ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ପଦବୀ ନେଇ ଘାରିଛି ଚିନ୍ତା! କୌଣସି ବେଳେ ବି ଯାଇପାରେ ପଦବୀ!ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ପାକିସ୍ତାନରେ ସବୁକିଛି ଠିକ ଚାଲିନାହିଁ କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକଳାପରେ ଲୋକ ଅସନ୍ତୁଷ୍ଟ। କହିରଖିବୁ ଜଣାପଡୁଛି ତାଙ୍କ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଚାଲିଯାଇପାରେ। ଆପଣଙ୍କୁ କହିରଖିବୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଜଳ, ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ସହ ବାଜୱାଙ୍କର ଏକ ବୈଠକ ବସିଥିଲା ଯେଉଁଥିରେ କେହି ମଧ୍ୟ ଇମ୍ରାନଙ୍କ ସପକ୍ଷରେ ନାହାଁନ୍ତି। ପାକିସ୍ତାନ ଆତଙ୍କବାଦୀ ବଢାଇବାରେ ଏକ ମୁଖ୍ୟ ରାଷ୍ଟ୍ର।

Google

ନିଜ ଗାଦିକୁ ନେଇ ଭୟବିତ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁସଲିମ ଦେଶ ଗୁଡିକକୁ ନେଇ ତୀବ୍ର ପତିକ୍ରିୟା ଦେଇଛନ୍ତି। କହିରଖିବୁ ସେ ୪୮ ତମ ଓଆଇସି ସମ୍ମିଳନୀର ଉଦ୍ଘାଟନ କରି ଇସ୍ଲାମୋଫୋବିଆ ଓ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଇମ୍ରାନ ଖାନ ଇସଲାମର ତୁଳନା ଆତଙ୍କବାଦୀଙ୍କ ସହ କଣ ପାଇଁ କରାଯାଉଛି ବୋଲି ଇସଲାମିକ ସହଯୋଗ ସଂଗଠନର ଦେଶଗୁଡିକୁ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଇସଲାମକୁ ଭଲ ପତିଚୟ ଦେବାକୁ ସହଯୋଗୀ ଦେଶ ଗୁଡିକ କିଛି କରୁନାହଁନ୍ତି। ଆପଣ ଜାଣିଥିବେ ୧୫ ମାର୍ଚ୍ଚକୁ ଇସଲାମଫୋବିଆରୁ ରକ୍ଷା ପାଇବା ପାଇଁ ଅନ୍ତଜାର୍ତ୍ତୀୟ ଦିବସ ଭାବେ ଘୋଷଣା କରାଯାଇଛି। ସେ କହିଛନ୍ତି କି ନ୍ୟୁଜିଲାଣ୍ଡରେ ୧୫ ମାର୍ଚ୍ଚକୁ ଜଣେ ବ୍ୟକ୍ତି ମସଜିତରେ ପଶି ୫୦ ଜଣଙ୍କୁ ଗୁଳିକରି ମାରିଥିଲେ।

Google

ଇମ୍ରାନ କହିଛନ୍ତି ସେହି ବ୍ୟକ୍ତି ବିନା କାରଣରେ ଲୋକଙ୍କୁ କଣ ପାଇଁ ମାରିଥିଲା?ସେହି ବ୍ୟକ୍ତି କୌଣସି ଆତଙ୍କବାଦୀ ମଧ୍ୟ ନଥିଲା କିନ୍ତୁ ସେ ମୁସଲିମଙ୍କୁ ଆତଙ୍କବାଦୀ ଭାବିଥିଲା। ଏହି ଘଟଣାଟି ଠିକ ୯/୧୧ ମୁମ୍ବାଇ ତାଜ ହୋଟେଲ ଘଟଣା ଭଳି ଅଟେ। ଇମ୍ରାନ ଆଗକୁ କହିଛନ୍ତି,”ମୋର ଭୁଲ ଥିଲେ କ୍ଷମା କରିବେ କିନ୍ତୁ ଏହା ଏଥିପାଇଁ କାରଣ କୌଣସି ବି ମୁସକମାନ ଦେଶ ନିଜ ଛବି ଭଲ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାଁନ୍ତି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *