଚାକିରୀ କରି ଲେଖିପାରିବେ।

ଫିଟନେସ ସେଣ୍ଟର:

ଯଦି ଆପଣଙ୍କୁ ଫିଟନେସ ସମ୍ବନ୍ଧରେ ଜ୍ଞାନ ଅଛି ତ ଆପଣ ନିଜର ଫିଟନେସ ସେଣ୍ଟର ମଧ୍ୟ ଖୋଲିପାରିବେ। ଏହା ଦ୍ଵାରା ନିଜେ ବି ଫିଟ ରହିବେ ଏବଂ ସମସ୍ତେ ବି ଖୁସି ହେବେ। ଯଦି ଆପଣଙ୍କ ପାଖରେ ରୁମ ଅଛି ତ ଠିକ ଅଛି ନହେଲେ ଆପଣ ଭଡାରେ ରୁମ ନେଇପାରିବେ। ଆଜି କାଲି ରୋଗକୁ ଦେଖି ସବୁ ଲୋକଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦେବା ନିଶ୍ଚିତ ଭାବେ ଆବଶ୍ୟକ ଏବଂ ଏହା ସହ ଜଡିତ।

Google
ଅନଲାଇନ ଜବ:

ଏହି ଆଧୁନିକ ଯୁଗରେ ଲୋକମାନେ ଅନଲାଇନରେ ପଇସା କମେଇବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ଅଳ୍ପ ପରିଶ୍ରମରେ ଉଚିତ ପାରିଶ୍ରମିକ ମିଳିବ। ବର୍ତ୍ତମାନ ସମୟରେ ଅନଲାଇନରେ ବହୁତ ସିଟ ଫାଙ୍କା ରହିଛି। ଯାହା ଆପଣଙ୍କ ପାଇଁ ସୁଯୋଗ ଅଟେ। ଯେଉଁଥିରେ ଅନଲାଇନ ସର୍ଭେ କରିବାକୁ ହୋଇଥାଏ। ଏହି କାମରେ କିଛି ସମୟ ଦେଇ ଆପଣ ଘରେ ବସି ପଇସା କମେଇପାରିବେ, ସେ ଯେତିକି ବି ହେଉ ଆପଣ ଖୁସି ହେବେ। ଅଧିକ କମ୍ପାନୀ ଆପଣଙ୍କୁ କାମ ଦେଇଥାଏ,ତାଙ୍କ ପ୍ରଡକ୍ଟ ପାଇଁ ଆପଣ ପ୍ରିଭ୍ୟୁ ନିଅନ୍ତୁ ଓ ପବ୍ଲିକ ଡିମାଣ୍ଡ ଅନୁସାରେ ସର୍ଭିସ ଡେଲିଭରି କାମ କରିପାରିବେ, ଯାହା ବହୁତ ଲାଭଦାୟକ ଅଟେ ମାତ୍ର ଧ୍ୟାନ ରଖି କରିବା ଆବଶ୍ୟକ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *