ଅଦ୍ଭୁତ ବିବାହ: ୫’୫ ଫୁଟର କନ୍ୟା ଓ ୩ ଫୁଟର ବର, ଏହି ଅଦ୍ଭୁତ କାରଣ ପାଇଁ ହେଲା ବିବାହ,ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ।

ବିବାହ ତ ଆପଣ ଅନେକ ପ୍ରକାରର ଦେଖଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁଭଳି ବିବାହ ବିଷୟରେ କହିବୁ ଏଭଳି ବିବାହ କଥା ଆପଣ କମ ଶୁଣିଥିବେ। ଗୁଜୁରାଟର ଜୁନାଗଢରେ ଏହି ଅଦ୍ଭୁତ ବିବାହ ହୋଇଛି। ଏଠାରେ ସାଢେ ୫ ଫୁଟର ଜଣେ ଅନ୍ଧ ଯୁବତୀ ନିଜଠୁ ୧୩ ବର୍ଷ ବଡ଼ ୩ ଫୁଟର ଶିକ୍ଷକଙ୍କୁ ବିବାହ କରିଛନ୍ତି। ଯୁବତୀ ଜଣଙ୍କ ୨୯ ବର୍ଷୀୟ ଅଟନ୍ତି ଓ ବର ୪୨ ବର୍ଷୀୟ ଅଟେ। ବିବାହ କରୁଥିବା ଯୁବତୀଙ୍କ ନାମ ସାନ୍ତା ମକବାଣୀ ଅଟେ। ସେହିପରି ବର ରମେଶ ଭାଇ ସଣ୍ଡୋଡ଼ର ଗ୍ରାମର ସରକାରୀ ସ୍କୁଲରେ ଶିକ୍ଷକ ଅଛନ୍ତି । ଏହି ଅଦ୍ଭୁତ ବିବାହର ଚର୍ଚ୍ଚା ଦୂର ଦୂର ପର୍ଯ୍ୟନ୍ତ ହେଉଛି। ୨୯ ବର୍ଷୀୟ ସାନ୍ତା ମକବାଣୀ ସତ୍ୟମ ସେବା ଯୁବକ ମଣ୍ଡଳର ଗାଲ୍ସ ହଷ୍ଟେଲରେ ପିଲାବେଳୁ ରହୁଛନ୍ତି।

Unique wedding: 5.5 feet bride, 3 feet bride, this wedding happened due to this
Google
ପିଲାବେଳୁ ଅନ୍ଧ ଅଟନ୍ତି ସାନ୍ତା ମକବାଣୀ:

କୁହାଯାଉଛିକି ସାନ୍ତା ମକବାଣୀ ପିଲାଦିନୁ ଅନ୍ଧ ଅଟନ୍ତି। ସେ ବିଏଡ଼ କରିଛନ୍ତି। ତାଙ୍କ ବିଷୟରେ ସନ୍ଧାନ ନେଇ ଜାମ ଜୋଧେପୁରରେ ରହୁଥିବା ରମେଶ ଭାଇ ତାଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଦୁହେଁ ରାଜି ହୋଇଗଲେ।

ଏହା ପରେ ଏହି ସୋମବାରକୁ ଦୁହିଁଙ୍କ ବିବାହ ହୋଇଯାଇଛି। ଦୁହିଁଙ୍କ ବିବାହ ସତ୍ୟମ ସେବା ଯୁବକ ମଣ୍ଡଳର ପ୍ରୟାସ ଦ୍ଵାରା ସମ୍ପର୍ଣ୍ଣ ହେଲା। ଆଜି ପର୍ଯ୍ୟନ୍ତ ଅନେକ ବିବାହ ହୋଇଛି କିନ୍ତୁ ଏହି ବିବାହ ଏକ ସୁନ୍ଦର ବିବାହ ଅଟେ।

wedding like this a groom of 3 feet age 42 bride of 29 years 5.5 feet  height mpsn | एक शादी ऐसी भी: 3 फीट का दूल्हा, 42 की उम्र, 29 बरस की दुल्हन  5.5 फीट हाइट
Google

ଏହି ବିବାହର ଖାସ କଥା ଏହା ଥିଲା କି ଯୁବତୀ ଜଣଙ୍କ ଅନ୍ଧ ଓ ବର ଜଣଙ୍କ ବାମନ ଅଟନ୍ତି କିନ୍ତୁ ଦୁହେଁ ଭଲ ଶିକ୍ଷିତ ଓ ପାଠପଢିଛନ୍ତି। ବର ସରକାରୀ ଚାକିରୀ କରିଛି ତେଣୁ ଚଳିବା ପାଇଁ କୌଣସି ଅଶୁବିଧା ହେବ ନାହିଁ। ଦୁହିଁଙ୍କ ଏହି ବିବାହରେ ଲୋକ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ଏହା ପୂର୍ବରୁ ବି ଏହିପରି କିଛି ଶୁଣିବାକୁ ମିଳିଥିଲା:-

ଏହି ଅଦ୍ଭୁତ ବିବାହ ପୂର୍ବରୁ ମଧ୍ୟ ଏହିପରି କିଛି ବିବାହ ଶୁଣିବାକୁ ମିଳିଥିଲା। ମୁଜ୍ଜଫରପୁରର ସତପୁର ଇଲାକାରେ ୩୭ ବର୍ଷୀୟ ଅବିବାହିତ ରହିଥିବା ବରକୁ ୨୯ ବର୍ଷୀୟ ଯୁବତୀ ମିଳିଯାଇଛନ୍ତି। ବାର୍ଡ ନମ୍ବର ୩୩ରେ ରହିବା ଵାଲା ଫୁଲ ବାବୁଙ୍କର ଜନ୍ମ ପରେ ବୟସ ବଢ଼ିଲା ନାହିଁ। ତାଙ୍କର ଉଚ୍ଚତା ତିନିଫୁଟ ହିଁ ରହିଯାଇଛି। ଏହି କାରଣରୁ ତାଙ୍କର ବିବାହ ହୋଇନଥିଲା। ବାର୍ଡ ନମ୍ବର ୩୪ରେ ରହିବା ଵାଲା ଅକତର ହୁସେନଙ୍କ ଝିଅ ସରବରି ବେଗମଙ୍କ ଝିଅରବି ଉଚ୍ଚତା ଜନ୍ମ ପରେ ଅଧିକ ବଢିନଥିଲା।

3 feet groom in Muzaffarpur - two and a half fit bride became life partner  - TheNewsMantra
Google

ତାଙ୍କର ଜନ୍ମ ଅଢେଇ ଫୁଟ ହିଁ ରହିଗଲା।ଯାହା ପାଇଁ ତାଙ୍କର ମଧ୍ୟ ବିବାହ ହୋଇପାରୁନଥିଲା। ଏହା ପରେ ବାର୍ଡ ପରଷଦ ଅବ୍ଦୁଲା କଥା ହୋଇ ବାର୍ଡ ନମ୍ବର ୩୪ ରେ ରହିବା ଵାଲା ଅକତର ହୁସେନଙ୍କ ଝିଅ ସରବରି ବେଗମ ଙ୍କ ସହିତ ଫୁଲ ବାବୁଙ୍କ ବିବାହ କଥା କହିଥିଲେ। ଯେବେ ଅବ୍ଦୁଲା ବିବାହର କଥା କହିଲେ ତ ଦୁଇ ପରିବାର ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ଓ ଦୁହିଁଙ୍କ ବିବାହ ହେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *