ବାହାରିଲା ବିଶ୍ୱର ପ୍ରଥମ କରୋନା ଔଷଧ ଖାଇଲେ ରୋଗୀ, ଜାଣନ୍ତୁ ।

ବାହାରିଲା ବିଶ୍ୱର ପ୍ରଥମ କରୋନା ଔଷଧ ଖାଇଲେ ରୋଗୀ, ଜାଣନ୍ତୁ, world 1st corona medicine favipiravir in russia good clinical efficacy in testing, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Russia, Corona Medicine, Corona Vaccine, Coronavirus, Covid-19

ମରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ ଏବେସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଚୀନରୁ ସୃଷ୍ଟ ଏହି ଭାଇରସ ସାରା ବିଶ୍ୱରେ ନିଜର କାୟା ମେଲାଇଛି । ଏହି ଭାଇରସର କୌଣସି ଭାକସିନ୍ ନଥିବାରୁ ମୃତ୍ୟୁସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଏହି ଭାଇରସରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଋଷ ପ୍ରଥମ ଦେଶ ଭାବେ ଔଷଧକୁ ପ୍ରଚଳନ କରିଛି । ଏହି ଔଷଧକୁ ଋଷ ସରକାର ଅନୁମୋଦନ ମଧ୍ୟ କରିଛନ୍ତି ।

Favipiravir shows good clinical efficacy in treating COVID-19
Google

ଋଷ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ଔଷଧର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ଔଷଧର ନାମ ହେଉଛି ଆଭିଫାଭିର୍ । ଚେମରାର୍ ଏହାକୁ ପ୍ରସ୍ତୁତ କରିଛି । ଏହି ଔଷଧସଫଳ ହେବା ପରେ ଚେମରରକୁ ଅଧିକରୁ ଅଧିକ ସଂଖ୍ୟାରେ ଔଷଧ ତିଆରି ପାଇଁ କୁହାଯାଇଛି । ଏବେ ପ୍ରାୟ ୧୦ରୁ ଅଧିକ ଦେଶ ଏହି ଔଷଧର ଆମଦାନୀ ପାଇଁ ଋଷକୁ ଅନୁରୋଧ କରିସାରିଛନ୍ତି । ଏବେ ଯେଉଁ ପରିମାଣରେ ଔଷଧ ପ୍ରସ୍ତୁତ କରାଯାଇଛି ସେଥିରେ ମାସରୁ ପ୍ରାୟ ୬୦ ହଜାର ଲୋକଙ୍କର ଚିକିତ୍ସା ହୋଇପାରିବ ।

ପୂର୍ବରୁ ଏହି ମହାମାରୀକୁ ମାତ୍ ଦେବା ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିରେ ତିଆରି ହୋଇଛି ଭାକସିନ୍ । ଏହି ଭାକସିନକୁ ଏବେସୁଦ୍ଧା ବିଭିନ୍ନ ଦେଶରୁ ୪୦୦ ବିଲିୟନ ଅର୍ଡର ମିଳିସାରିଲାଣି । ତେବେ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦୦ କୋଟି ଭାକସିନ୍ ପ୍ରସ୍ତୁତ ହୋଇପାରିବ ବୋଲି କହିଛି ଔଷଧ ନିର୍ମାତା ଆଷ୍ଟ୍ରାଜେନେକା ନାମକ ଏକ କମ୍ପାନୀ ।

Japan Is Racing to Test Favipiravir, a Drug to Treat Covid-19 | WIRED
Google

ଆଷ୍ଟ୍ରାଜେନେକା ନିକଟରେ କହିଥିଲା ଯେ, ଏବେସୁଦ୍ଧା ଅନେକ ଦେଶ ଅର୍ଡର ଦେଇଛନ୍ତି । କିନ୍ତୁ ଆଉ ବେଶୀ ଅର୍ଡର ରଖିବା ସମ୍ଭବପର ନୁହେଁ । ଏହାର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ୍ କିଛି ଦିନ ମଧ୍ୟରେ ଆସିଯିବ । ତୃତୀୟ ପର୍ଯ୍ୟାୟରେ ଏହାକୁ ୩୦ ହଜାରଜଣଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଛି । ଏହାସଫଳ ହେଲେ ଅନ୍ୟ ଦେଶରେ ଏହାକୁ ଟ୍ରାଏଲ କରାଯିବ । ସେପ୍ଟେମ୍ବର ସୁଦ୍ଧା ଇଂଲଣ୍ଡରେ ୩୦ ମିଲିୟନ ଲୋକଙ୍କୁ ଭାକସିନ୍ପ୍ର ଦାନ କରାଯିବ ବୋଲି ଯୋଜନା କରାଯାଉଛି ସେହିପରି ଆମେରିକାର ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ମଧ୍ୟ କରୋନା ଔଷଧର ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *